"ଏମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୩୪ କ ଧାଡ଼ି:
[[File:Dromaius novaehollandiae Lue0043 03.wav|thumb|call of a female emu at the [[ZOOM Erlebniswelt Gelsenkirchen]] in [[Germany]] ]]
'''ଏମୁ''' (''Dromaius novaehollandiae'') ଏକ ପ୍ରକାର ପକ୍ଷୀ ଯିଏ ଉଚ୍ଚତା ଅନୁସାରେ ଦ୍ୱିତୀୟ ଜୀବନ୍ତ ପକ୍ଷୀ; ପ୍ରଥମ ସ୍ଥାନରେ ଏହାର ରାଟାଇଟ ([[:en:ratite|ratite]] ) ସମ୍ପର୍କୀୟ ଅଷ୍ଟ୍ରିଚ ଅଛି । ଏହା [[ଅଷ୍ଟ୍ରେଲିଆ]]ର ସ୍ଥାନୀୟ ([[:en:Endemism|endemic]]) ସବୁଠାରୁ ବଡ଼ ପକ୍ଷୀ ଓ ଜେନସ ଡ୍ରୋମାଇଅସର ([[:en:Dromaius|Dromaius]]) ଏକ୍ସଟାଣ୍ଟ ଟାକ୍ସନ ([[:en:Extant taxon|extant]]) ସଭ୍ୟ । ଅଷ୍ଟ୍ରେଲିଆରେ ୧୭୮୮ର ୟୁରୋପିଆନ ସେଟଲମେଣ୍ଟ ପରେ ଟାସମାନିଆନ ଏମୁ ([[:en:Tasmanian emu|Tasmanian]]), କଙ୍ଗାରୁ ଆଇଲ୍ୟାଣ୍ଡ (ଦ୍ୱୀପ) ଏମୁ ([[:en:Kangaroo Island emu|Kangaroo Island]]) ଓ କିଙ୍ଗ ଆଇଲ୍ୟାଣ୍ଡ ଏମୁ ([[:en:King Island emu|King Island]]) ପ୍ରଜାତିର ଏମୁ ନିଶ୍ଚିହ୍ନ ହେବା ପରେ ଅଧିକାଂଶ ସ୍ଥଳଭାଗରେ କେବଳ ଏମୁ ବିସ୍ତାର କରି ରହିଲେ । ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର ([[:en:International Union for Conservation of Nature|International Union for Conservation of Nature]]) ସଂସ୍ଥା ତରଫରୁ ଏମୁକୁ 'ଲିସ୍ଟ-କନସର୍ନ ସ୍ପେସି' ([[:en:least-concern species|least-concern species]] ) ରେଟ ମିଳିଛି ।
{{^|
Emus are soft-feathered, brown, [[flightless bird]]s with long necks and legs, and can reach up to {{convert|1.9|m|ft}} in height. Emus can travel great distances, and when necessary can sprint at {{convert|50|km/h|mph|abbr=on}}; they forage for a variety of plants and insects, but have been known to go for weeks without eating. They drink infrequently, but take in copious amounts of water when the opportunity arises.
 
ଏମୁର ପର ନରମ, ରଙ୍ଗ ମାଟିଆ, ବେକ ଓ ଗୋଡ଼ ଲମ୍ବା, ଉଚ୍ଚତା ପ୍ରାୟ ୧.୯ ମିଟର/୬.୨ ଫୁଟ, କିନ୍ତୁ ଏହା ଉଡ଼ିପାରେନି । ଏହା ବ‌ହୁତ ଦୂର ପର୍ଯ୍ୟନ୍ତ ଚାଲିପାରେ ଏପରିକି ଆବଶ୍ୟକ ସ୍ଥଳେ ଘଣ୍ଟାରେ ୫୦ କି:ମି: ବା ୩୧ ମାଇଲ ଚାଲିପାରେ । ଏମାନେ ଅନେକ ରକମର ଛୋଟ ଗଛ ଓ କୀଟ, ପୋକମାନଙ୍କୁ ଖାଆନ୍ତି, କିନ୍ତୁ ସପ୍ତାହ ସପ୍ତାହ ବ୍ୟାପି ଉପାସରେ ମଧ୍ୟ ରହିପାରନ୍ତି । ସେମାନେ ଜଳ ପାନ ବାରମ୍ବାର କରନ୍ତିନି କିନ୍ତୁ ଯେତେବେଳେ ସୁବିଧା ମିଳେ, ପ୍ରଚୁର ପରିମାଣ ପିଅନ୍ତି ।
{{^|
Breeding takes place in May and June, and fighting among females for a mate is common. Females can mate several times and lay several clutches of eggs in one season. The male does the incubation; during this process he hardly eats or drinks and loses a significant amount of weight. The eggs hatch after around eight weeks, and the young are nurtured by their fathers. They reach full size after around six months, but can remain as a family unit until the next breeding season. The emu is an important [[National symbols of Australia|cultural icon of Australia]], appearing on the [[coat of arms of Australia|coat of arms]] and various coins. The bird features prominently in [[Indigenous Australian]] mythology.
}}
"https://or.wikipedia.org/wiki/ଏମୁ"ରୁ ଅଣାଯାଇଅଛି