"୧ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ୍ ତିଆରି
ଟିକେ Regular Character Changes
୧ କ ଧାଡ଼ି:
{{prettyurl|1 (number)}}
{{Odia alphabet navbox|uc=୧}}
ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ([[୨ (ସଂଖ୍ୟା)|୨]])ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧) ଦ୍ୱାରା [[ଗୁଣନ]] କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।<ref name="coolmath">{{cite web|title=The Multiplicative Identity Property|url=http://www.coolmath.com/prealgebra/06-properties/08-properties-multiplicative-identity-01|accessdate=8 June 2018}}</ref>
== ଗାଣିତିକ ଧର୍ମ ==
* ୧ ହେଉଛି ସେହି ସ୍ଵତଂତ୍ର ସଂଖ୍ୟା ଯାହା [[ମୌଳିକ ସଂଖ୍ୟା]] ନୁହଁ କି [[ଯୌଗିକ ସଂଖ୍ୟା]] ନୁହଁ ।
* ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶି ରରାଶିର ମୂଲ୍ୟ ସର୍ବଦା ୧ ହୁଏ ।
* ୦ ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
* ୧ ହେଉଛି ପ୍ରଥମ ଅଯୁଗ୍ମ ସଂଖ୍ୟା ତଥା [[ଗଣନ ସଂଖ୍ୟା]] ଶ୍ରେଣୀର ପ୍ରଥମ ସଂଖ୍ୟା ।
"https://or.wikipedia.org/wiki/୧_(ସଂଖ୍ୟା)"ରୁ ଅଣାଯାଇଅଛି