"ଆମେରିଗୋ ଭେସପୁଚି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ ତଥ୍ୟ ଯୋଡିବା |
Hpsatapathy (ଆଲୋଚନା | ଅବଦାନ) ଟିକେNo edit summary |
||
୧ କ ଧାଡ଼ି:
ଆମେରିଗୋ ଭେସପୁସି (ମାର୍ଚ୍ଚ ୯, ୧୪୫୪-ଫେବୃଆରୀ ୨୨, ୧୫୧୨) ହେଉଛନ୍ତି ଜଣେ ଇଟାଲିୟାନ ପରିବ୍ରାଜକ, ନାବିକ ତଥା ସୌଦାଗର । ତାଙ୍କର ପର୍ତ୍ତୁଗାଲ ଜଳଯାତ୍ରାରୁ (୧୫୦୧-୧୫୦୨) ଏହା ସ୍ପଷ୍ଟ ହେଲା ଯେ ବ୍ରାଜିଲ ଏବଂ ୱେଷ୍ଟ ଇଣ୍ଡୀଜ ଏହି ଦୁଇଟି ସ୍ଵତନ୍ତ୍ର ଦେଶ, ଏ ଦୁଇ ଦେଶ ଏସିଆ ମହାଦେଶର ଅନ୍ତିମ ପୂର୍ବ ପ୍ରାନ୍ତ ଦେଶରେ ଅନ୍ତର୍ଗତ ନୁହଁନ୍ତି; ଯାହାକି କଲମ୍ବସଙ୍କର ଜଳଯାତ୍ରା ପରେ ଅନୁମାନ କରାଯାଉଥିଲା । ତାଙ୍କରି ଜଳଯାତ୍ରରେ ଆବିଷ୍କୃତ ଦେଶଟି ଯାହାକି ନୂତନ ଜଗତ ନାମରେ ବର୍ଣ୍ଣିତ, ତାହ ପରବର୍ତ୍ତୀ ସମୟରେ ତାଙ୍କରି ନାମାନୁସାରେ ଆମେରିକା ନାମରେ ଖ୍ୟାତ ହେଲା ।
|