"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ସଜାଣି
୪୫ କ ଧାଡ଼ି:
ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ <ref>{{cite journal |last1=ଦେବୀ |first1=ବସନ୍ତ ଲତା |editor1-last=କର |editor1-first=ବାଳକୃଷ୍ନ |title=ମାତୃସ୍ନେହ (ଗଳ୍ପ) |journal=ସହକାର ଓଡ଼ିଆ ପତ୍ରିକା |date=1947 |volume=25 |issue=6 |pages=୨୮୦,୩୨୬ |url=https://drive.google.com/uc?export=download&id=0BzDmhDl-2YsYTFF6UVgwLUlxTWc |accessdate=20 January 2019 |publisher=ସମବାୟ ସେବକ ସମିତି |location=କଟକ |language=Odia}}</ref>। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।
 
ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଜେତେବେଳେଯେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।
 
'''ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ''':-