"ଜଳବାୟୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୧ କ ଧାଡ଼ି:
ପାଲିଓକ୍ରଲାମାଟୋଲୋଜିରେ ([[:en:Paleoclimatology|Paleoclimatology]]) ପୁରାତନ କାଳର ଜଳବାୟୁ ବିଷୟର ଅନୁଶୀଳନ ହୁଏ । ଊନବିଂଶ ଶତାବ୍ଦୀ ପୁର୍ବରୁ ବ‌ହୁତ ସ୍ୱଳ୍ପ ସଳଖ ପର୍ଯ୍ୟବେକ୍ଷଣ ମିଳୁଥିଲା, ଅଳ୍ପ ଜଳବାୟୁର ହେଉଥିବାରୁ ପ୍ରୋକ୍ସି ଭାରିଏବଲରେ ନନ-ବାୟୋଟିକ ପ୍ରମାଣ ଯେପରିକି ହ୍ରଦ ଶ‌ଯ୍ୟା, ଓ ବରଫ କୋରରେ ([[:en:ice core|ice core]]s) ମିଳୁଥିବା ସେଡିମେଣ୍ଟର ପ୍ରୋକ୍ସି ଭାରିଏବଲରୁ ([[:en:Proxy (climate)|proxy variables]]) ପାଲିଓକ୍ଲାଇମେଟ ଅନୁମାନ କରାଯାଉଥିଲା ଓ ଡେଣ୍ଡ୍ରୋକ୍ରୋନୋଲୋଜି ବା ବୃକ୍ଷ ମୁଦ୍ରିକା ([[:en:Dendrochronology|tree rings]]) ତ‌ଥା କୋରାଲରୁ ବାୟୋଟିକ ପ୍ରମାଣ ମିଳୁଥିଲା । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଜଳବାୟୁର ଗାଣିତିକ ମଡେଲକୁ ([[:en:Climate model|Climate model]]s) କୁହାଯାଏ । ଅନେକ ଗୁଡ଼ିଏ କାରକ ଯୋଗୁ ଜଳବାୟୁ ପରିବର୍ତ୍ତନ ହୋଇପାରେ । ଜାଗତିକ ଉଷ୍ମତା ଫଳରେ ପୁନର୍ବଣ୍ଟନ ହୁଏ । ଉଦାହରଣ ସ୍ୱରୂପ ହାରାହାରି ଉତ୍ତାପରେ ୩{{formatnum:}}°ସେ ପରିବର୍ତ୍ତନ ହେଲେ ୩୦୦-୪୦୦ କି:ମି: ଦ୍ରାଘିମା ବା ୫୦୦ମାଇଲ ଉଚ୍ଚତାକୁ ଆଇସୋଥର୍ମ ସିଫ୍ଟ ହୁଏ । ତେଣୁ ପ୍ରାଣୀମାନେ ଏଲିଭେସନ ଯୋଗୁ ଉପରକୁ ଓ ଦ୍ରାଘିମା ଯୋଗୁ ମେରୁ ଦିଗକୁ ଗତି କରନ୍ତି । <ref>{{Cite book|title=Biological consequences of globalwarming: is the signal already|last=Hughes|first=Lesley|publisher=|year=2000|isbn=|location=|pages=56|quote=|via=}}</ref><ref name="TIEE-20000201">{{cite journal |last=Hughes |first=Leslie |title=Biological consequences of global warming: is the signal already apparent? |url=http://www.cell.com/trends/ecology-evolution/abstract/S0169-5347(99)01764-4 |date=1 February 2000 |journal=[[Trends in Ecology and Evolution]] |volume=15 |issue=2 |pages=56–61 |doi=10.1016/S0169-5347(99)01764-4 |accessdate=November 17, 2016 }}</ref>
== ସଂଜ୍ଞା ==
ଜଳବାୟୁ ଓ ପାଣିପାଗ ମଧ୍ୟରେ ଫରକ‌କୁ ଏକ ଜନପ୍ରିୟ ଶବ୍ଦାବଳୀରେ ପ୍ରକାଶ କରାଯାଏ: "ତୁମେ ଯାହା ଆଶା କର ତାହା ଜଳବାୟୁ, ତୁମେ ଯାହା ପାଅ ତାହା ପାଣିପାଗ ।" ଐତିହାସିକ ସମୟରୁ ଦ୍ରାଘିମା, ଉଚ୍ଚତା, ଜଳ-ସ୍ଥଳର ଅନୁପାତ ଓ ସମୁଦ୍ର-ପର୍ବତ ଭଳି ଅନେକ ଗୁଡ଼ିଏ ସ୍ଥିର ଭାରିଏବଲ ଅଛି । ପ୍ଲେଟ ଟେକ୍ଟିନିକସ ଯୋଗୁ ଏମାନଙ୍କର ନିୟୁତ ନିୟୁତ ବର୍ଷ ଧରି ପରିବର୍ତ୍ତନ ହୋଇଆସୁଛି । ଅନ୍ୟାନ୍ୟ ନିର୍ଦ୍ଧାରକମାନଙ୍କ ମଧ୍ୟରେ ସମୁଦ୍ରର ଥର୍ମୋହାଲାଇନ ସଞ୍ଚାଳନ ଯୋଗୁ ଅନ୍ୟାନ୍ୟ ସମୁଦ୍ର ବେସିନ ଅପେକ୍ଷା ଆଟଲାଣ୍ଟି ସମୁଦ୍ରରେ ୫&nbsp;°ସେ (୯&nbsp;°ଫା) ଉଷ୍ମତା ବୃଦ୍ଧି ହେଉଛି ।
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ଜଳବାୟୁ"ରୁ ଅଣାଯାଇଅଛି