"ଅଷ୍ଟଭୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠାଟିକୁ ଖାଲି କରିଦେଲେ
ଟ୍ୟାଗ: Blanking
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Octagon}}
[[File:01-Octagon.svg|thumb|ଅଷ୍ଟଭୁଜ]]
[[ଜ୍ୟାମିତି]] ଅନୁସାରେ '''ଅଷ୍ଟଭୁଜ''' ହେଉଛି, ଆଠ 'ବାହୁ' ଓ ଆଠ 'କୋଣ' ଥିବା ବନ୍ଦ ଜ୍ୟାମିତିକ କ୍ଷେତ୍ର ଯାହାକି ଏକ [[ବହୁଭୂଜ]] । ଏହାର ଆଠ ବାହୁ ତଥା ଆଠ କୋଣ ପରସ୍ପର ସମାନ ହେଲେ ଏହାକୁ ସମ-ଅଷ୍ଟଭୁଜକହନ୍ତି । ଯେ କୌଣସି ଅଷ୍ଟଭୁଜର ଆଠ କୋଣର ସମଷ୍ଟି: <math>\angle A+\angle B+\angle C+\angle D+\angle D+\angle E+\angle F=720^{\circ}.</math><ref name="mathcaptain">{{cite web|title=Regular Hexagon|url=http://www.mathcaptain.com/geometry/regular-hexagon.html|accessdate=17 June 2018}}</ref>
 
== ଜ୍ୟାମିତିକ ଧର୍ମ ==
* ସମ ଷଡ଼ଭୂଜର ସମସ୍ତ ଶିର୍ଷବିନ୍ଦୁ ସମବୃତ୍ତୀୟ ହୁଅନ୍ତି ଅର୍ଥାତ୍‌ ଏହାର ସମସ୍ତ ଶିର୍ଷବିନ୍ଦୁ ଏହାର ବହିଃ ବୃତ୍ତର ପରିଧି ଉପରିସ୍ଥ ହେବେ ।
* ସମ ଷଡ଼ଭୂଜର ବହିର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ 'R' ହେଲେ, ଏହାର ବାହୁର ଦୂରତା ମଧ୍ୟ R ସହ ସମାନ ହେବ ।
* ସମ ଷଡ଼ଭୂଜର ଅନ୍ତର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ 'R' ହେଲେ, ଏହାର ବାହୁର ଦୂରତା = <math>\tfrac{2}{\sqrt{3}}</math> × R ସହ ସମାନ ହେବ ।
== ଅଙ୍କନ ==
[[File:Regular Hexagon Inscribed in a Circle.gif|thumb| ବୃତ୍ତ ମଧ୍ୟରେ ସମ ଷଡ଼ଭୂଜର ଅନ୍ତର୍ଲିଖନ]]
=== ସମ ଷଡ଼ଭୂଜ ଅଙ୍କନ ===
* ଯେ କୌଣସି ମାପର ବ୍ୟାସାର୍ଦ୍ଧ ନେଇ (ଯାହାକି ସମ-ଷଡ଼ଭୂଜର ବାହୁର ପରିମାପ )ଏକ ସରଳରେଖା ଉପରେ ବୃତ୍ତଟିଏ ଆଙ୍କ ।
* ବର୍ତ୍ତମାନ ବ୍ୟାସଟି ବୃତ୍ତକୁ ଛେଦ କରୁଥିବା ଗୋଟିଏ ବିନ୍ଦୁରୁ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ବ୍ୟାସାର୍ଦ୍ଧ ପରିମିତ ଏକ ଚାପ ଆଙ୍କ । ଏହି ଚାପ ବୃତ୍ତର ପରିଧିକୁ ଦୁଇଟି ବିନ୍ଦୁରେ ଛେଦ କରିବେ ।
* ଠିକ ସେହିପରି ବ୍ୟାସଟି ବୃତ୍ତକୁ ଛେଦ କରୁଥିବା ଅନ୍ୟ ବିନ୍ଦୁରୁ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ବ୍ୟାସାର୍ଦ୍ଧ ପରିମିତ ଆଉ ଏକ ଚାପ ଆଙ୍କ । ଏହି ଚାପ ବୃତ୍ତର ପରିଧିକୁ ଅନ୍ୟ ଦୁଇଟି ବିନ୍ଦୁରେ ଛେଦ କରିବେ ।
* ଏହି ଦୁଇଟି ଚାପଦ୍ୱାରା ଛେଦିତ ଦୁଇ ବିନ୍ଦୁ ଏବଂ ବୃତ୍ତକୁ ବ୍ୟାସ ଛେଦ କରୁଥିବା ଅନ୍ୟ ଦୁଇ ବିନ୍ଦୁ ଗୁଡିକୁ (ମୋଟ ଛଅଟି ବିନ୍ଦୁ) କ୍ରମାନ୍ୱୟରେ ଯୋଗକଲେ ଏକ ସମ ଷଡ଼ଭୂଜର ଅଙ୍କନ ହୋଇପାରିବ ।
 
==ଆଧାର==
{{ଆଧାର}}
 
==ବାହାର ଲିଙ୍କ==
 
{{ବହୁଭୂଜ}}
 
[[ଶ୍ରେଣୀ:ବହୁଭୂଜ]]
[[ଶ୍ରେଣୀ:ଜ୍ୟାମିତି]]
"https://or.wikipedia.org/wiki/ଅଷ୍ଟଭୁଜ"ରୁ ଅଣାଯାଇଅଛି