"ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୦ କ ଧାଡ଼ି:
=== ପୁରସ୍କାର ଓ ସମ୍ମାନ ===
୨୦୦୨ରେ ଚଳଚିତ୍ରଟି ବିଦେଶୀ ଭାଷାର ଶ୍ରେଷ୍ଠ ଚଳଚିତ୍ର ଶ୍ରେଣିରେ ଏକାଡେମି ଆୱାର୍ଡ ପାଇଁ ମନୋନୀତ ହେଲା । ଏକାଡେମୀ ପୁରସ୍କାର ନ ପାଇଲେ ବି ବିଦେଶରେ ଭାରତୀୟ ଚଳଚିତ୍ରର ସୁନାମ ବଢାଇବାରେ ଏହା ବେଶ ସହାୟକ ହୋଇଥିଲା ।
 
ତେବେ ଚଳଚିତ୍ରଟି ଆଠୋଟି ଶ୍ରେଣୀରେ ଜାତୀୟ ଚଳଚିତ୍ର ପୁରସ୍କାର, ନଅଟି ଶ୍ରେଣୀରେ ଫିଲ୍ମଫେୟାର ଆୱାର୍ଡ, ନଅଟି ଶ୍ରେଣୀରେ ସ୍କ୍ରୀନ ଆୱାର୍ଡ, ଦଶଟି ଶ୍ରେଣୀରେ ଆଇଫା ଆୱାର୍ଡ ସହ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି ।
 
==ଆଧାର==