"୧ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଲିଙ୍କ୍ ତିଆରି
ଟିକେ (ଲିଙ୍କ୍ ତିଆରି)
{{prettyurl|1 (number)}}
{{Odia alphabet navbox|uc=୧}}
ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ([[୨ (ସଂଖ୍ୟା)|୨]])ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧) ଦ୍ୱାରା [[ଗୁଣନ]] କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।<ref name="coolmath">{{cite web|title=The Multiplicative Identity Property|url=http://www.coolmath.com/prealgebra/06-properties/08-properties-multiplicative-identity-01|accessdate=8 June 2018}}</ref>
== ଗାଣିତିକ ଧର୍ମ ==
* ୧ ହେଉଛି ସେହି ସ୍ଵତଂତ୍ର ସଂଖ୍ୟା ଯାହା [[ମୌଳିକ ସଂଖ୍ୟା]] ନୁହଁ କି [[ଯୌଗିକ ସଂଖ୍ୟା]] ନୁହଁ ।
୧୦,୧୭୫

ଗୋଟି ସମ୍ପାଦନା