"ବାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୮ କ ଧାଡ଼ି:
[[File:Longdan tiger.png|thumb|right|upright|ଏକ ବିଲୁପ୍ତ ବାଘ ପ୍ରଜାତି "ପାନ୍ଥେରା ଡାନ୍‍ସ୍କି"ର ପରିକଳ୍ପିତ ଚିତ୍ର । ଏହାର ଜୀବାଶ୍ମ ଉତ୍ତର-ପଶ୍ଚିମ ଚୀନରୁ ମିଳିଥିଲା ଓ ସେଠାରୁ ବାଘ ପ୍ରଜାତିର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ ।]]
 
ପାନ୍ଥେରା ବଂଶର ସିଂହ, କଲରାପତରିଆ ବାଘ ଓ ଜାଗୁଆର୍ ବାଘମାନଙ୍କ ନିକଟତମ ସମ୍ପର୍କୀୟ । ଜିନ୍‍ଗତ ବିଶ୍ଳେଷଣରୁ ଜଣାଯାଏ ଯେ ପାଖାପାଖି ୨୮.୮ ଲକ୍ଷ ବର୍ଷ ପୂର୍ବେ ବାଘ ଓ ହିମ କଲରାପତ୍ରିଆ ବାଘବାଘଙ୍କ ବିବର୍ତ୍ତନ ଧାରା ପାନ୍ଥେରା ପ୍ରଜାତିର ଅନ୍ୟ ଜୀବଙ୍କ ବିବର୍ତ୍ତନ ଧାରାଠାରୁ ବଦଳି ଗଲା । ତେଣୁ ସିଂହ, କଲରାପତରିଆ ବାଘ ଓ ଜାଗୁଆର୍ ପ୍ରାୟ ଏକା ବିବର୍ତ୍ତନ ଧାରାରେ ଯାଇଥିବା ବେଳେ ବାଘ ଓ ହିମ କଲରାପତ୍ରିଆ ବାଘ ପରସ୍ପରର ନିକଟତର ।<ref name=Johnson2006>{{cite journal |last=Johnson |first=W. E. |author2=Eizirik, E. |author3=Pecon-Slattery, J. |author4=Murphy, W. J. |author5=Antunes, A. |author6=Teeling, E. |author7=O'Brien, S. J. |year=2006 |title=The Late Miocene radiation of modern Felidae: A genetic assessment|journal=[[Science (journal)|Science]] |volume=311 |issue=5757 |pages= 73–77 |doi= 10.1126/science.1122277 |pmid= 16400146|bibcode=2006Sci...311...73J }}</ref><ref>{{cite journal |last=Davis |first=B. W. |title=Supermatrix and species tree methods resolve phylogenetic relationships within the big cats, ''Panthera'' (Carnivora: Felidae) |author2=Li G. |author3=Murphy W. J. |journal=Molecular Phylogenetics and Evolution |year=2010 |issue=1 |pages=64–76|pmid=20138224 |doi=10.1016/j.ympev.2010.01.036 |volume=56}}</ref>
ଫାଇଲୋଗ୍ରାଫିକ୍ ଗବେଷଣାରୁ ଜଣାପଡ଼ିଛି ଯେ ୭୨୦୦୦-୧୦୮୦୦୦ ବର୍ଷ ପୂର୍ବେ ବର୍ତ୍ତମାନ ଦେଖାଯାଉଥିବା ସମସ୍ତ ବାଘ ଉପପ୍ରଜାତିର ପୂର୍ବପୁରୁଷ ବୋଲାଉଥିବା ବାଘ ପ୍ରଜାତିର ସୃଷ୍ଟି ହୋଇଥିଲା ।<ref name=Luo04/>
 
"https://or.wikipedia.org/wiki/ବାଘ"ରୁ ଅଣାଯାଇଅଛି