"ପାଇ ଦିବସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ର +ର ) |
Hpsatapathy (ଆଲୋଚନା | ଅବଦାନ) ଟିକେ →ଇତିହାସ |
||
୨୧ କ ଧାଡ଼ି:
== ଇତିହାସ ==
ସରକାରୀ ସୂତ୍ର ଅନୁସାରେ ମିଳୁଥିବା ତଥ୍ୟ ଅନୁଯାୟୀ ସର୍ବପ୍ରଥମ ଜଣାଶୁଣା ପାଇ ଉତ୍ସବ ୧୯୪୯ ମସିହାରେ ସାନ ଫ୍ରାନ୍ସିସ୍କୋସ୍ଥ ଏକ ଏକ୍ସୋରାଟୋରିୟମରେ( ବିଜ୍ଞାନ ମ୍ୟୁଜିୟମ) ଲ୍ୟାରି ଶଙ୍କ ଦ୍ଵାରା ଆୟୋଜିତ ହୋଇଥିଲା, ଯେଉଁଠାରେ କି ଶ ଜଣେ ପଦାର୍ଥ ବିଜ୍ଞାନୀ ଭାବରେ କାର୍ଯ୍ୟ କରିଥିଲେ ।
ମାର୍ଚ୍ଚ ୧୨, ୨୦୦୯ରେ, ଆମେରିକା ଲୋକସଭାରେ ଏକ ଅଣ-ବାଧ୍ୟତାମୂଳକ ସଂକଳ୍ପ (111 H. Res। 224) ପାରିତ ହେଲା ୟେଉଁଥିରେ କି ମାର୍ଚ୍ଚ ୧୪, ୨୦୦୯କୁ ଜାତୀୟ ପାଇ ଦିବସ ଭାବରେ ମାନ୍ୟତା ଦିଆଗଲା । ପାଇ ଦିବସ ୨୦୧୦ ପାଇଁ, ଗୁଗୁଲ ଏକ ଗୁଗୁଲ୍ ଡୁଡଲ୍ ଉପସ୍ଥାପନ କରିଥିଲା ଯେଉଁଥିରେ ଗୁଗୁଲ ସର୍କଲ ଏବଂ ପାଇ ପ୍ରତୀକଗୁଡ଼ିକର ଚିତ୍ର ଉପରେ ରଖିଥିଲା ।
== ପାଳନ ==
== ଆହୁରି ଦେଖନ୍ତୁ ==
|