"ଟ୍ରାନ୍‍ସ୍ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଏସିଆ
୫୬ କ ଧାଡ଼ି:
ସମଗ୍ର ବିଶ୍ଵରେ ଅନୁଷ୍ଠିତ ହେଉଥିବା କେତେକ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବମାନଙ୍କର ଏକ ତାଲିକା ନିମ୍ନର ପ୍ରଦତ୍ତ କରାଗଲା ।
===ଏସିଆ===
 
* ଚୀନ୍ : ଚୀନ୍‍ର ୟୁନାନ୍‍ର କୁନ୍‍ମିଂଗ୍‍ ସହର ବାହାରେ “'''ସ୍ପିରିଟ୍ ଟ୍ରାଇବ୍'''” ନାମକ ଉତ୍ସବ ନିୟମିତ ରୂପେ ଅନୁଷ୍ଠିତ ହୁଏ ।<ref>{{cite web|title=A look back at April's Spirit Tribe Trance celebration|date=6 May 2016|publisher=GoKunming|url=http://www.gokunming.com/en/blog/item/3733/a_look_back_at_aprils_spirit_tribe_trance_celebration|accessdate=12 May 2016}}</ref>
==== ଚୀନ୍ ====
* ଭାରତ : ୨୦୦୭ ମସିହା ଡିସେମ୍ଵର୍ ମାସରେ ଦକ୍ଷିଣ-ଏସିଆର ପ୍ରଥମ ବୈଦୁତିକ ସଙ୍ଗୀତ ସମାରୋହ “'''ସନ୍‍ବର୍ଣ୍ଣ୍ ଉତ୍ସବ'''” ଭାରତର ଗୋଆଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଲ୍ କକ୍ସ୍ ଓ ଜନ୍ ‘୦୦’ ଫ୍ଲେମିଂଗ୍ ପରି ନାମୀଦାମୀ ଡିଜେ (DJ) ପ୍ରଦର୍ଶନ କରିଥିଲେ । “'''ଗୋଆ ଟ୍ରାନ୍‍ସ୍'''” ସଙ୍ଗୀତ ସଂସ୍କୃତିର ଲୋକପ୍ରିୟତା ଯୋଗୁଁ ଭାରତର ପଶ୍ଚିମ ତଟରେ ଏହି ଉତ୍ସବର ଆରମ୍ଭ ହୋଇଛି । ୨୦୦୮ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବ ୩ ଦିନ ଧରି ଚାଲିଥିଲା ଓ ଏଥିରେ ୫୦୦୦ ରୁ ଅଧିକ ସଙ୍ଗୀତପ୍ରେମୀ ଟ୍ରାନ୍‍ସ୍ ସଙ୍ଗୀତ ଉପଭୋଗ କରିଥିଲେ । ୨୦୦୯ ମସିହାର ଉତ୍ସବରେ ଆର୍ମିନ୍ ଭାନ୍ ବ୍ୟୁରେନ୍ ଓ ସାଣ୍ଡର୍ ଭାନ୍ ଡୁର୍ଣ୍ଣ୍ ପରି ଡିଜେ ୧୫୦୦୦ ରୁ ୧୮୦୦୦ ଶ୍ରୋତାଙ୍କ ସମ୍ମୁଖରେ ସଙ୍ଗୀତ ପରିବେଷଣ କରିଥିଲେ । ୨୦୧୦ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବରେ ପଲ୍ ଭାନ୍ ଡାଇକ୍ ଓ ଅନେକ ଡିଜେ ୩୦୦୦୦ ଶ୍ରୋତାଙ୍କ ସମ୍ମୁଖରେ ଟ୍ରାନ୍‍ସ୍‍ ସଙ୍ଗୀତ ପରିବେଷଣ କରିଥିଲେ । ୨୦୧୫ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବରେ ମାର୍ଟିନ୍ ଗ୍ୟାରିକ୍ସ୍ ଓ ଆଫ୍ରୋଜାକ୍ ପରି ଡିଜେ ସଙ୍ଗୀତ ପରିବେଷଣ କରିଥିଲେ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ରେକର୍ଡ୍ ସଂଖ୍ୟକ ୩୫୦୦୦୦ ଟ୍ରାନ୍‍ସ୍ ସଙ୍ଗୀତପ୍ରେମୀ ଏକତ୍ରିତ ହୋଇଥିଲେ ।<ref>{{Cite web|url=http://www.youredm.com/2016/01/07/sunburn-goa-sets-record-attendance-350000/|title=Martin Garrix & Other Top 100 DJs Helped This EDM Festival Break Massive Record|last=Meadow|first=Matthew|website=Your EDM|access-date=5 March 2016}}</ref> ସନ୍‍ବର୍ଣ୍ଣ୍ କିନ୍ତୁ ଭାରତର ପ୍ରଥମ ଟ୍ରାନ୍‍ସ୍ ଉତ୍ସବ ନୁହେଁ । ୧୯୮୦ ଓ ୧୯୯୦ ଦଶନ୍ଧିରେ ଗୋଆରେ ଅନେକ ଛୋଟ ଛୋଟ ଟ୍ରାନ୍‍ସ୍ ଉତ୍ସବ ଅନୁଷ୍ଠିତ ହେଉଥିଲା । ସେ ସମୟରେ “ଗୋଆ ପାର୍ଟିଜ୍” ବହୁତ ଲୋକପ୍ରିୟତା ହାସଲ କରିଥିଲା ।<ref name="d'andrea">{{cite web|last1=D'Andrea|first1=Anthony|title=Global Nomads: Techno and New Age as Transnational Countercultures in Ibiza|url=https://books.google.com/books?id=eYNrp4oXoYcC&pg=PA177&lpg=PA177&dq=First+trance+parties+in+goa+1998&source=bl&ots=_MVk4ss1eV&sig=jZ_Y_ES3NgIJojam7hvipN5Rjv8&hl=en&sa=X&redir_esc=y#v=onepage&q=First%20trance%20parties%20in%20goa%201998&f=false|website=books.google.com|publisher=Routledge|date=24 January 2007| page =177|accessdate=25 January 2016}}</ref><ref name="st-john">{{cite web|last1=St John|first1=Graham|title=Rave Culture and Religion|url=https://books.google.com/books?id=ze2MCltwfigC&pg=PA242&lpg=PA242&dq=First+trance+parties+in+goa+1998&source=bl&ots=yr3-8LkgcC&sig=plULSVbVKLnDf4BpcVNm5yfbag8&hl=en&sa=X&redir_esc=y#v=onepage&q=First%20trance%20parties%20in%20goa%201998&f=false|publisher=Routledge|date=1 June 2004| page= 242|accessdate=25 January 2016}}</ref>

* ଥାଇଲ୍ୟାଣ୍ଡ : ୧୯୮୫ ମସିହାରୁ କୋଃ ଫାନାଂଗ୍ ଦ୍ଵୀପରେ ପ୍ରତିମାସରେ '''ଫୁଲ୍ ମୁନ୍''' ଉତ୍ସବ (Full Moon Party) ଅନୁଷ୍ଠିତ ହୋଇଥାଏ । ସମଗ୍ର ବିଶ୍ଵରୁ ପୂର୍ଣ୍ଣ ଚନ୍ଦ୍ରର ଆଲୋକରେ ପ୍ଳାବିତ ରାତିରେ ସମୁଦ୍ର କୂଳରେ ଟ୍ରାନ୍‍ସ୍ ସଙ୍ଗୀତ ଉପଭୋଗ କରି ଆନନ୍ଦରେ ନାଚିବା ପାଇଁ ସମଗ୍ର ବିଶ୍ଵରୁ ଲୋକେ ହାଡ୍ ରିନ୍ ନୋକ୍ (ବା ସନ୍‍ରାଇଜ୍ ବିଚ୍)ରେ ଏକତ୍ରିତ ହୋଇଥାନ୍ତି ।
 
* ଥାଇଲ୍ୟାଣ୍ଡ : ପ୍ରଥମେ ଚେକ୍ ଗଣରାଜ୍ୟର ପ୍ରାଗ୍‍ରୁ ଆରମ୍ଭ ହୋଇଥିବା '''ଟ୍ରାନ୍‍ସ୍‍ମିଶନ୍''' ଉତ୍ସବ ବର୍ତ୍ତମାନ ବ୍ୟାଂକକ୍‍ରେ ମଧ୍ୟ ଅନୁଷ୍ଠିତ ହେଉଛି ।
==== ଭାରତ ====
* ଜାପାନ : '''ରି-ବର୍ଥ୍''' (ପୁନର୍ଜନ୍ମ) ଉତ୍ସବ

==== ଥାଇଲ୍ୟାଣ୍ଡ ====

===ଇଉରୋପ୍===
[[File:Gatecrasher.jpg|thumb|275px|୨୦୦୬ ଅପ୍ରେଲ୍ ୧୬ ତାରିଖରେ ଗେଟ୍‍କ୍ରାଶର୍ ଦ୍ଵାରା ଆୟୋଜିତ ପାର୍ଟିରେ ଜନ ସମାଗମ]]