"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୧୮ କ ଧାଡ଼ି:
 
== ବିବାହ ଓ ପରିବାର ==
ପାର୍ବତୀ ଘୋଷ ବିବାହ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ବର୍ଗତସ୍ୱର୍ଗତ [[ଗୌର ଘୋଷ]]<nowiki/>ଙ୍କୁ। ପାର୍ବତୀ ଘୋଷ ପ୍ରାୟ ଏକାଧିକ ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଗୌର ଘୋଷଙ୍କୁ ବିବାହ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ସେ ଚପଳା ନାୟକ ଭାବେ ପରିଚିତ ଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ରାତ୍ରୀ। ରାତ୍ରୀ ମଧ୍ୟ ଜଣେ ଅଭିନେତ୍ରୀ। ପାର୍ବତୀ ଘୋଷ ହେଉଛନ୍ତି ଆଠ ଭାଇ ଓ ଭଉଣୀ। ତାଙ୍କର ବଡ଼ ଭାଇ ଶାରଦା ପ୍ରସନ୍ନ ନାୟକ ହେଉଛନ୍ତି ନିର୍ଦ୍ଦେଶକ ତଥା ଗୀତିକାର ଏବଂ ସାନ ଭାଇ ସ୍ବରୂପସ୍ୱରୂପ ନାୟକ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର।<ref>ଦ ସନ୍‌ ଡେ ଇଣ୍ଡିଆନ୍</ref>
 
==ଚଳଚ୍ଚିତ୍ର ଜୀବନ<ref>ଦ ସନ୍‌ଡେ ଇଣ୍ଡିଆନ୍</ref>==
ପାର୍ବତୀ ଘୋଷ ୫ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''</nowiki>ଶ୍ରୀ [[ଜଗନ୍ନାଥ|ଜଗନ୍ନାଥ<nowiki>''</nowiki>]] ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଛି। <nowiki>''ଆମରି ଗାଁ ଝିଅ'' (୧୯୫୬)ରେ ପ୍ରଥମ କରି ନାୟିକା ଭାବେ ଗୌର ଘୋଷଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ। ଏହି ସିନେମାଟିର କାହାଣୀ ବାଲ୍ୟ ବିବାହ ଉପରେ ଆଧାରିତ ଥିଲା। ''ଭାଇଭାଇ'' (୧୯୫୬), ''ମା'' (୧୯୫୯),"କା'' (୧୯୬୬), ''ସ୍ତ୍ରୀ'' (୧୯୬୮), ''ଅମର ପ୍ରେମ'' (୧୯୭୭) ଏବଂ ''ସଂସାର'' (୧୯୭୩) ଆଦି ଫିଲ୍ମରେ ନାୟିକା ଭୂମିକାରେ ସେ ଅଭିନୟ କରିଛନ୍ତି। ବିବାହ ପରେ ପାର୍ବତୀ ଘୋଷଙ୍କ ପ୍ରଥମ ସିନେମା ଥିଲା ''ଲକ୍ଷ୍ମୀ'' (୧୯୬୩) । ''ଲକ୍ଷ୍ମୀ'', ''କା'' ଏବଂ ''ସ୍ତ୍ରୀ'' ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ''ସଂସାର'' ସିନେମାରେ ସେ ନିଜ ସ୍ବାମୀଙ୍କସ୍ୱାମୀଙ୍କ ସହ ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ କାମ କରିଥିଲେ। ୧୯୮୩ ଓ ୧୯୮୪ ମସିହାରେ ''ପ୍ରଶ୍ନ'' ଏବଂ ''ସୋପାନ''</nowiki> ନାମକ ଦୁଇଟି ହିନ୍ଦୀ ଟେଲିଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ [[ଫକୀର ମୋହନ ସେନାପତି|ଫକୀରମୋହନ ସେନାପତି]]<nowiki/>ଙ୍କ ଉପନ୍ୟାସକୁ ଆଧାର କରି ନିର୍ମିତ ହୋଇଥିବା <nowiki>''ଛ ମାଣ ଆଠ ଗୁଣ୍ଠ'' ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର। ତାଙ୍କର ଅବଦାନ କେବଳ ସିନେମା ଦୁନିଆରେ ସୀମିତ ନ ଥିିଲା। ଆଲବମ୍ କ୍ଷେତ୍ରରେ ପାର୍ବତୀଙ୍କ ଭୂମିକା ବେଶ୍ ପ୍ରଶଂସନୀୟ। ''ନାହିଁ ତ ହୃଦୟଟିଏ''</nowiki> ଆଲବମରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।୧୯୭୩ରୁ ୧୯୮୫ ମସିହାରେ କୌଣସି ଫିଲ୍ମରେ ସେ ନଜର ଆସି ନାହାନ୍ତି। ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଭାବେ "ସାଲବେଗ" (୧୯୯୯) ହେଉଛି ତାଙ୍କ ଅଭିନୀତ ଶେଷ ସିନେମା।
 
== ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ଅବଦାନ ==
୫୫ କ ଧାଡ଼ି:
*୧୯୮୬ - ଛ ମାଣ ଆଠ ଗୁଣ୍ଠ (ପ୍ରଚ୍ଛଦପଟ ଗାୟିକା)
 
== ସମ୍ମାନ ଓ ସ୍ବୀକୃତିସ୍ୱୀକୃତି==
ଚଳଚ୍ଚିତ୍ର କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି ।<ref>http://www.womanodisha.com/parbati-ghosh/</ref>
*ଲାୟନସ୍ ଆଓ୍ବାର୍ଡ (୧୯୭୦)