"ଲିଓ ଟଲଷ୍ଟୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/ପରଖଘରରୁ ଲିଓ ଟଲଷ୍ଟୟକୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି ହେଲା
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Leo Tolstoy}}
 
'''ଲିଓ ଟଲଷ୍ଟୟ''' (୯ ସେପ୍ଟେମ୍ବର ୧୮୨୮-୨୦ ନଭେମ୍ବର ୧୯୧୦) ଉନ୍ନବିଂଶ ଶତାବ୍ଦୀର ସର୍ବାଧିକ ସମ୍ମାନିତ ଲେଖକ ମାନଙ୍କ ମଧ୍ୟରେ ଅନ୍ୟତମ ।<ref name="encyclopediabritannicca">{{cite web |title=Leo Tolstoy {{!}} Russian writer |url=https://www.britannica.com/biography/Leo-Tolstoy |website=Encyclopedia Britannica |accessdate=6 January 2020 |language=en}}</ref> ଋଷର ଏକ ସଂପନ୍ନ ପରିବାରରେ ତାଙ୍କ ଜନ୍ମ । ଋଷରେ ସେ ସୈନ୍ୟବାହିନୀରେ ଯୋଗ ଦେଇ ସେ କ୍ରିମିୟା ଯୁଦ୍ଧରେ(୧୮୫୫) ଭାଗ ନେଇଥିଲେ, ତେବେ ତତ ପରବର୍ଷ ସେ ସେନାବାହିନୀ ତ୍ୟାଗକରି ଫେରିଆସିଲେ । ସେନାବାହିନୀରେ ଯୋଗ ଦେବା ପୂର୍ବରୁ ହିଁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଋଚି ବୃଦ୍ଧି ପାଇଥିଲା । ତାଙ୍କ ରଚନା ମଧ୍ୟରେ '''ଯୁଦ୍ଧ ଏବଂ ଶାନ୍ତି''' (୧୮୬୫-୬୯) ତଥା '''ଆନ୍ନା କରେନୀନା''' (୧୮୭୫-୧୮୭୭) ସାହିତ୍ୟ ଜଗତରେ କ୍ଳାସିକାଲ ରଚନା ଭାବେ ସ୍ଵୀକୃତ ହୋଇସାରିଛି ।