"ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
No edit summary
୨୨ କ ଧାଡ଼ି:
 
<!-- ଚିକିତ୍ସା ଓ ରୋଗନୁଶୀଳନ -->
ସ୍ନାୟୁ ଟାଇପରେ ବ୍ୟାୟାମ ([[::en:physical therapy|exercises|]]) କରି ଛାତି ମାଂସପେଶୀମାନଙ୍କୁ ଶକ୍ତ କରି ସ୍ଥିତି (posture) ଉନ୍ନତ କରିବାକୁ ପ୍ରାଥମିକ ଚିକିତ୍ସା କରାଯାଏ ।<!-- <ref name=NIH2011/> --> ଯନ୍ତ୍ରଣା ନିମନ୍ତେ [[ନାପ୍ରୋକସେନ]] ([[:en:naproxen|naproxen]]) ଭଳି ଏନଏସଏଆଇଡି [[:en:NSAIDs|NSAIDs]] ଔଷଧ ଦିଆଯାଏ ।<ref name=NIH2011/> ଏ ଭଳି ଉପଚାରରେ ଭଲ ନ ହେଲେ ଓ ଶିରା ତ‌ଥା ଧମନୀ ଟାଇପର ରୋଗ ନିମନ୍ତେ ଅପରେଶନ କରାଯାଏ ।<ref name=NIH2011/><ref name=Ku2015/> ରକ୍ତ ଜମାଟ ବନ୍ଦ କରିବା ନିମନ୍ତେ ଆଣ୍ଟିକୋଆଗୁଲାଣ୍ଟ ([[:en:Anticoagulant|Blood thinners]]) ଦିଆଯାଏ ।<ref name=NIH2011/> ଏହି ରୋଗ ଜନସଂଖ୍ୟାର ୧% ଲୋକଙ୍କୁ ଆକ୍ରମଣ କରେ ।<ref>{{cite book|last1=Moore|first1=Wesley S.|title=Vascular and Endovascular Surgery: A Comprehensive Review|date=2012|publisher=Elsevier Health Sciences|isbn=1455753866|page=524|edition=8|url=https://books.google.ca/books?id=XN5dI55iwbMC&pg=PA524|language=en}}</ref> ଏହା ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବେଶୀ ହୁଏ ଓ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ହୁଏ ।<ref name=NIH2011/> ଏହି ରୋଗ ବିଷୟ ପ୍ରଥମେ ସନ ୧୮୧୮ରେ ବର୍ଣ୍ଣନା କରାଯାଇଥିଲା ଓ ପ୍ରଚଳିତ '''ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ''' ନାମ ସନ ୧୯୫୬ରେ ଦିଆଯାଇଥିଲା ।<ref name=Ku2015/><ref>{{cite book|last1=Illig|first1=Karl A.|last2=Thompson|first2=Robert W.|last3=Freischlag|first3=Julie Ann|last4=Donahue|first4=Dean M.|last5=Jordan|first5=Sheldon E.|last6=Edgelow|first6=Peter I.|title=Thoracic Outlet Syndrome|date=2014|publisher=Springer Science & Business Media|isbn=9781447143666|page=25|url=https://books.google.ca/books?id=vgvABAAAQBAJ&pg=PA25|language=en}}</ref>
 
== ଆଧାର ==