"ବର୍ଷା ପ୍ରିୟଦର୍ଶିନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୦ କ ଧାଡ଼ି:
 
== କଥାଚିତ୍ର ଜୀବନ ==
୨୦୦୩ ମସିହାରେ ସେ [[ଏ ଯୁଗର କୃଷ୍ଣ ସୁଦାମା]] କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ [[ମା (୧୯୫୯ର ସିନେମା)|ମା]] ଏବଂ [[ଗୋଲାମଗିରି]] ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ଇ-ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ପଣତକାନିରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ ।<ref>{{cite news|title=ବର୍ଷା ପ୍ରିୟଦର୍ଶିନୀ ଫିଲ୍ମରୁ ନୁହେଁ, ଟେଲିଭିଜନ୍‌ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ|url=http://sambad.in/entertainment/barsha-started-her-acting-career-from-serial-67059/|accessdate=1 February 2018|newspaper=sambad.in|date=17 January 2018}}</ref> ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ [[ଓଡ଼ିଆ ସିନେମା|ଓଡ଼ିଆ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===