"ପିତ୍ତକୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୫ କ ଧାଡ଼ି:
| Image = Gallbladder (organ).png
| Caption =
| Width =
| Image2 = 2425 Gallbladder.jpg
| Caption2 = The gallbladder sits beneath the liver.
Line ୨୨ ⟶ ୨୧:
== ଗଠନ ==
ପିତ୍ତକୋଷ ଏକ ପାଉଁସିଆ-ନୀଳ ଫମ୍ପା ଅଙ୍ଗ ଯାହା ଯକୃତର ଏକ ଛୋଟ ଗାତରେ ରହିଥାଏ ।{{sfn|Gray's Anatomy|2008|p=1187-81}} ପୁର୍ଣ୍ଣ ବୟସ୍କ ଲୋକର ପିତ୍ତକୋଷ ଲମ୍ବ ୭-୧୦ ସେମି ଓ ଫୁଲିଗଲେ ପ୍ରସ୍ଥ ୪ ସେମି ହୁଏ ।<ref name="meilstrup">{{cite book |author=Jon W. Meilstrup |title=Imaging Atlas of the Normal Gallbladder and Its Variants |publisher=CRC Press |location=Boca Raton |year=1994 |page=4 |isbn=978-0-8493-4788-7 |oclc= |doi= |accessdate=}}</ref> ଏଥିରେ ୫୦ ମି:ଲି: ପଦାର୍ଥା ଧରେ ।{{sfn|Gray's Anatomy|2008|p=1187-81}}
 
ଏହା ଏକ ନାସପାତି ଭଳି ଦେଖିବାକୁ ଯାହାର ଅଗ୍ରଭାଗ ସିସ୍ଟିକ ଡକ୍ଟ [[:en:cystic duct|cystic duct]]) ଭିତରକୁ ଖୋଲିଯାଏ ।<ref name="Nagral2005">{{cite journal|last1=Nagral|first1=Sanjay|title=Anatomy relevant to cholecystectomy|journal=Journal of Minimal Access Surgery|date=2005|volume=1|issue=2|pages=53–8|doi=10.4103/0972-9941.16527|pmid=21206646|pmc=3004105}}</ref> ଏହାର ତିନୋଟି ଭାଗ ଥାଏ ଯଥା ଫଣ୍ଡସ, ବଡି ବା ଦେହ ଓ ନେକ ବା ବେକ । ଫଣ୍ଡସର ଏହ ଗୋଲାକାର ସ୍ଥାନ ଥାଏ ଯାହା ଉଦର କାନ୍ଥ ଦିଗକୁ ମୁହଁ କରିଥାଏ । ଯକୃତର ତଳ ପୃଷ୍ଠର ଗୋଟିଏ ଛୋଟ ଗାତରେ ବଡି ଥାଏ । ନେକ ବା ଦେହଟି କ୍ରମଶଃ ସରୁ ହୋଇ ବିଲିଆରି ଟ୍ରିର ସିସ୍ଟିକ ଡକ୍ଟ ସ‌ହିତ ମିଶିଯାଇଥାଏ । କମନ ହେପାଟିକ ଡକ୍ଟ ସ‌ହିତ ସିସ୍ଟିକ ଡକ୍ଟ ସଂଯୁକ୍ତ ହୋଇ କମନ ହେପାଟିକ ଡକ୍ଟ ନାମରେ ପରିଚିତ ହୁଏ ।
 
ସିସ୍ଟିକ ଡକ୍ଟ ଓ କମନ ହେପାଟିକ ଡକ୍ଟ ମଧ୍ୟରେ ଥିବା ସିସ୍ଟିକ ନୋଡକୁ ଲସିକା ବୋହିଯାଏ । ଏହାର ନିମ୍ନ ଭାଗର ଲସିକା ହେପାଟିକ ଲିମ୍ଫ ନୋଡକୁ ଯାଏ । ଅବଶେଷରେ ସମସ୍ତ ଲସିକା ସିଲିଆକ ଲିମ୍ଫ ନୋଡକୁ ([[celiac lymph nodes|celiac lymph nodes]]) ଡ୍ରେନ ହୁଏ ।
 
== ଆଧାର ==
"https://or.wikipedia.org/wiki/ପିତ୍ତକୋଷ"ରୁ ଅଣାଯାଇଅଛି