"ଲିଓ ଟଲଷ୍ଟୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ଜୀବନୀ |
ଟିକେ Regular Character Changes |
||
୬ କ ଧାଡ଼ି:
ଟଲଷ୍ଟୟଙ୍କ ଜନ୍ମ ଋଷର ୟାସ୍ନାୟା ପୋଲ୍ୟାନ୍ୟା ନାମକ ସହରରେ, ଯାହାକି ମୋସ୍କୋଠାରୁ ୨୦୦ କି. ମି. ଦକ୍ଷିଣକୁ ଅବସ୍ଥିତ, ହୋଇଥିଲା । ପିତା କାଉଣ୍ଟ ନିକୋଲାଇ ଏବଂ ମାତା ମାରିୟା ଟଲଷ୍ଟୟଙ୍କର ସେ ଥିଲେ ଚତୁର୍ଥ ସନ୍ତାନ । ତାଙ୍କୁ ଯେତେବେଳେ ମାତ୍ର ଦୁଇ ବର୍ଷ ସେ ତାଙ୍କ ମାତାଙ୍କୁ ହରାଇଥିଲେ । ପୁଣି ତାଙ୍କୁ ନଅ ବର୍ଷ ବେଲକୁ ପିତାଙ୍କ ଦେହାନ୍ତ ହେଲା । ତେଣୁ ତାଙ୍କ ଲାଲନ ପାଲନ ଦାୟୀତ୍ଵ ନେଲେ ତାଙ୍କ ଜଣେ ସମ୍ପର୍କୀୟ କାକି ତତ୍ୟାନା । ତେବେ ଉଚ୍ଚ ବର୍ଗର ହୋଇଥିବାରୁ ତାଙ୍କ ଶିକ୍ଷାଦୀକ୍ଷା ନିମିତ୍ତ ସୁଦକ୍ଷ ବିଦ୍ଵାନ ନିଯୁକ୍ତ ହୋଇଥିଲେ । ବାଲ୍ୟାବସ୍ଥାରେ ହିଁ ତାଙ୍କୁ ପାଠ ସହ ଖେଳ କୁଦ, ଘୋଡାସବାରୀ, ଶିକାର, ନାଚଗାନା ଇତ୍ୟାଦି ବିଷୟରେ ଶିକ୍ଷା ଲାଭ କରିଥିଲେ । ୧୮୪୪ ମସିହାରେ ସେ କାଯାନ ବିଶ୍ଵବିଦ୍ୟାଳୟରେ ଆଇନ ଓ ପ୍ରାଚ୍ୟ ଭାଷା ଅଧ୍ୟୟନ କରିବା ଆରମ୍ଭ କଲେ । ତେବେ ପାଠ ପଢା ଅଧାରୁ ଛାଡି ସେ ନିଜ ଜନ୍ମ ସ୍ଥାନ ୟାସ୍ନାୟା ପୋଲ୍ୟାନ୍ୟା ଫେରି ଆସିଲେ ଏବଂ ସେଠାରେ ଏକ ବିଳାସ ତଥା ଆଳସ୍ୟପୂର୍ଣ ଜୀବନ ବିତାଇବାକୁ ଲାଗିଲେ । ଏହି ସମୟ ମଧ୍ୟରେ ସେ ନିଜର ପ୍ରଥମ ଉପନ୍ୟାସ ସହ ନିଜ ଯୁବାବସ୍ଥାର କିଛି କାଳ୍ପନିକ ଚିନ୍ତାଧାରାକୁ ନେଇ ରଚନା ମଧ୍ୟ ଲେଖିଥିଲେ ଯାହାକି ୧୮୫୨ ମସିହାରେ ପ୍ରକାଶିତ ହୋଇଥିଲା ।
ଭାଲୁଭାରଙ୍କ ଲିଖିତ ପ୍ରଖ୍ୟାତ ଉପନ୍ୟାସ '''ତିରୁକୁରାଲ'''(Tirukkural)
== ବିଚାର ଏବଂ ଦର୍ଶନ ==
|