"ଜର୍ଜ ବର୍ଣ୍ଣାଡ ଶ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ସାହିତ୍ୟିକ କୃତି |
Hpsatapathy (ଆଲୋଚନା | ଅବଦାନ) ଟିକେ →ସାହିତ୍ୟିକ କୃତି |
||
୪ କ ଧାଡ଼ି:
== ସାହିତ୍ୟିକ କୃତି ==
ଶଙ୍କ ପ୍ରଥମ ସାହିତ୍ୟିକ କୃତିସବୁ ମୁଖ୍ୟତଃ ପୁଞ୍ଜିବାଦ ଜନିତ ସମସ୍ୟା ତଥା ସାମାଜିକ ଏବଂ ନୈତିକ ସମସ୍ୟାଗୁଡିକ ଉପରେ ଆଧାରିତ ଥିଲା । ୧୮୯୨ରେ ରଚିତ ଏହିପରି ଏକ ନାଟକ ହେଉଛି " Widower’s Houses" । ତେବେ ତତ୍କାଳୀନ ସମୟରେ ଶଙ୍କ ରଚିତ ଏହିସବୁ ଲେଖା ସେତେଟା ଆଦୃତ ହୋଇପାରି ନ ଥିଲା । ହେଲେ, ପରବର୍ତ୍ତୀ ସମୟରେ ରଚିତ କିଛି ଲେଖା ଯେପରିକି Candida and John Bull’s Other Island (1904) ଏବଂMajor Barbara ଲୋକଙ୍କ ଦ୍ଵାରା ବେଶ ଆଦୃତ ହେଲା । ତାଙ୍କର ବହୁଚର୍ଚ୍ଚିତ ଲେଖା " Pygmalion" ସେ ଖ୍ୟାତନାମା ବ୍ରିଟିଶ ଅଭିନେତ୍ରୀ ପାଟ୍ରିକ କ୍ୟାମ୍ପବେଲଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । କ୍ୟାମ୍ପବେଲଙ୍କୁ ଲେଖିଥିବା ଅନେକ ବ୍ୟକ୍ତିଗତ ପତ୍ରରୁ ଏକଥା ଜଣାଯାଏ ଯେ ଶ କ୍ୟାମ୍ପବେଲଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କ ତାଙ୍କ ପ୍ରେମିକା ଉଦ୍ଦେଶ୍ୟରେ ଏହି ବହିଟି ଲେଖିଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ନାଟକଟିର କଥାବସ୍ତୁ ଉପରେ ଆଧାରିତ ଦୁଇଟି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ।.୧୯୧୪ ମସିହା ବେଳକୁ
In 1914, Shaw’s popularity declined significantly when he wrote the essay Common Sense about The War which was considered unpatriotic. However, he was accepted once again with the publication of Saint Joan in 1924. An author to more than 50 plays, George Bernard Shaw died on November 2, 1950 in Ayot St. Lawrence, Hertfordshire.
|