"ପବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଅଧିକ ତ‌ଥ୍ୟ ଦିଆଗଲା
୪ କ ଧାଡ଼ି:
 
ମେଟେରିଓଲୋଜି ([[:en:meteorology|meteorology]]) ବିଜ୍ଞାନରେ ପବନ‌କୁ ତାର ବଳ, ପ୍ରବାହର ଦିଗ ଅନୁସାରେ ସୂଚନା ଦିଆଯାଏ । ଇଂରାଜୀରେ ଉଚ୍ଚବେଗ ଓ ସ୍ୱଳ୍ପ ସମୟର ପବନ‌କୁ ଗସ୍ଟ, ବଳଶାଳୀ ଓ ପ୍ରାୟ ଏକ ମିନିଟର ପବନ‌କୁ ସ୍କ୍ୱାଲ ([[:en:squall]]) କୁହାଯାଏ । ଅଧିକ ସମୟବ୍ୟାପୀ ଓ ସାଧାରଣ ବଳଥିବା ପବନ‌କୁ ବ୍ରିଜ ([[:en:wikt:breeze|breeze]]), ଗେଲ ([[:en:gale|gale]]) ଓ ଅଧିକ ବଳଶାଳୀ ପବନ‌କୁ ସ୍ଟର୍ମ ([[:en:Storm#Classification|storm]]) ଓ ହରିକେନ ([[:en:hurricane|hurricane]]) ନାମ ଦିଆଯାଏ । ବଡ଼ ପରିମାଣର ବାୟୁମଣ୍ଡଳର ସଞ୍ଚାଳନର ଦୁଇଟି କାରଣ ଥାଏ ଯଥା:- ମେରୁ ଓ ଭୁମଧ୍ୟ ଅଞ୍ଚଳର ତାପ ଅନ୍ତର ଓ ଗ୍ରହର ଘୁର୍ଣ୍ଣନ ଯାହାକୁ କୋରିଓଲିସ ପ୍ରଭାବ ([[:en:Coriolis effect|Coriolis effect]]) କୁହାଯାଏ । ଭୂମଧ୍ୟ ଅଞ୍ଚଳରେ ଉଚ୍ଚ ଶୃଙ୍ଗ ଓ ଭୂଭାଗ ମଧ୍ୟରେ ତାପ ସଞ୍ଚାଳନ ଯୋଗୁ ମୌସୁମୀ ବାୟୁ ପ୍ରବାହିତ ହୁଏ । ସାଗର କୂଳରେ ସ୍ଥଳ ଓ ଜଳ ଭାଗର ତାପ ପାର୍ଥକ୍ୟ ଯୋଗୁ ସ୍ଥାନୀୟ ପବନ ବୁହେ; ସେହିଭଳି ଅସମାନ ପାହାଡ଼ିଆ ଅଞ୍ଚଳରେ ସ୍ଥାନୀୟ ପବନ ବୁହେ । ଭୂପୃଷ୍ଠର ବାୟୁ ଘର୍ଷଣ ଯୋଗୁ ପବନ ନିମ୍ନ-ଚାପ ସ୍ଥାନ‌କୁ ସଞ୍ଚାଳିତ ହୁଏ । <ref>{{cite web|author = JetStream|title = Origin of Wind|publisher = [[National Weather Service]] Southern Region Headquarters|year= 2008|accessdate=2009-02-16 |url = http://www.srh.noaa.gov/jetstream//synoptic/wind.htm}}</ref><ref>{{cite journal|last=Makarieva|first=Anastassia|author2=V. G. Gorshkov, D. Sheil, A. D. Nobre, B.-L. Li|title=Where do winds come from? A new theory on how water vapor condensation influences atmospheric pressure and dynamics|journal=Atmospheric Chemistry and Physics|date=February 2013 |volume=13|issue=2|pages=1039–1056|doi=10.5194/acp-13-1039-2013|url=http://www.atmos-chem-phys.net/13/1039/2013/acp-13-1039-2013.html|accessdate=2013-02-01|bibcode = 2013ACP....13.1039M|arxiv=1004.0355}}</ref>
{{^|
In human civilization, the concept of wind has been explored in [[mythology]], influenced the events of history, expanded the range of transport and warfare, and provided a [[wind power|power source]] for mechanical work, electricity and recreation. Wind powers the voyages of [[sailing ship]]s across Earth's oceans. [[Hot air balloon]]s use the wind to take short trips, and powered flight uses it to increase lift and reduce fuel consumption. Areas of [[wind shear]] caused by various weather phenomena can lead to dangerous situations for aircraft. When winds become strong, trees and human-made structures are damaged or destroyed.
 
ମାନବ ସଭ୍ୟତାରେ ପୁରଣମାନଙ୍କରେ ([[:en:mythology|mythology]]) ପବନର ବିଷୟରେ ସବିଶେଷ ଅନ୍ୱେଷଣ କରାଯାଇଥିଲା; ଏହା ଇତିହାସର ଘଟଣାବଳୀକୁ ପ୍ରଭାବିତ କରିଥିଲା, ପରିବ‌ହନ ଓ ଯୁଦ୍ଧକୁ ପ୍ରସାରିତ କରିଥିଲା ଓ ଯାନ୍ତ୍ରିକ କାମ, ବିଦ୍ୟୁତ ଶକ୍ତି ଓ ଆମୋଦ ପ୍ରମୋଦକୁ ଶକ୍ତି ଯୋଗେଇବାରେ ସାହାଯ୍ୟ କରୁଥିଲା । ଧରିତ୍ରୀର ସମୁଦ୍ରରେ ପାଲଟଣା ଜାହଜ ଚଲେଇବାରେ ପବନ ଶକ୍ତିକୁ ବ୍ୟବ‌ହୃତ କରାଯାଉଥିଲା । ଅଳ୍ପ ଦୂର ଯିବା ଆସିବା ନିମନ୍ତେ ଗରମ ପବନ ବେଲୁନରେ ([[:en:Hot air balloon|Hot air balloon]]) ପବନ ପ୍ରୟୋଗ କରାଯାଏ, ଉଡ଼ାଜାହଜ ଉପରକୁ ଉଠିବା ନମନ୍ତେ ଏହାକୁ ବ୍ୟବ‌ହାର କରି ଶକ୍ତି ସଞ୍ଚୟ କରେ । ଶକ୍ତ ପବନ ପ୍ରବାହ ହେଲେ ମାନବ ତିଆରି ଘରଦ୍ୱାର ଓ ବୃକ୍ଷ ଇତ୍ୟାଦି ଭାଙ୍ଗିଯାଏ ।
{{^|
Winds can shape landforms, via a variety of [[aeolian processes]] such as the formation of fertile soils, such as [[loess]], and by [[erosion]]. Dust from large deserts can be moved great distances from its source region by the [[prevailing winds]]; winds that are accelerated by rough topography and associated with dust outbreaks have been assigned regional names in various parts of the world because of their significant effects on those regions. Wind also affects the spread of [[wildfire]]s. Winds can disperse seeds from various plants, enabling the survival and dispersal of those plant species, as well as flying insect populations. When combined with cold temperatures, wind has a negative impact on livestock. Wind affects animals' food stores, as well as their hunting and defensive strategies.
}}
"https://or.wikipedia.org/wiki/ପବନ"ରୁ ଅଣାଯାଇଅଛି