"କୋଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ re-categorisation & Clean up using AWB
ଲିଖନ ଶୈଳୀ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪ କ ଧାଡ଼ି:
ଆକାରରେ ସାନ କେତେକ ଫଳକୁ '''କୋଳି''' କୁହାଯାଏ। ଅଧିକାଂଶ କୋଳି ଗଛ ଜଙ୍ଗଲୀ ଗୁଳ୍ମ ଜାତୀୟ ଓ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଏ ନାହିଁ। ଅଧିକାଂଶ କୋଳି ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ସମ୍ପନ୍ନ ସୁସ୍ୱାଦୁ ଓ ପୁଷ୍ଟିକର ହୋଇଥିଲେ ବି କେତେକ କୋଳି ମାନବ ଆହାର୍ଯ୍ୟ ନୁହେଁ।
== କୋଳି ଓ ଓଡ଼ିଶାର ପରମ୍ପରା ==
ପୁରାଣ ଯୁଗରେ ଶବରୀ ବଣରୁ ତୋଳି ଆଣିଥିବା ନାନାଜାତିର ସୁସ୍ୱାଦୁ କୋଳିଗୁଡ଼ିକୁ ଚାଖି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଖାଇବାକୁ ଦେଇଥିବାର କଥାଟି ରାମାୟଣର ଏକ ଲୋକପ୍ରିୟ ପ୍ରସଂଗ। ଭାରତର ଜନଜୀବନ ପରି ଓଡ଼ିଶାର ପଲ୍ଲୀ ଜୀବନ ସହିତ ବିଭିନ୍ନ ପ୍ରକାର କୋଳିର ସମ୍ପର୍କ ଅତି ନିବିଡ଼। ମାଣବସାରେ ଅଁଳା କୋଳିର ଡ଼ାଳଖଣ୍ଡେ ନିହାତିଲୋଡ଼ାପଡ଼ିଥାଏ ଦରକାର। ସେମିତି ଅନେକ ପ୍ରକାର ଶୁଭ କାର୍ଯ୍ୟରେ ବରକୋଳି ଡ଼ାଳ କଳସ ବସାଇବାପାଇଁ ଓ ବରକୋଳି କାଠ ହୋମ କରିବାପାଇଁ କାମରେ ଲାଗିଥାଏ।ଲାଗିଥାଏ । ଅନେକ ପ୍ରକାର ଓଷାବ୍ରତରେ କୋଳି ଭୋଗ ଦିଆଯାଇଥାଏ।ଦିଆଯାଇଥାଏ ।{{ଆଧାର ଲୋଡ଼ା|ଅପ୍ରେଲ ୨୦୧୮}}
 
ଖରାବେଳେ ଘରୁ ଛପି ଛପି ବାହାରିଯାଇ ବାଡ଼ିରେ କୋଳି ତୋଳିବା ପ୍ରାୟ ପ୍ରତିଟି ପଲ୍ଲୀ ଶିଶୁ କିଶୋର ଜୀବନରେ ଏକ ଅଭୁଲା ସ୍ମୃତି। ଏପରିକି ପିଲାମାନଙ୍କ ପଢ଼ା ବହିରେ ମଧ୍ୟ କବିତାଟିଏ ରହିଛି – ‘‘ଆସରେ ପିଲାଏ ବଣକୁ ଯିବା, କୋଳି ତୋଳିବା, ବାଘ ଆସିଲେ ଡ଼ରିବା ନାହିଁ।’’
 
== କେତେକ କୋଳିର ପରିଚୟ ==
"https://or.wikipedia.org/wiki/କୋଳି"ରୁ ଅଣାଯାଇଅଛି