"ଔଷଧୀୟ ବୃକ୍ଷଲତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ଇତିହାସ |
Hpsatapathy (ଆଲୋଚନା | ଅବଦାନ) ଟିକେNo edit summary |
||
୧ କ ଧାଡ଼ି:
{{ଛୋଟ|Medicinal plants}}
ଔଷଧୀୟ ବୃକ୍ଷଲତା ବା ଔଷଧୀୟ ଗୁଳ୍ମ ପ୍ରାଗୈତିହାସିକ କାଲରୁ ଆବିଷ୍କୃତ ହେବା ସହ ପାରମ୍ପାରିକ ଚିକିତ୍ସା ପଦ୍ଧତିରେ ଉପଯୋଗ ହୋଇଆସୁଅଛି । ବୃକ୍ଷଲତା ସାଧାରଣତଃ ସେମାନଙ୍କର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରୀୟାରେ ଅନେକ ଯୌଗିକ ପଦାର୍ଥ ସୃଷ୍ଟି କରିବା ସହ କବକ, ରୋଗ, ପୋକ ତଥା ସ୍ତନପ୍ୟାୟୀ ପ୍ରାଣୀଙ୍କ ଠାରୁ ନିଜର ଆତ୍ମରକ୍ଷା ନିମିତ୍ତ ମଧ୍ୟ ଅନେକ ରାସାୟନିକ ଯୌଗିକ ସଂଶ୍ଳେଷଣ କରିଥାନ୍ତି । ପ୍ରତି ବୃକ୍ଷଲତାରେ ବ୍ୟାପକ ରୂପରେ ବିବିଧ ପ୍ରକାରର ଫାଇଟୋକେମିକାଲସ ରହିଥିବା ଯୋଗୁଁ ସଂପୂର୍ଣ୍ନ ବୃକ୍ଷ ବା ଗୁଳ୍ମଟିର ପ୍ରତ୍ୟେକ ଅଂଶ ଔଷଧୀୟ ଗୁଣର ଅଧିକାରୀ ନେ ହେଲେ ମଧ୍ୟ ପ୍ରତ୍ୟେକଟି ବୃକ୍ଷଲତା କିଛି ନା କିଛି ଔଷଧୀୟ ଗୁଣର ଅଧୀକାରୀ ହୋଇଥାନ୍ତି ।
Line ୪ ⟶ ୫:
== ଇତିହାସ ==
ବୃକ୍ଷଲତାରୁ ପ୍ରସ୍ତୁତ ଅନେକ ମସଲା ଯାହା ଆଜିକାଲି ଆମେ ସାଧାରଣଭାବେ ବ୍ୟବହାର କରୁ ତନ୍ମଧ୍ୟରୁ ଅନେକ ପ୍ରାଗୈତିହାସିକ ଯୁଗରୁ ବ୍ୟବହାର ହୋଇଆସୁଅଛି । ଗ୍ରୀଷ୍ମପ୍ରଧାନ ଦେଶମାନଙ୍କରେ ସାଧାରଣତଃ ପ୍ରସ୍ତୁତ ଖାଦ୍ୟ, ବିଶେଷତଃ ମାଛ ବା ମାଂସ, ଶିଘ୍ର ଖରାପ ବା ନଷ୍ଟ ହୋଇଯାଏ । ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ କିଛି ମସଲା ଏଭଳି କ୍ଷେତ୍ରରେ ଖାଦ୍ୟକୁ ଶୀଘ୍ର ନଷ୍ଟ ହେବାକୁ ଦିଅନ୍ତି ନାହିଁ । ଜୀବଜଗତର ପ୍ରାଣି ଓ ଉଦ୍ଭିଦ ପରସ୍ପର ଉପରେ ଏମିତି ନିର୍ଭରଶୀଳ ଯେ ଏମିତି ବି କିଛି ପଶୁ ପକ୍ଷି ବା କୀଟ ପତଙ୍ଗ ଅଛନ୍ତି, ଯେଉଁ ମାନେ କୌଣସି କ୍ଷତ ବା ରୋଗରୁ ଆରୋଗ୍ୟ ଲାଭ କରିବା ନିମିତ୍ତ ନିର୍ଦ୍ଦିଷ୍ଟ ଔଷଧୀୟ ଗୁଳ୍ମର ପତ୍ର, ପୁଷ୍ପ, ଫଳ କିମ୍ବା ଚେର ଗ୍ରହଣ କରିଥାନ୍ତି ।
== ଆହୁରି ଦେଖନ୍ତୁ ==
* [[ଔଷଧୀୟ ଗଛଲତାମାନଙ୍କର ତାଲିକା]]
== ଆଧାର ==
{{Reflist}}
|