"କୁନ୍ଦୁଲି ଗଣଦୁଷ୍କର୍ମ ମାମଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୨୦ କ ଧାଡ଼ି:
 
ପିଡ଼ିତାଙ୍କ ଅଭିଯୋଗକୁ ମିଛ ବୋଲି ଦର୍ଶାଯାଉଥିବାରୁ ମାନସିକ ଅବସାଦଗସ୍ତ ରହୁଥିଲେ ପୀଡିତା । ଏଥିପାଇଁ [[କଟକ ବଡ଼ ମେଡିକାଲ]]ରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ [[କଂଗ୍ରେସ]] ଏହି ଘଟଣାରେ ପ୍ରତିବାଦ କରିବା ପରେ ପୀଡିତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା । <ref>https://odisha.live/2018/01/22/କୁନ୍ଦୁଲି-ପୀଡ଼ିତା/</ref>
==ସରକାରୀ ସହାୟତା==
ପୀଡିତାଙ୍କୁ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିଶନର ଏସ୍ସି ଏସ୍ଟି ସଚିବଙ୍କୁ ନିର୍ଦେଶ ଦେଇଥିଲେ। ପୀଡିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ ସହିତ ପୀଡିତାଙ୍କୁ କୁନ୍ଦୁଲି ଏକଲବ୍ୟ ସ୍କୁଲରେ ପଢାଇବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ନଵେମ୍ବର ୨୭ ତାରିଖ ସୁଦ୍ଧା ଯେପରି ପୀଡ଼ିତାଙ୍କୁ ଏହି ସହାୟତା ରାଶି ଦିଆଯାଏ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହିତ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ [[କ୍ରାଇମ ବ୍ରାଞ୍ଚ]]ଙ୍କୁ ନିର୍ଦ୍ଦେଶ ଦେଇଥିଲେ।<ref>http://www.janatakhabar.in/ରାଜ୍ୟ/କୁନ୍ଦୁଲି-ଗଣଦୁଷ୍କର୍ମ-ପୀଡି/</ref>
ପୀଡ଼ିତାଙ୍କ ପାଇଁ ବ୍ୟାଙ୍କରେ ୫୦ ହଜାର ଟଙ୍କା ଜମା କରାଯିବା ନେଇ ଏସସି/ଏସଟି କମିଶନର ତଥା ସଚିବ ଓଏଚଆରସିକୁ ସୂଚନା ଦେଇଥିଲେ । ପୀଡ଼ିତାଙ୍କ ଶିକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ବିଷୟରେ କୋରାପୁଟ ଜିଲ୍ଲାପାଳଙ୍କୁ ଓଏଚଆରସି ୨ୟ ଥର ପାଇଁ ରିପୋର୍ଟ ମାଗିଥିଲେ ।<ref>http://www.samajalive.in/post.php?ref=13130&post=ଏସସବ-ମଡକଲର-ଡସଚରଜ-କନଦଲ-ପଡତ</ref>
==ଜୀବନ ହାରିଲେ ପୀଡ଼ିତା==
ପୀଡ଼ିତା ୨୨ ଜାନୁଆରୀ ୨୦୧୮ରେ ନିଜ ଘରେ ଆତ୍ମହତ୍ୟା ପାଇଁ ଊଦ୍ୟମ କରିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ମେଡିକାଲରେ ତାଙ୍କୁ 'ଡେଡ ରିସଵଡ' ହିଁ ଘୋଷଣା କରାଯାଇଥିଲା । <ref>https://www.fastmailtv.com/news/amp/odisha/kunduli-rape-victim-suicide/5815</ref> ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ।
 
===ପ୍ରତିକ୍ରିୟା===
ଅନୁସୂଚିତ ଜାତିର ଓଡ଼ିଶା ଅଧ୍ୟକ୍ଷ,ବିଜେଡ଼ି ଦଳିତ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ [[ବିଷ୍ଣୁ ଦାସ]] ଘଟଣାର ଠିକ ତଦନ୍ତ ହୋଇନି ବୋଲି ଅସନ୍ତୋଷ ଜାହିର କରିଥିଲେ । ଘଟଣାରେ ଏସଓଜି ଯବାନମାନେ ସମ୍ପୃକ୍ତ ଅଛନ୍ତି ବୋଲି ବିଷ୍ଣୁ ଦାସ ପ୍ରକାଶ କରି ଉକ୍ତ ଘଟଣା ଉପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ପୋଲିସ ନିଦ୍ଦେର୍ଶକଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଥିଲେ।<ref>http://odishatime.com/odiya/kunduli-rape-case-2/</ref> କୁନ୍ଦୁଲି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଓ ଏଚଆରପିସି ଏଡିଜିଙ୍କ ମନ୍ତବ୍ୟର ୨୪ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ । ଯାହା କୁନ୍ଦୁଲି ଘଟଣାକୁ ଆହୁରି ରହସ୍ୟାବୃତ କରିଥିଲା । ଯଦି ବିଚାର ବିଭାଗୀୟ ତଦନ୍ତ କରିବାର ଥିଲା ତେବେ ଏତେ ନାଟକ ବାଜି କାହିଁକି କଲେ ବୋଲି ପ୍ରଶ୍ନ କରିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ [[ଜୁଆଳ ଓରାମ]] ।
Line ୩୧ ⟶ ୨୫:
ପୀଡ଼ିତା ଶାରୀରିକ ଭାବେ ସୁସ୍ଥଥିବା ଡାକ୍ତର କହୁଥିବା ବେଳେ କାହିଁକି ଏତେ ଦିନ ଧରି [[ଆଇସିୟୁ]]ରେ ରଖାଯାଇଥିଲା ଓ ତାଙ୍କ ପରିବାର ସହିତ କଥାବାର୍ତ୍ତା ପାଇଁ ରହସ୍ୟମୟ ଭାବେ ବାରଣ କରାଯାଉଥିଲା । ଯିଏ ସ୍କୁଲରେ ୭୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହେଉଥିଲେ ସେ କିପରି ମାନସିକ ରୋଗୀ ହେଲେ ଓ ତାକୁ ମାନସିକ ୱାର୍ଡକୁ କାହିଁକି ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୁକ୍ତି ବାଢୁଥିଲା ତାହା ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଝିଅର ପରିବାର ବର୍ଗ ପୀଡିତାଙ୍କୁ ବାହାରକୁ ନେଇ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଚାହୁଁଥିବା ବେଳେ ପ୍ରଶାସନ ଏଥିରେ ବାଧକ ସାଜିଥିଲା । ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ନିତ୍ୟାନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।<ref>http://odisha24.com/latest_news_inner.php?id=236</ref>
 
==ଘଟଣାକ୍ରମ==