"କୈଳାଶ ଲେଙ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ସାହିତ୍ୟିକ
Content deleted Content added
କୈଳାଶ ଲେଙ୍କା ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୨:୫୪, ୧ ଜୁନ ୨୦୨୦ ଅନୁସାରେ କରାଯାଇଥିବା ବଦଳ

କୈଳାଶ ଲେଙ୍କା ( ଜନ୍ମ : ୧୭ ସେପ୍ଟେମ୍ବର ୧୯୩୭ ) ଜଣେ ଓଡ଼ିଆ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଅଟନ୍ତି । ବୃତିରେ ସେ ଜଣେ ଆଇନୀଜୀବି ।

କୈଳାଶ ଲେଙ୍କା
ଜନ୍ମ(1937-09-17)୧୭ ସେପ୍ଟେମ୍ବର ୧୯୩୭
ମୁକୁନ୍ଦପୁର, କଟକ, ଓଡ଼ିଶା

ଜୀବନୀ

କୈଳାଶ, ୧୯୩୭ ମସିହାରେ କଟକ ଜିଲ୍ଲାର ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ 'ଆଧୁନିକ ଇତିହାସ'ରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପଢିଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି କରୁଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । 'ବାସରୀୟ ସାହିତ୍ୟ ସଂସଦ'ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ସେ 'ଓଡ଼ିଆ ଯୁବ ଲେଖକ ସମ୍ମେଳନ' ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ ।

ରଚନାବଳୀ

  • ପ୍ରଥମ ପୁଷ୍ପ - ୧୯୫୮
  • ନେତା ଓ ନେତୃତ୍ୱ - ୧୯୮୦
  • ରାଜନୈତିକ ରଣସଯ୍ୟା - ୧୯୮୦
  • ଶ୍ରୀକ୍ଷେତ୍ର - ୧୯୮୭

ସମ୍ମାନ ଓ ପୁରସ୍କାର

  • ମାତୃଭୂମୀ ସାହିତ୍ୟ ସମ୍ମାନ[୧]

ଆଧାର

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.