"ଡିଗକ୍ସିନ ବିଷକ୍ରିୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଛୋଟ|Digoxin toxicity}}{{ଲେଖା ଚାଲିଛି}}
{{Infobox medical condition (new)
| name = ଡିଗକ୍ସିନ ବିଷକ୍ରିୟା (Digoxin toxicity)
୨୮ କ ଧାଡ଼ି:
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଅଳ୍ପ ସମୟରେ ଅତ୍ୟଧିକ ମାତ୍ରା ([[overdose|overdose]]) ବା ସମୟ କ୍ରମେ ଦୀର୍ଘ କାଳ ଧରି ଅଳ୍ପ ମାତ୍ରାର ଡିଗକ୍ସିନ ଦେହକୁ ଗଲେ ବିଷକ୍ରିୟା ହୁଏ । <ref name=AP2016>{{cite journal|last1=Pincus|first1=M|title=Management of digoxin toxicity.|journal=Australian prescriber|date=February 2016|volume=39|issue=1|pages=18–20|doi=10.18773/austprescr.2016.006|pmid=27041802|pmc=4816869}}</ref> ଶରୀରରେ [[ହାଇପୋକାଲେମିଆ|ସ୍ୱଳ୍ପ ପୋଟାସିଅମ ]], [[ହାଇପୋମାଗନେସିଏମିଆ|ସ୍ୱଳ୍ପ ମ୍ୟଗନେସିଅମ]] ([[:en:hypomagnesaemia|low magnesium]]), [[ହାଇପରକ୍ୟାଲସେମିଆ|ଅତ୍ୟଧିକ କ୍ୟାଲସିଅମ]] ରହିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।<ref name=AP2016/> [[ହୃଦ୍‌ପାତ]] ବା [[ଆଟ୍ରିଆଲ ଫିବ୍ରିଲେସନ]] ରୋଗ ଥିଲେ ଡିଗକ୍ସିନ ଔଷଧ ଦିଆଯାଏ ।<ref>{{cite journal|last1=Gheorghiade|first1=M|last2=van Veldhuisen|first2=DJ|last3=Colucci|first3=WS|title=Contemporary use of digoxin in the management of cardiovascular disorders.|journal=Circulation|date=30 May 2006|volume=113|issue=21|pages=2556–64|pmid=16735690|doi=10.1161/circulationaha.105.560110}}</ref> ରୋଗ ନିର୍ଣ୍ଣୟ ନିମନ୍ତେ ରୁଟିନ [[ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ]] ([[:en:electrocardiogram|electrocardiogram]]) ଆବଶ୍ୟକ ହୁଏ ।<ref name=EB2014/> ଶେଷ ମାତ୍ରା ଡିଗକ୍ସିନ ନେବାର ୬ ଘଣ୍ଟା ପରେ ରକ୍ତରେ ଥିବା ଔଷଧ ମାତ୍ରା ରୋଗ ନିର୍ଣ୍ଣୟରେ ଉପକାରୀ ହୁଏ । <ref name=AP2016/>
{{^|
<!-- Treatment -->
[[Activated charcoal]] may be used if it can be given within two hours of the person taking the medication.<ref name=AP2016/> [[Atropine]] may be used if the heart rate is slow while [[magnesium sulfate]] may be used in those with [[premature ventricular contraction]]s.<ref name=EB2014/> Treatment of severe toxicity is with [[digoxin-specific antibody fragments]].<ref name=AP2016/> Its use is recommended in those who have a serious dysrhythmia, are in [[cardiac arrest]], or have a potassium of greater than 5&nbsp;mmol/L.<ref name=AP2016/> Low blood potassium or magnesium should also be corrected.<ref name=AP2016/> Toxicity may reoccur within a few days after treatment.<ref name=AP2016/>
 
<!-- ଚିକିତ୍ସା -->
ଔଷଧ ଖାଇବାର ୨ ଘଣ୍ଟା ମଧ୍ୟରେ [[ଆକ୍ଟିଭେଟେଡ ଚାରକୋଲ]] ବ୍ୟବ‌ହାର କରାଯାଇପାରେ । <ref name=AP2016/> ହୃଦ୍‌ଗତି ଧୀର ଥିଲେ [[ଆଟ୍ରୋପିନ]] ଓ [[ପ୍ରିମାଚ୍ୟୁର ଭେଣ୍ଟ୍ରିକୁଲାର କଣ୍ଟ୍ରାକସନ]] ଥିଲେ [[ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)]] ଦିଆଯାଏ ।<ref name=EB2014/> ଅତ୍ୟଧିକ ବିଷକ୍ରିୟା ହୋଇଥିଲେ [[ଡିଗକ୍ସିନ-ସ୍ପେସିଫିକ ଆଣ୍ଟିବଡି ଫ୍ରାଗମେଣ୍ଟ]] ([[:en:digoxin-specific antibody fragments|digoxin-specific antibody fragments]]) ଦେଇ ଚିକିତ୍ସା କରାଯାଏ ।<ref name=AP2016/> ଯେଉଁମାନଙ୍କର ସାଂଘାତିକ ଡିସଆରିଦମିଆ ଥାଏ, ରୋଗୀର [[ହୃଦ୍‌ପାତ]] ଥାଏ ବା ପୋଟାସିଅମ ସ୍ତର ୫ମିମୋଲରୁ ଅଧିକ ଥିଲେ ଏହା ଦିଆଯାଏ ।<ref name=AP2016/> ଅଳ୍ପ ମାତ୍ରାର ପୋଟାସିଅମ ବା ମ୍ୟାଗନେସିଅମ ଥିଲେ ତାହାକୁ ଠିକ କରାଯାଏ ।<ref name=AP2016/> ଚିକିତ୍ସା କରିବାର କିଛି ଦିନ ପରେ ଏହି ବିଷକ୍ରିୟା ପୁନର୍ବାର ହୋଇପାରେ । <ref name=AP2016/>
{{^|
<!-- Epidemiology -->
In Australia in 2012 there were about 140 documented cases.<ref name=AP2016/> This is a decrease by half since 1994 as a result of decreased usage of digoxin.<ref name=AP2016/> In the United States 2500 cases were reported in 2011 which resulted in 27 deaths.<ref name=EB2014>{{cite journal|last1=Palatnick|first1=W|last2=Jelic|first2=T|title=Emergency department management of calcium-channel blocker, beta blocker, and digoxin toxicity.|journal=Emergency medicine practice|date=February 2014|volume=16|issue=2|pages=1-19; quiz 19-20|pmid=24883458|url=http://www.ebmedicine.net/topics.php?paction=showTopic&topic_id=396|deadurl=no|archiveurl=https://web.archive.org/web/20140514075336/http://www.ebmedicine.net/topics.php?paction=showTopic&topic_id=396|archivedate=2014-05-14|df=}}</ref> The condition was first described in 1785 by [[William Withering]].<ref>{{cite book|last1=Feldman|first1=Arthur M.|title=Heart Failure: Pharmacologic Management|date=2008|publisher=John Wiley & Sons|isbn=9781405172530|page=26|url=https://books.google.com/books?id=6IfumyQQ35wC&pg=PA26|language=en|deadurl=no|archiveurl=https://web.archive.org/web/20170910174059/https://books.google.com/books?id=6IfumyQQ35wC&pg=PA26|archivedate=2017-09-10|df=}}</ref>