"ଫ୍ରାଙ୍କଲିନ ଡି ରୁଜଭେଲଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଫ୍ରାଙ୍କଲିନ ଡି॰ରୁଜଭେଲଟରୁ ଫ୍ରାଙ୍କଲିନ ଡି ରୁଜଭେଲଟକୁ ଘୁଞ୍ଚାଇଲେ: ଠିକ ବନାନ
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
ଫ୍ରାଙ୍କଲିନ ଡି॰ରୁଜଭେଲଟ ( ଜାନୁୟାରୀ ୩୦ , ୧୮୮୨-ଏପ୍ରିଲ ୧୨, ୧୯୪୫ ) , ଜଣେ ଆମେରିକୀୟ ନାଗରିକ ତଥା ରାଜନୈତିକ ନେତା , ଯିଏ ଆମେରିକା ଯୁକ୍ତରାଷ୍ଟ୍ର ରଯୁକ୍ତରାଷ୍ଟ୍ରର ୩୨ ତମ ରାଷ୍ଟ୍ରପତି ଭାବରେ ୧୯୩୩ ରୁ ୧୯୪୫ ପର୍ଯ୍ୟନ୍ତ ଥିଲେ । ଜେନ ଗଣତନ୍ତ୍ର ବାଦୀ ଭାବରେ ରେ ରେକର୍ଡ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ରେ ବିଜୟୀ ହେଇଥିଲେ ଏବଂ ୧୯୩୨ ପରେ ସେ ତାଙ୍କ ଦଳ ରଦଳର ଅପ୍ରତିଦ୍ଵନ୍ଦୀ ନେତା ଭାବରେ ରହିବା ସହ ବିଂଶ ଶତାବ୍ଦୀ ରଶତାବ୍ଦୀର ମଧ୍ୟ ଭାଗ ରେ ସାରା ପୃଥିବୀ ରପୃଥିବୀର ଜେନ କେନ୍ଦ୍ରୀୟ ବ୍ୟକ୍ତିତ୍ବ ରହିଥିଲେ । ସେହି ସମୟ ମଧ୍ୟ ରେ ବିଶ୍ୱବ୍ୟାପି ଅର୍ଥନୈତିକ ମାନ୍ଦା ଅବସ୍ଥା ତଥା ସମ୍ପୂର୍ଣ ଯୁଦ୍ଧ ପରିସ୍ଥିତି ରେ ଯୁକ୍ତରାଷ୍ଟ୍ର ଆମେରିକା କୁ ଦୃଢ ନେତୃତ୍ଵ ଦେଇ ପାରିଥିଲେ । ତାଙ୍କ ପ୍ରାୟୋଜିତ ଉପଶମ , ପୁନରୁଦ୍ଧାର ଏବଂ ସଂସ୍କାର କାର୍ଯ୍ୟକ୍ରମ ଯାହା " ନୂତନ ବ୍ୟବସ୍ଥା " ଭାବରେ ପରିଚିତ ଥିଲା , ସେଥିରେ ସାଯୁକ୍ତ ସରକାର ରାଷ୍ଟ୍ର ରରାଷ୍ଟ୍ରର ଅର୍ଥନୀତି ସହିତ ବିସୃତ ଭାବରେ ଜଡିତ କରି ଥିଲେ ।  ଡେମୋକ୍ରାଟ ଦଳ ରଦଳର ଜଣେ ପ୍ରଭାବଶାଳି ନେତା ହିସାବ ରେ ସେ ମିଳିତ ଶ୍ରମିକ ସଂଘ , ଗୋରା ମୂଳ ଅଧିବାସୀ , ଆଫ୍ରିକୀୟ ଆମେରିକାନ , ଉତ୍ତରାଞ୍ଚଳ ଆମେରିକା ରଆମେରିକାର ଗ୍ରାମୀଣ ଗୋରା ଅଧିବାସୀ ସମସ୍ତଙ୍କୁ ଏକଜୁଟ କରି ଏକ ' ନୂତନ ବ୍ୟବସ୍ଥାପିତ ସଂଘ ' ଗଠନ କରିଥିଲେ , ଯାହାକି ଡେମୋକ୍ରାଟ ଦଳ ରଦଳର ପୂର୍ଣା ସମର୍ଥନ ହାସଲ କରିଥିଲା । ତାଙ୍କ ସମୟକାଳ ମଧ୍ୟରେ ଆମେରିକୀୟ ରାଜନୀତି ରେ ପୁନଃ - ସମୀକରଣ ଘଟି ' ପଞ୍ଚମ ଦଳୀୟ ବ୍ୟବସ୍ଥା ' ର ଅୟମାରମ୍ଭ ହେଇ ବିଂଶ ଶତାବ୍ଦୀ ରଶତାବ୍ଦୀର ତୃତୀଯାଂଶ ରେ ଆମେରିକୀୟ ଉଦରବାଦୀତ୍ଵ ରଉଦରବାଦୀତ୍ଵର ବିସ୍ତାର ହେଇଥିଲା । 
[[ଫାଇଲ:Franklin-Roosevelt-1884.jpg|thumb|୧୮୮୪ ରେ ୨ ବର୍ଷ ବୟସ୍କ ତରୁଣ ରୁଜଭେଟ.{{Efn|It was common for boys to wear what was considered "gender-neutral" clothing, thus boys wore dresses up until they were 6 or 7.<ref>{{cite web|title=When Did Girls Start Wearing Pink?|publisher=Smithsonian|date=2011-04-17|url=http://www.smithsonianmag.com/arts-culture/when-did-girls-start-wearing-pink-1370097/}}</ref>}}]]
* Anna Eleanor Roosevelt (May&nbsp;3, 1906&nbsp;– December&nbsp;1, 1975)
୨୪ କ ଧାଡ଼ି:
[[ଫାଇଲ:Roosevelt_in_a_wheelchair.jpg|thumb|269x269_ପିକସେଲ|Rare photograph of FDR in a wheelchair, with Fala and Ruthie Bie, the daughter of caretakers at his Hyde Park estate. Photo taken by his cousin Margaret Suckley (February 1941)]]
 
== ନ୍ୟୁୟର୍କ ରନ୍ୟୁୟର୍କର ଗଭର୍ଣର ( ୧୯୨୯-୩୨) ==
[[ଫାଇଲ:Governor_Roosevelt_and_Al_Smith.jpg|thumb|Then-Gov. Roosevelt with his predecessor Al Smith in 1930.]]