"କୃତାର୍ଥ ଆଚାର୍ଯ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର ଯୋଡିବା
ଜୀବନୀ
୧୯ କ ଧାଡ଼ି:
}}
'''କୃତାର୍ଥ ଆଚାର୍ଯ୍ୟ''' (୨୦ ମାର୍ଚ୍ଚ ୧୯୦୦ - ୭ ମଇ ୧୯୭୯) ଜଣେ ସମାଜସେବୀ ଥିଲେ ।<ref name="Swain2006">{{cite book|author=Laksha P. Swain|title=Migration and Adjustment|url=http://books.google.com/books?id=U7nOhJszK3QC&pg=PA83|date=1 January 2006|publisher=Northern Book Centre|isbn=978-81-7211-211-0|pages=83–}}</ref>
ସେ ୧୯୫୪ ମସିହାରେ '[[ସମ୍ବଲପୁରୀ ବସ୍ତ୍ରାଳୟ']] ନାମରେ ଏକ ତନ୍ତୁବାୟ ସମବାୟ ସମିତି ଗଠନ କରିଥିଲେ ।<ref>{{cite web|url=http://sambalpuribastralaya.com/profile.php|title = profile|publisher=Sambalpuri Bastralaya|accessdate=18 August 2015}}</ref><ref name="utkalaprasanga">{{cite journal |last1=ମିଶ୍ର |first1=ତ୍ରିଲୋଚନ |title=କିର୍ତ୍ତୀମାନ କର୍ମଯୋଗୀ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ |issue=May 2018 |pages=38-39 |url=http://magazines.odisha.gov.in/utkalprasanga/2018/May/Mayoriya.htm |accessdate=16 September 2018}}</ref> ସମାଜସେବା ଓ ସମ୍ବଲପୁରୀ ବସ୍ତ୍ରର ଉନ୍ନତି ପାଇଁ ୧୯୬୫ ମସିହାରେ ଭାରତ ସରକାର ତାଙ୍କୁ [[ପଦ୍ମଶ୍ରୀ]] ପୁରସ୍କାରରେ ସମ୍ମାନିତ କରିଥିଲେ ।
 
== ଜୀବନୀ ==
== ପୁରସ୍କାର ==
ଆଚାର୍ଯ୍ୟ, ୧୯୦୦ ମସିହାରେ [[ବରଗଡ଼ ଜିଲ୍ଲା|ବରଗଡ଼ ଜିଲ୍ଲାର]] ଜବକାଟିକରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁ, ତାଙ୍କର ବାଲ୍ୟକାଳ ଅସୁବିଧାରେ କଟିଥିଲା । ସେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥିଲେ । ରୋଜଗାର ପାଇଁ, ସେ ଜଣେ ମୁସଲମାନ ବ୍ୟବସାୟୀଙ୍କ ପାଖରେ କାମ କରିବା ସହିତ ଶିକ୍ଷକତା ଆରମ୍ଭ କରିଥିଲେ । [[ମହାତ୍ମା ଗାନ୍ଧୀ|ମହାତ୍ମା ଗାନ୍ଧୀଙ୍କ]] "କାଟି ଖାଅ, କୁଟି ପିନ୍ଧ" କଥାକୁ ସେ ଅନୁସରଣ କରୁଥିଲେ । [[ବରଗଡ଼]]ର ଆମ୍ବପାଲିଠାରେ କିଛି ହରିଜନ ବୁଣାକାରଙ୍କ ଲୁଗାବୁଣାର ନୂତନ ବିଧି ଶିଖେଇଥିଲେ । ସମ୍ବଲପୁରୀ ବସ୍ତ୍ରାଳୟ ମାଧ୍ୟମରେ ସେ ବୁଣାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣି ପାରିଥିଲେ । "କୃଷକ ଟ୍ରେଡିଂ" କମ୍ପାନୀ ପ୍ରତିଷ୍ଠା କରି, କୃଷକମାନଙ୍କର ଉନ୍ନତି କରିଥିଲେ । ଗରିବ ଛାତ୍ରମାନଙ୍କର ଶିକ୍ଷା ପାଇଁ ସେ ବୃତ୍ତି ବ୍ୟବସ୍ଥା କରିଥିଲେ । ୧୯୪୫ରେ ବ୍ରିଟିଶ ସରକାର ତାଙ୍କୁ 'ରାୟ ବାହାଦୂର' ଉପାଧୀ ପ୍ରଓ ଦାନ କରିଥିଲେ । ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ଓ [[ସମ୍ବଲପୁର ବିଶ୍ୱବିଦ୍ୟାଳୟ]] ତରଫରୁ ଡି ଲିଟ ଉପାଧି ପ୍ରଦାନ କରାଯାଇଥିଲା ।
* [[ପଦ୍ମଶ୍ରୀ]], ୧୯୬୫<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=}}</ref>
 
୧୯୭୯ ମସିହାରେ କୃତାର୍ଥ ଆଚାର୍ଯ୍ୟଙ୍କର ତିରୋଧାନ ଘଟିଥିଲା ।
== ଆଧାର ==
 
{{ଆଧାର}}
== ସମ୍ମାନ ଓ ପୁରସ୍କାର ==
* ରାୟ ବାହାଦୂର - ୧୯୪୫(ବ୍ରିଟିଶ ସରକାର)
* ପଦ୍ମଶ୍ରୀ - ୧୯୬୫
* ଡି ଲିଟ - ସମ୍ବଲପୁର ବିଶ୍ୱବିଦ୍ୟାଳୟ<ref>{{cite news |title=ଆଜି ଶ୍ରଦ୍ଧବାର୍ଷିକୀ |url=http://sambadepaper.com/epaper/1/71/2020-05-07/1 |accessdate=7 May 2020 |issue=ସମ୍ବାଦ ୦୭/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ |archiveurl=http://web.archive.org/save/http://sambadepaper.com/epaper/1/71/2020-05-07/1 |archivedate=07.05.2020}}</ref>
 
{{ଓଡ଼ିଶାର ପଦ୍ମ ବିଜେତା}}
[[ଶ୍ରେଣୀ:୧୯୦୦ ଜନ୍ମ]]
[[ଶ୍ରେଣୀ:୧୯୭୯ ମୃତ୍ୟୁ]]