"ଜର୍ଜ ବର୍ଣ୍ଣାଡ ଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
'''ଜର୍ଜ ବର୍ଣ୍ଣାଡ ଶ''' (୧୮୫୬-୧୯୫୦) ହେଉଛନ୍ତି ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ, ବିଶିଷ୍ଟ ନାଟ୍ୟକାର ଏବଂ ଜଣେ କୁଶଳ ରାଜନୀତିଜ୍ଞ ତଥା ଏକ ମାନବବାଦୀ ବ୍ୟକ୍ତିତ୍ଵ । ବହୁମୁଖୀ ପ୍ରତିଭା ଧାରୀ ଏହି ବ୍ୟକ୍ତି "ଶ" ନାମରେ ମଧ୍ୟ ଜଣାଶୁଣା ଥିଲେ ।
== ବାଲ୍ୟ ଜୀବନ ==
ଡବଲିନର ଏକ ମଧ୍ୟବିତ୍ତ ପରିବାରରେ ୨୬ ଜୁଲାଇ ୧୮୫୬ରେ ବର୍ଲିନରେ ଜନ୍ମିତ "ଶ" ପରିବାରରେ ଜନ୍ମିତ ତିନି ପିଲାଙ୍କ ମଧ୍ୟରେ ସର୍ବ କନିଷ୍ଠ ତଥା ଏକମାତ୍ର ପୁତ୍ର ସନ୍ତାନ ।
 
== ସାହିତ୍ୟିକ କୃତି ==
== ରାଜନୈତିକ ଜୀବନ ==