"କମଳା ନେହେରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
୧୪ କ ଧାଡ଼ି:
କମଳା ନେହୁରୁ ({{audio|Kamla Nehru.ogg|pronunciation}}; ୧ ଅଗଷ୍ଟ ୧୮୯୯ – ୨୮ ଫେବୃଆରୀ ୧୯୩୬)ଜଣେ ସ୍ଵାଧୀନତା ସଂଗ୍ରାମୀ, [[ଜବାହରଲାଲ ନେହେରୁ]]ଙ୍କ ସ୍ତ୍ରୀ ଏବଂ [[ଇନ୍ଦିରା ଗାନ୍ଧୀ]]ଙ୍କ ମା ଥିଲେ। ସେ ଜଣେ ଦେଶ ହିତାଭିଳାଷୀ ଥିଲେ ।
== ବାଲ୍ୟ ଜୀବନ ==
ପୁରୁଣା ଦିଲ୍ଲୀର ଏକ ମଧ୍ୟବିତ୍ତ କାଶ୍ମୀରି ପଣ୍ଡିତ ପରିବାରରେ ପିତା ଅତୁଳ କାଉଲ ଓ ମାତା ରାଜେଶ୍ଵରୀଙ୍କ କନ୍ୟା ଭାବେ କମଳା ନେହେରୁଙ୍କ ଜନ୍ମ ୧ ଅଗଷ୍ଟ ୧୮୯୯ ମସିହାରେ । କମଳା ହେଉଛନ୍ତି ପରିବାରର ଜ୍ୟେଷ୍ଠ ସନ୍ତାନ । ଚାନ୍ଦ ବାହାଦୁର କାଉଲ ଏବଂ କୈଳାଶ ନାଥ କାଉଲ ନାମରେ ତାଙ୍କର ଦୁଇ ଭାଇ । ଅନ୍ୟ ଏକ ଭଉଣୀ ହେଲେ ସ୍ଵରୂପ କଟଯୁ । କମଳା ଜଣେ ପଣ୍ଡିତ ଏବଂ ଏକ ମୌଲବୀ ଗୃହ ଗୃହ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ଶିକ୍ଷା ଲାଭ କରିଥିଲେ ।
 
==ଆଧାର==
{{ଆଧାର}}