"ଆମେରିଗୋ ଭେସପୁଚି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
୧ କ ଧାଡ଼ି:
'''ଆମେରିଗୋ ଭେସପୁସିଭେସପୁଚି''' (ମାର୍ଚ୍ଚ ୯, ୧୪୫୪-ଫେବୃଆରୀ ୨୨, ୧୫୧୨) ହେଉଛନ୍ତି ଜଣେ ଇଟାଲିୟାନ ପରିବ୍ରାଜକ, ନାବିକ ତଥା ସୌଦାଗର । ତାଙ୍କର ପର୍ତ୍ତୁଗାଲ ଜଳଯାତ୍ରାରୁ (୧୫୦୧-୧୫୦୨) ଏହା ସ୍ପଷ୍ଟ ହେଲା ଯେ ବ୍ରାଜିଲ ଏବଂ ୱେଷ୍ଟ ଇଣ୍ଡୀଜ ଏହି ଦୁଇଟି ସ୍ଵତନ୍ତ୍ର ଦେଶ, ଏ ଦୁଇ ଦେଶ ଏସିଆ ମହାଦେଶର ଅନ୍ତିମ ପୂର୍ବ ପ୍ରାନ୍ତ ଦେଶରେ ଅନ୍ତର୍ଗତ ନୁହଁନ୍ତି; ଯାହାକି କଲମ୍ବସଙ୍କର ଜଳଯାତ୍ରା ପରେ ଅନୁମାନ କରାଯାଉଥିଲା । ତାଙ୍କରି ଜଳଯାତ୍ରରେ ଆବିଷ୍କୃତ ଦେଶଟି ଯାହାକି ନୂତନ ଜଗତ ନାମରେ ବର୍ଣ୍ଣିତ, ତାହ ପରବର୍ତ୍ତୀ ସମୟରେ ତାଙ୍କରି ନାମାନୁସାରେ ଆମେରିକା ନାମରେ ଖ୍ୟାତ ହେଲା ।
 
== ପରିଚୟ ==
ଆମେରିଗୋ ଭେସପୁଚିଙ୍କ ଜନ୍ମ ଫ୍ଳୋରେନ୍ସ ସହରରେ ହୋଇଥିଲା । ସେ ଥିଲେ ପିତା ସେର ନାଷ୍ଟାଜିଓ ଏବଂ ମାତା ଲିସାବେଟା ମିନିଙ୍କର ତୃତୀୟ ସନ୍ତାନ । କକା ଜର୍ଜିଆ ଆଣ୍ଟୋନିଓ ଭେସପୁସିଙ୍କ ଦ୍ଵାରା ସେ ଶିକ୍ଷା ଲାଭ କଲାପରେ ସେ '''ଫ୍ଳୋରେଣ୍ଟାଇନ ହାଉସ ଅଫ ମେଡିସି''' ନାମକ କମ୍ପାନୀରେ ଜଣେ କିରାଣୀ ଭାବେ ଯୋଗ ଦେଲେ । ଏହି ସମୟରେ ତାଙ୍କର ଭୂଗୋଳ ତଥା ଜ୍ୟୋତିଷ ସମ୍ପର୍କରେ ପଢିବା ପାଇଁ ଆଗ୍ରହ ବଢିଲା । ଫଳରେ ସେ ରେଖାଚିତ୍ର ତଥା ଜ୍ୟୋତିଷ ଶାସ୍ତ୍ରରେ ପ୍ରଭୂତ ଜ୍ଞାନ ଆହରଣ କରିପାରିଥିଲେ ଏବଂ ଜଣେ କୁଶଳୀ ମାନଚିତ୍ରକାର ମଧ୍ୟ ହୋଇପାରିଲେ । ସେ ସମୟରେ ଅର୍ଥାତ ୧୪୯୨ ମସିହାରେ ତାଙ୍କୁ ମେଡିସି କମ୍ପାନୀ ନିଜ ପ୍ରତିନିଧୀ ଭାବେ ଏହାର ଏକ ଶାଖା କାର୍ଯ୍ୟାଳୟର ଏକ ମହତ୍ତ୍ଵପୂର୍ଣ୍ନ ଅନୁସନ୍ଧାନ କାର୍ଯ୍ୟରେ ତାଙ୍କୁ ବାର୍ସୀଲୋନା ପଠାଇଥିଲେ । ବିଶପ १४९३ଜୁଆନ ई.ରୋଡ୍ରୀଗ୍ୟୁଜଙ୍କ मेंବିଶ୍ଵାସଘାତକତା इनकाଯୋଗୁଁ संबंधକାଷ୍ଟାଇଲର जानतोରାଜା वेरार्डीଖ୍ରୀଷ୍ଟୋଫର (Giannettoକଲମ୍ବସଙ୍କ Berardiସହ ଏକଚାଟିଆ କାରବାର ବନ୍ଦ କରିଦେଇ ନୂତନ ନାବିକ ମାନଙ୍କୁ ୱେଷ୍ତ ଇଣ୍ଡୀଜ ଜଲଯାତ୍ରା ନିମିତ୍ତ ନୂତନ ନାବିକ ମାନଙ୍କୁ ଅଧିକାର ଦେବା ଆରମ୍ଭ କଲେ । ଏହି ସମୟରେ (1495–96), केଭେସପୁଚି सेविलଜିଆନେତୋ स्थितବେରାର୍ଡୀଙ୍କ व्यापारगृहସେବିଲସ୍ଥିତ सेବ୍ୟାପାର होସମ୍ଭାଳିବା गया।ଦାୟୀତ୍ଵରେ वेरार्डीଥିଲେ स्पेन केବେରାର୍ଡୀ राजाସ୍ପେନର केରାଜାଙ୍କ अधीनଅଧୀନରେ था।ଥିଲେ सेविल स्थितଏହି व्यापारगृहସମୟରେ ऐटलान्टिकବେରାର୍ଡୀଙ୍କ महासागरମୃତ୍ୟୁ केହେବାରୁ आरपारଭେସପୁଚି अभियानବେରାର୍ଡୀଙ୍କ करनेवालेଚୁକ୍ତିନାମା पोतोंମୁତାବକ केକାଷ୍ଟିଲିୟାନ निर्मणରାଜାଙ୍କୁ का୧୨ଗୋଟି ठेकाସମୁଦ୍ର लेताପୋତ था।ନିର୍ମାଣ जानोतोପୂର୍ବକ कीଯୋଗାଇଦେବା मृत्युପାଇଁ केଆବଶ୍ୟକୀୟ पश्चात्ବ୍ୟବସ୍ଥା उसकेଗ୍ରହଣ कामକଲେ को वेस्पूचिସମୁଦ୍ର नेପୋତ सँभालाଯୋଗାଇଦେବା औरପରେ इसସେ प्रकारଜଳଯାତ୍ରାର संभवत:ଯାତ୍ରୀମାନଙ୍କ कोलम्वसନିମିତ୍ତ कीଖାଦ୍ୟ दूसरी समुद्रीଯୋଗାଇବା यात्राଦାୟିତ୍ଵ केସମ୍ଭାଳିଲେ लिए पोतनिर्माणସମ୍ଭବତଃ मेंଏହିଭଳି सेस्पूचिଭାବେ नेସେ हाथକଲମ୍ବସଙ୍କ बटाया।ଦ୍ଵିତୀୟ ସମୁଦ୍ର ଯାତ୍ରା ନିମିତ୍ତ ସମୁଦ୍ର ପୋତ ନିର୍ମାଣରେ ସହଯୋଗ କରିଥିଲେ ।
 
ଭେସପୁଚି ଅନ୍ତତଃ ତିନିଥର ପଶ୍ଚିମ ଦିଗକୁ ସମୁଦ୍ର ଯାତ୍ରା କରିଥିଲେ । ଭେସପୁଚିଙ୍କ ପ୍ରଥମ ସମୁଦ୍ର ଯାତ୍ରା ବିଷୟରେ ବିଶେଷ ପ୍ରାମାଣିକ ତଥ୍ୟ ହାସଲ ହୋଇନାହିଁ । କେତେକ ଐତିହାସିକଙ୍କ ମତରେ ସେ ପ୍ରଥମ ସମୁଦର ଯାତ୍ରା ୧୪୯୯ ମସିହାରେ କରିଥିଲେ । ତେବେ ଏହା ତାଙ୍କର ଦ୍ଵିତୀୟ ସମୁଦ୍ର ଯାତ୍ରା ବୋଲି ମଧ୍ୟ ଅନେକ ଐତିହାସିକ ଦାବୀ କରିଥାନ୍ତି । ତେବେ ୧୪ ମେ ୧୫୦୧ ରେ ସେ କରିଥିବା ତୃତୀୟ ସମୁଦ୍ର ଯାତ୍ରା ଏକ ସଫଳ ଯାତ୍ରା ଥିଲା । ଭେସପୁଚିଙ୍କର ଏହି ସମୁଦ୍ର ଯାତ୍ରାରେ ସେ ଦକ୍ଷିଣ ଆମେରିକାର ଉପକୂଳ ଦେଇ ପାଟାଗୋନିଆ ଯାତ୍ରା କଲେ । ଯାତ୍ରା ମଧ୍ୟରେ ସେ ରିଓ ଡୀ ଜେରିରୋ ନଦୀର ସାକ୍ଷାତ ହେଲା । ଏହି ଯାତ୍ରା ସମୟରେ ସେ ଭାବିଲେ ଯେ ସେ ଏସିଆ ମହାଦେଶ ବ୍ୟତୀତ ଅନ୍ୟ ଏକ ମହାଦେଶରେ ସେ ପହଞ୍ଚିଛନ୍ତି ।
वेस्पूचि, की समुद्रयात्राएँ १४९७-१५०५ ई. की अवधि में हुईं। मई, १४९९ ई. तथा जून, १५०० ई. के बीच स्पेन के अभियान में विस्पूचि ने नाविक की हेसियत से भाग लिया। इस यात्रा में एमाज़ान का मुहाना, ओरिनीको का मुहाना आदि का पता लगा। वेस्पूचि ने समझा कि वे सुदूर पूर्व एशिया प्रायद्वीप का चक्कर लगा रहे हैं तथा इसके आगे एशिया के समुद्र मिलेंगे। १३ मई, १५०१ ई. को सिलोन (श्रीलंका) तथा हिंदमहासागर में पहुँचने के विचार से पुर्तगाल सरकार के तत्वावधान में इनका दूसरा अभियान हुआ। इसमें ये ब्राजील तट से होकर पैटागोनिय तट के आगे सान सूलिना (San Sulina) की खाड़ी के आसपास तक गए।
 
ଭୌଗୋଳିକ ଅନ୍ଵେଷଣ ସମ୍ବନ୍ଧରେ ଭେସପୁଚିଙ୍କ ଏହି ଯାତ୍ରାର ମହତ୍ତ୍ୱ ଆନେକ । ଏହି ଯାତ୍ରା ପରେ ସେ ତଥା ଅନ୍ୟ ବିଦ୍ଵାନଙ୍କୁ ଏହା ବିଶ୍ଵାସ ହୋଇଗଲା ଯେ ସେ ଯାତ୍ରା କରିଥିବା ଅଂଶ ଏସିଆ ମହାଦେସର ନୁହେଁ, ବରଂ ଏହା ଏକ ନୂଆ ଦୁନିଆର ଅଂଶ ବିଶେଷ ।<ref name="livescience">{{cite web |last1=Contributor 2017-09-21T00:30:00Z |first1=Jessie Szalay-Live Science |title=Amerigo Vespucci: Facts, Biography & Naming of America |url=https://www.livescience.com/42510-amerigo-vespucci.html |website=livescience.com |accessdate=5 January 2020 |language=en}}</ref>
 
भौगोलिक अन्वेषणों के इतिहास में इस यात्रा का बड़ा महत्व है। इसके बाद वेस्पूचि तथा अन्य विद्वानों को इस बात का विश्वास हो गया कि उपर्युक्त भाग एशिया के नहीं वरन् नई दुनिया के हिस्से थे। १५०८ ई. में वेस्पूचि स्पेन के प्रमुख नाविक नियुक्त हुए। साथ ही साथ नए खोजे गए देशों एवं उन तक पहुँचने के रास्तों के नक्शे बनाने एवं विभिन्न पोत कप्तानों द्वारा प्रेषित आँकड़ों की तुलना एवं व्याख्या करने का काम भी इन्होंने सँभाला। यह कार्य ये अपने मृत्यु काल तक करते रहे।
 
== ଆଧାର ==