"ପଶୁ ପାଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୫ କ ଧାଡ଼ି:
 
ପଶୁ ପାଳନର ଲମ୍ବା ଇତିହାସ ଅଛି । ନିଓଲିଥିକ ଆନ୍ଦୋଳନ ସମୟରେ ପ୍ରାୟ ଖ୍ରୀ:ପୂ: ୧୩,୦୦୦ରୁ ପ୍ରଥମେ ପଶୁମାନଙ୍କର ଗୃହ ପାଳନ ([[:en:Domestication|domesticated]]) ଆରମ୍ଭ ହୋଇଥିଲା ଓ ଏହା ଶସ୍ୟ କାଟିବା ପ୍ରଥା ପୂର୍ବରୁ ହୋଇଥିଲା । ପ୍ରଥମ ସଭ୍ୟତା ଆରମ୍ଭ ସମୟରୁ ଯେପରିକି ପୂର୍ବତନ [[ମିଶର]]ରେ, ଗୋରୁ, [[ମେଣ୍ଢା]] ଓ ଘୁଷୁରୀ ପ୍ରଭୃତି ପଶୁମାନଙ୍କୁ ଫାର୍ମରେ ପାଳନ କରାଯାଉଥିଲା ।
 
ପୁରାତନ ପୃଥିବୀରୁ ପଶୁମାନଙ୍କୁ ନୁଆ ପୃଥିବୀକୁ ଆଣିବା ପରେ କଲମ୍ବିଆନ ଏକ୍ସଚେଞ୍ଜରେ ([[:en:Columbian Exchange|Columbian Exchange]]) ମୁଖ୍ୟ ପରିବର୍ତ୍ତନ ଆସିଗଲା, ଓ ତା' ପରେ ଅଷ୍ଟାଦଶ ଶତାବ୍ଦୀରେ ବ୍ରିଟିଶ ଏଗ୍ରିକଲଚର ଆନ୍ଦୋଳନ ହେବା ପରେ ଇଂଲିସ୍ ଲଙ୍ଗ‌ହର୍ଣ୍ଣ ([[:en:English Longhorn|Dishley Longhorn]]) ଗୋରୁ ଓ ଲିଙ୍କନ ([[:en:Lincoln (sheep)|Lincoln Longwool]]) ମେଣ୍ଢାମାନଙ୍କୁ ଚାଷୀମାନେ ପ୍ରଜନନ କରେଇ ବ‌ହୁତ ଅଧିକ ମାଂସ, ଦୁଧ ଓ ପଶମ ବା ଉଲ୍ ([[:en:wool|wool]]) ପାଇଲେ ।
 
== ଆଧାର ==
"https://or.wikipedia.org/wiki/ପଶୁ_ପାଳନ"ରୁ ଅଣାଯାଇଅଛି