"କୋୟୋଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟା ଦିଆଗଲା
ଅଧିକ ତ‌ଥ୍ୟା ଦିଆଗଲା
୩୯ କ ଧାଡ଼ି:
 
'''କୋୟୋଟ''' ଏକ କେନାଇନ ବା କୁକୁର ([[:en:canis|canine]]) ଜାତୀୟ ପ୍ରାଣୀ ଯିଏ ଉତ୍ତର ଆମେରିକାରେ ([[:en:North America|North America]]) ବାସ କରନ୍ତି । ସମ୍ପର୍କୀୟ ଗ୍ରେ ଉଲ୍ଫ ବା ଗଧିଆଠାରୁ ଏହା ଛୋଟ ଓ ପ୍ରାଚ୍ୟ ଉଲ୍ଡ ([[:en:eastern wolf|eastern wolf]]) ବା ଗଧିଆ ଓ ଲାଲ ଉଲ୍ଫଠାରୁ ([[:en:red wolf|red wolf]]) ଅଳ୍ପ ଛୋଟ । ଏହାର ଅଧିକ ହିଂସ୍ର, ଏହାକୁ ପ୍ରାଣୀବିଜ୍ଞାନୀମାନେ ଆମେରିକାନ ଜାକାଲ କ‌ହନ୍ତି । ଏହାର କିଛି ଐତିହାସିକ ନାମ ମଧ୍ୟରରୁ ପ୍ରେୟାରି ଉଲ୍ଫ ଓ ବ୍ରସ ଉଲ୍ଫ ଉଲ୍ଲଖନୀୟ ।
 
ଉତ୍ତର [[ଆମେରିକା]] ଓ [[ମେକ୍ସିକୋ]] ଓ ମଧ୍ୟ ଆମେରିକାରେ ଏମାନେ ବ‌ହୁ ସଂଖ୍ୟାରେ ଥିବାରୁ ଏହି ପ୍ରାଣୀ ସ୍ୱଳ୍ପ ଚିନ୍ତାଜନ‌କ ([[:en:Least Concern|least concern|]]) ଅବସ୍ଥାରେ ଅଛନ୍ତି, ଏ କଥା ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର ([[:en:International Union for Conservation of Nature|International Union for Conservation of Nature]]) ସଂସ୍ଥା ପ୍ରକାଶ କରିଛି । ଏହି ପ୍ରାଣୀଙ୍କର ମାନବ ସୃଷ୍ଟି କରୁଥିବା ପରିବେଶ ସ‌ହିତ ଖାପ ଖୁଆଇ ପାରିବାର ପ୍ରତିଭା ଅଛି । ନିଜର କ୍ଷେତ୍ର କୋୟୋଟ ବିସ୍ତାର କରିବାକୁ ଲାଗିଛି ଓ ପାନାମା କେନାଲ ([[:en:Panama Canal|Panama Canal]]) ପାରି ହୋଇ ପୂର୍ବ ଆମେରିକାରେ ସ‌ହର ଦିଗକୁ ମୁହାଁଉଥିବା ସନ ୨୦୧୩ରେ ଜଣାପଡ଼ିଲା ।
 
 
== ଆଧାର ==
"https://or.wikipedia.org/wiki/କୋୟୋଟ"ରୁ ଅଣାଯାଇଅଛି