"ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୩ କ ଧାଡ଼ି:
| story =
| based on =
| narrator = [[ଅମିତାଭ ବଚ୍ଚନ]]
| starring = [[ଅମିର ଖାଁ]], [[ଗ୍ରେସି ସିଂ]], [[ରାଚେଲ ସେଲି]]
| music = ଏ ଆର ରେହେମାନ
୨୭ କ ଧାଡ଼ି:
| gross =
}}
'''ଲଗାନ''' ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ରୀଡା(କ୍ରିକେଟ) ସମ୍ବନ୍ଧିତ ନାଟକୀୟ ଚଳଚିତ୍ର । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି [[ଆଶୁତୋଷ ଗୋୱାରିକର]] ଏବଂ ପ୍ରଯୋଜକ ହେଉଛନ୍ତି [[ଅମିର ଖାଁ]] । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି [[ଅମିର ଖାଁ]], [[ଗ୍ରେସି ସିଂ]], [[ରାଚେଲ ସେଲି]] ଇତ୍ୟାଦି । ଜୁନ ୧୫, ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା । ଚଳଚିତ୍ରର ସଂଗୀତ ପରିଚାଳନା କରିଥିଲେ ଏ ଆର ରେହେମାନ । ଚଳଚିତ୍ରଟିର ପ୍ରମୁଖ ଅଂଶ ମୁଖ୍ୟତଃ ଗୁଜରାଟର ଭୁଜ ଗ୍ରାମ ନିକଟରେ ଶୁଟିଂ କରାଯାଇଥିଲା ।
Lagaan (English: Taxation) (released worldwide as Lagaan: Once Upon a Time in India) is a 2001 Indian epic sports-drama film, directed by Ashutosh Gowariker, produced by Aamir Khan and Mansoor Khan, and written by Gowariker and Abbas Tyrewala. Aamir Khan stars along with debutant Gracy Singh, with British actors Rachel Shelley and Paul Blackthorne playing supporting roles. Made on a then-unprecedented budget of ₹250 million[2] (US$5.32 million),[3] the film was shot in an ancient village near Bhuj, India.
 
The film is set in the Victorian period of India's colonial British Raj. The story revolves around a small village whose inhabitants, burdened by high taxes, find themselves in an extraordinary situation as an arrogant officer challenges them to a game of cricket as a wager to avoid the taxes. The narrative spins around this situation as the villagers face the arduous task of learning the alien game and playing for a result that will change their village's destiny.