"ନୂଆ ଯୁଗ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୮ କ ଧାଡ଼ି:
<!--Core Beliefs-->
ଅତ୍ୟଧିକ ଉଦାରପନ୍ଥି ଥିବା ସତ୍ୱେ ଏହି ନୂଆ ଯୁଗ ଭିତରେ ଅନେକ ବିଶ୍ୱାସ ରହିଥିବା ଚିହ୍ନଟ ହେଲା । ନୂଆ ଯୁଗରେ ଧର୍ମ ଶାସ୍ତ୍ର ଅନୁସାରେ ଏକ ସମ୍ପୁର୍ଣ୍ଣ ଦିବ୍ୟତା ସାରା ପୃଥିବୀରେ ରହିଥିବା ବିଶ୍ୱାସ କରାଯାଏ ଓ ଏହା ମଧ୍ୟରେ ମାନବ ସତ୍ତା ମଧ୍ୟ ଅଛି । ତେଣୁ ସ୍ୱୟଂ ଉପରେ ଏକ ସଶକ୍ତ ମହତ୍ୱ ଦାବୀ କରାଯାଏ । ଏହା ସହିତ ବିଭିନ୍ନ ଅର୍ଦ୍ଧ ସ୍ୱର୍ଗୀୟ ଅଣ-ମାନବ ସତ୍ତା ରହିଥିବା ବିଶ୍ୱାସ ରହିଛି ଯେପରିକି ପରୀ ଓ ପୂରାତନ ଜ୍ଞାନର ଶିକ୍ଷକ ଯାହା ସହିତ କୌଣସି ମାଧ୍ୟମ ସାହାଯ୍ୟରେ ମାନବ ମତ ବିନିମୟ କରିପାରେ । ମାନବ ଇତିହାସ ଅଧ୍ୟୟନ କଲେ ଦେଖାଯାଏ ଅନେକ ପୃଥକ ଓ ସ୍ୱତନ୍ତ୍ର ଯୁଗ ଅଛି । ଏକ ସମୟରେ ମାନବ ଏକ ବିରାଟ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଉନ୍ନତିର ସୋପାନ ଚଢ଼ିବା ସଙ୍ଗେ ସଙ୍ଗେ ଆଧ୍ୟତ୍ମିକ ଜ୍ଞାନ ଲାଭ କରିବା ପରେ ଏକ ପତନ ଦିଗରେ ଗତି କରୁଛି ।
==ସଂଜ୍ଞା==
ଏହି ନୂଆ ଯୁଗ ଦୃଶ୍ୟ ସଂଜ୍ଞାକରଣ କରିବା କଷ୍ଟକର କେତେକ ବିଦ୍ୱାନଙ୍କର ଏହାର କାର୍ଯ୍ୟକ୍ଷେତ୍ର ଉପରେ ମତଭେଦ ରହିବାକୁ ଦିଆଯାଉ । {{sfn|Granholm|2013|p=59}} ସ୍ଟିଭେନ ଜେ ସଟକ୍ଲିଫ ଓ ଇଙ୍ଗଭାଲିଡ ସଲିଡ ଗିଲହସ ପ୍ରସ୍ତାବ ଦେଇଛନ୍ତି ମାନବ ଧର୍ମ ଅନୁଶୀଳନ ଉପରେ ଏହା ଏକ ସର୍ବାଧିକ ବିବାଦଗ୍ରସ୍ତ ଶ୍ରେଣୀ । {{sfn|Sutcliffe|Gilhus|2013|p=1}}
ଧର୍ମର ଐତିହାସିକ ଓଲଭ ହାମେର ଏହାକୁ ଅନେକ ପ୍ରକାରର ସମ୍ପୁର୍ଣ୍ଣ ବିଭିନ୍ନ ଧରଣର ଲୋକପ୍ରିୟ ଅଭ୍ୟାସ ଓ ବିଶ୍ୱାସ ଯାହା ସନ ୧୯୭୦ର ଶେଷ ଭାଗରୁ ଓ ଏଗୁଡ଼ିକ ଐତିହାସିକ ବନ୍ଧନ ଜରିଆରେ ଚାଲିଆସିଛି । {{sfn|Hammer|2006|p=855}} ହ୍ୟାମେରଙ୍କ ମତର ନୂଆ ଯୁଗ ଏକ ତରଳ ଓ ଅସ୍ପଷ୍ଟ ସଂସ୍କୃତି । {{sfn|Hammer|2001|p=14}} ସମାନଶାସ୍ତ୍ରୀ ମାଇକେଲ ୟୋର୍କଙ୍କ ବର୍ଣ୍ଣନା ଅନୁଦାରେ ନୂଆ ଯୁଗ ଏକ ଛତା ଯାହା ତଳେ ବିଭିନ୍ନ ରକମର ଦଳ ଓ ଚିହ୍ନର ଲୋଲ ସଂଯୁକ୍ତ ହୋଇ ଏକ ମୂଖ୍ୟ ଜାଗତିକ ପରିବର୍ତ୍ତନ ଆଶା କରୁଛନ୍ତି ଯାହା ମାନବ କ୍ଷମତା ଉପରେ ନିର୍ଭର କରେ । {{sfn|York|1995|pp=1–2}}
== ଆଧାର ==
|