"ବାରଶିଂଘା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ମ୍ୱ +ମ୍ବ)
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Barasingha}}
{{Taxobox|name=ବାରଶିଂଘା|classis=[[Mammal]]ia|range_map=Rucervus duvaucelii range map.png|binomial_authority=(ଜ୍ୟୋର୍ଜେସ୍ କୁଭିଏ, ୧୮୨୩)|binomial=''Rucervus duvaucelii''<ref name=msw3>{{MSW3 Artiodactyla |pages=668–669 |id=14200429}}</ref>|species='''''R. duvaucelii'''''|genus=''[[Rucervus]]''|familia=[[Cervidae]]|ordo=[[Artiodactyla]]|phylum=[[Chordate|Chordata]]|status=VU|regnum=[[Animal]]ia|image2_caption=ଶାବକ ସହ ଏକ ମାଈ ବାରଶିଂଘା|image2=Barasingha females.JPG|image_caption=ଏକ ଅଣ୍ଡିରା ବାରଶିଂଘା|image=Swamp deer (18).jpg|status_ref=<ref name=iucn>{{Cite iucn |title=''Rucervus duvaucelii'' |author=Duckworth, J. W. |author2=Kumar, N.S. |author3=Pokharel, C.P. |author4=Baral, H. S. |author5=Timmins, R. J. |last-author-amp=yes |page=e.T4257A22167675 |date=2015 |access-date=29 October 2018}}</ref>|status_system=IUCN3.1|range_map_caption=ପାରମ୍ପରିକ ଭୌଗୋଳିକ ବ୍ୟାପ୍ତିକ୍ଷେତ୍ର (ହଳଦିଆ); relictବର୍ତ୍ତମାନ populationsଉପପ୍ରଜାତି: ''duvauceliiଡୁଫୌଚେଲି'' (redନାଲି); ''branderiବ୍ରାଣ୍ଡେରି'' (greenସାଗୁଆ); ''ରଣଜିତସିଂହୀ'' (ନୀଳ)}}
[[ଫାଇଲ:Swamp_Deer_or_Barasingha._Cervus_duvauceli_branderi_-_Flickr_-_gailhampshire.jpg|thumb|ପାଣିର ଦଳରେ ପଶି ଖାଦ୍ୟ ଅନୁସନ୍ଧାନ କରୁଥିବା ବାରଶିଂଘା ଦଳ]]
'''ବାରଶିଂଘା''' ବା '''ବାରଶିଂଗା''' (ଇଂରାଜୀରେ '''Barasingha''' ବା '''Swamp Deer''', ଜୀବବିଜ୍ଞାନ ନାମ ''Rucervus duvaucelii'') ଭାରତୀୟ ଉପମହାଦେଶର ଉତ୍ତର [[ଭାରତ]], କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ-ପଶ୍ଚିମ [[ନେପାଳ|ନେପାଳରେ]] ଦେଖାଯାଉଥିବା ସର୍ଭିଡାଏ ପରିବାରର ଏକ ହରିଣ ପ୍ରଜାତି । [[ପାକିସ୍ତାନ]] ଓ [[ବଙ୍ଗଳାଦେଶ|ବଙ୍ଗଳାଦେଶରେ]] ଏହି ମୃଗ ପ୍ରଜାତି ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇଛି ।<ref name="iucn" /> ଏହି ହରିଣର ଜୀବବୈଜ୍ଞାନିକ ନାମ ଫରାସୀ ପରିବେଶବିଜ୍ଞାନୀ ଆଲଫ୍ରେଡ଼୍ ଡୁଫୋସେଙ୍କ ନାମାନୁସାରେ ରଖାଯାଇଛି ।<ref>{{cite book|url=https://archive.org/details/bub_gb_A0IAAAAAQAAJ/page/n511 <!-- pg=505 -->|title=Recherches sur les ossemens fossiles de quadrupèdes|author=Cuvier, G.|publisher=Dufour & d'Ocagne|year=1823|edition=Nouvelle édition|volume=Tome Quatrième|location=Paris, Amsterdam}}</ref> ଶିଂଘର ଆକାର ଦୃଷ୍ଟିରୁ ବାରଶିଂଘା ଭାରତର ଅନ୍ୟ ସମସ୍ତ ହରିଣ ପ୍ରଜାତିଠାରୁ ଭିନ୍ନ । ଏହି ହରିଣର ଶିଂଘରୁ ୧୨ ଗୋଟି ବା ବହୁ ଶାଖା ବାହାରିଥାଏ ।<ref name="Lydekker1888">Lydekker, R. (1888–1890). [https://archive.org/stream/newnatuhist02lyderich#page/360/mode/2up ''The new natural history'' Volume 2]. Printed by order of the Trustees of the British Museum (Natural History), London.</ref><ref>ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ</ref> ପରିପକ୍ୱ ବୟସର ଅଣ୍ଡିରାମାନଙ୍କ ଶିଂଘରେ ୧୦-୧୪ଟି (ସର୍ବାଧିକ ୨୦ଟି) ଶାଖା ରହିବା ମଧ୍ୟ ଦେଖାଯାଇଛି ।<ref name="Prater1948">Prater, S. H. (1948). ''The book of Indian animals''. Oxford University Press. (10th ed.)</ref> ଆସାମୀ ଭାଷାରେ ଏହି ହରିଣକୁ “ଦୋଲହୋରିନ୍” ବୋଲି ମଧ୍ୟ କୁହାଯାଏ । “ଦୋଲ୍” ଶବ୍ଦଟି ଏଠାରେ ଗାଡ଼ିଆ ଇତ୍ୟାଦିରେ ରହିଥିବା ଦଳ ବା ପଙ୍କକୁ ଏବଂ “ହୋରିନ୍” ଶବ୍ଦ ହରିଣକୁ ବୁଝାଇଥାଏ ।
"https://or.wikipedia.org/wiki/ବାରଶିଂଘା"ରୁ ଅଣାଯାଇଅଛି