"ଆଲର୍ଜି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଅଧିକ ତଥ୍ୟ ଦିଆଗଲା |
ଟିକେ Bot: Automated text replacement (- ରୁ +ରୁ ) |
||
୨୩ କ ଧାଡ଼ି:
<!-- ରୋଗାନୁଶୀଳନ ଓ ଇତିହାସ -->
ଆଲର୍ଜି ଏକ ସାଧାରଣ ରୋଗ । <ref>{{cite web|title=Allergic Diseases|url=http://www.niaid.nih.gov/topics/allergicdiseases/Pages/default.aspx|website=NIAID|accessdate=20 June 2015|date=May 21, 2015}}</ref> ବିକଶିତ ଦେଶମାନଙ୍କରେ ୨୦ % ଲୋକଙ୍କର [[ଆଲର୍ଜିକ ନାକ ପ୍ରଦାହ]] ରୋଗ ଅଛି, <ref name=NEJM2015>{{cite journal|last1=Wheatley|first1=LM|last2=Togias|first2=A|title=Clinical practice. Allergic rhinitis.|journal=The New England Journal of Medicine|date=29 January 2015|volume=372|issue=5|pages=456–63|pmid=25629743|doi=10.1056/NEJMcp1412282}}</ref> ପ୍ରାୟ ୬ % ଲୋକଙ୍କର ଖାଦ୍ୟ ଆଲର୍ଜି ଅଛି, <ref name=NIH2012pdf>{{cite web|author1=National Institute of Allergy and Infectious Diseases|title=Food Allergy An Overview|url=http://www.niaid.nih.gov/topics/foodAllergy/Documents/foodallergy.pdf|format=pdf|date=July 2012}}</ref><ref name="Sic2014"/> ଓ ପ୍ରାୟ ୨୦ % ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ଅଛି । <ref>{{cite journal|last1=Thomsen|first1=SF|title=Atopic dermatitis: natural history, diagnosis, and treatment.|journal=ISRN allergy|date=2014|volume=2014|pages=354250|pmid=25006501|doi=10.1155/2014/354250}}</ref> ଦେଶ ଅନୁଯାୟୀ
{{^|ପ୍ରତିରୋଧ ପ୍ରଣାଳୀର ଆଲର୍ଜି ଏକ ଅତି ସୁଗ୍ରହୀ ବା ସମ୍ବେଦନଶୀଳ ପ୍ରତିକ୍ରିୟା<ref>{{DorlandsDict|one/000002984|allergy}}</ref> । ପରିବେଶର ସାଧାରଣ ନିଷ୍କ୍ରିୟ ପଦାର୍ଥକୁ ଶରୀରର ପ୍ରତିରୋଧ ପ୍ରଣାଳୀ ପ୍ରତିକ୍ରିୟାଶୀଳ ହେଲେ ତାହାକୁ ଆଲର୍ଜି କହନ୍ତି । ଯେଉଁ ପଦାର୍ଥ ପ୍ରତିକ୍ରିୟା କରାଏ ତାହାକୁ [[ଆଲର୍ଜେନ]] କହନ୍ତି । ଏହି ପ୍ରତିକ୍ରିୟା ଶୀଘ୍ର ଓ ଆନୁମାନିକ ହୁଏ । [[ଅତି ସୁଗ୍ରହୀ କ୍ରିୟା]] (hypersensitivity) ଚାରି ପ୍ରକାର ଥାଏ ଓ ଆଲର୍ଜିକୁ ଟାଇପ୍ ୧ ଅତି ସୁଗ୍ରହୀ କହନ୍ତି । ଏହି ପ୍ରତିକ୍ରିୟାରେ କେତେକ [[ଶ୍ଵେତ ରକ୍ତ କଣିକା]] (ମାସ୍ଟ କୋଷ ଓ ବେସୋଫିଲ) ଓ [[ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡ଼ି]] ( Immunoglobulin E ବା IgE) ପ୍ରତିକ୍ରିୟା କରି [[ପ୍ରଦାହ]] ସୃଷ୍ଟି କରନ୍ତି ଯାହା ସାମାନ୍ୟ ଅସୁବିଧାଠାରୁ ଆରମ୍ଭ କରି ବିପଦ ଜନକ ହୋଇ ପାରେ ।<br />
|