"ପରିମେୟ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ clean up
୧ କ ଧାଡ଼ି:
{{prettyurl|Rational number}}
ଗାଣିତିକ ପଦ୍ଧତିରେ ଦୁଇଟିଏକ ପୂର୍ଣ୍ଣାଙ୍କରଅଣଶୁନ୍ୟ ଭଗ୍ନାଂଶହର (ଏକତଥା ଅଣଶୂନ୍ୟଦୁଇଟି ହର)ପୂର୍ଣ୍ଣାଙ୍କର ଭଗ୍ନାଂଶ ଯଥା; 'କ'/'ଖ' ଭାବେ ପ୍ରକାଶ କରାଯାଇପାରୁଥିବା ସମସ୍ତ ସଂଖ୍ୟା ହେଉଛି '''ପରିମେୟ ସଂଖ୍ୟା''' । <ref name="Rosen">{{cite book |last = Rosen |first=Kenneth |year=2007 |title=Discrete Mathematics and its Applications |edition=6th |publisher=McGraw-Hill |location=New York, NY|isbn=978-0-07-288008-3 |pages=105, 158–160}}</ref> ଏଭଳି ସ୍ଥଳେ ହର ୧ ହେଉଥିଲେ ସମସ୍ତ ପୂର୍ଣ୍ଣାଙ୍କ ମଧ୍ୟ ପରିମେୟ ସଂଖ୍ୟାର ଅନ୍ତର୍ଗତ ହେବ । ପରିମେୟ ସଂଖ୍ୟା ସମୂହର ସେଟକୁ ଗାଣିତିକ ସଂକେତ <math>\mathbb{Q}</math> ଦ୍ୱାରା ପ୍ରକାଶ କରାଯାଏ ।<ref>{{cite web|last1=Rouse|first1=Margaret|title=Mathematical Symbols|url=http://searchdatacenter.techtarget.com/definition/Mathematical-Symbols|accessdate=10 June 2018}}</ref>
 
== ଗାଣିତିକ ଧର୍ମ ==
ପରିମେୟ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:<ref name="nios">{{cite web|title=Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|accessdate=10 June 2018}}</ref>
* ସମସ୍ତ ପରିମେୟ ସଂଖ୍ୟାକୁ ସମାପ୍ତସସୀମ ଦଶମିକ ସଂଖ୍ୟା ତଥା ପୌନଃପୁନିକ ଦଶମିକ ସଂଖ୍ୟାରେ ପ୍ରକାଶ କରାଯାଇପାରିବ ।
* ଯେଉଁ ବାସ୍ତବ ସଂଖ୍ୟାସବୁ ପରିମେୟ ନୁହନ୍ତି ସେ ସବୁ ଅପରିମେୟ ସଂଖ୍ୟା ଅଟନ୍ତି , ଯଥା;୨ର ବର୍ଗମୂଳ (√୨), ପାଇ [[Pi|{{pi}}]] ..... ଇତ୍ୟାଦି ।
* ଏକ ଅପରିମେୟ ସଂଖ୍ୟାକୁ ଦଶମିକରେ ପ୍ରକାଶ କରିବାକୁ ଗଲେ ତାହା ଏକ ଅସୀମ ଦଶମିକ ସଂଖ୍ୟା ରୁପେ ପ୍ରକାଶିତ ହୁଏ ।
* ବାସ୍ତବ ସଂଖ୍ୟାର ସେଟ ଅସୀମ, କିନ୍ତୁ ପରିମେୟ ସଂଖ୍ୟାର ସେଟ ସସୀମ ଅଟେ । ଅତଏବ ଗାଣିତିକ ପଦ୍ଧତିରେ ଅପରିମେୟ ସଂଖ୍ୟାସବୁ ହେଉଛି [[ବାସ୍ତବ ସଂଖ୍ୟା]] ସେଟର ଏକ ଉପସେଟ ।
 
== ଆଧାର ==