ଫ୍ରାଙ୍କଲିନ ଡି ରୁଜଭେଲଟ

ଆମେରିକାର ୩୨ଶ ରାଷ୍ଟ୍ରପତି

ଫ୍ରାଙ୍କଲିନ ଡି॰ରୁଜଭେଲଟ ( ଜାନୁୟାରୀ ୩୦ , ୧୮୮୨-ଏପ୍ରିଲ ୧୨, ୧୯୪୫ ) , ଜଣେ ଆମେରିକୀୟ ନାଗରିକ ତଥା ରାଜନୈତିକ ନେତା , ଯିଏ ଆମେରିକା ଯୁକ୍ତରାଷ୍ଟ୍ରର ୩୨ ତମ ରାଷ୍ଟ୍ରପତି ଭାବରେ ୧୯୩୩ରୁ ୧୯୪୫ ପର୍ଯ୍ୟନ୍ତ ଥିଲେ । ଜଣେ ଗଣତନ୍ତ୍ର ବାଦୀ ଭାବରେରେ ରେକର୍ଡ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଇଥିଲେ ଏବଂ ୧୯୩୨ ପରେ ସେ ତାଙ୍କ ଦଳର ଅପ୍ରତିଦ୍ୱନ୍ଦୀ ନେତା ଭାବରେ ରହିବା ସହ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ସାରା ପୃଥିବୀର ଜଣେ କେନ୍ଦ୍ରୀୟ ବ୍ୟକ୍ତିତ୍ୱ ରହିଥିଲେ । ସେହି ସମୟ ମଧ୍ୟରେ ବିଶ୍ୱବ୍ୟାପି ଅର୍ଥନୈତିକ ମାନ୍ଦା ଅବସ୍ଥା ତଥା ସମ୍ପୂର୍ଣ୍ଣ ଯୁଦ୍ଧ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଦୃଢ଼ ନେତୃତ୍ୱ ଦେଇ ପାରିଥିଲେ । ତାଙ୍କ ପ୍ରାୟୋଜିତ ଉପଶମ , ପୁନରୁଦ୍ଧାର ଏବଂ ସଂସ୍କାର କାର୍ଯ୍ୟକ୍ରମ ଯାହା " ନୂତନ ବ୍ୟବସ୍ଥା " ଭାବରେ ପରିଚିତ ଥିଲା , ସେଥିରେ ସାଯୁକ୍ତ ସରକାର ରାଷ୍ଟ୍ରର ଅର୍ଥନୀତି ସହିତ ବିସୃତ ଭାବରେ ଜଡ଼ିତ କରି ଥିଲେ ।  ଡେମୋକ୍ରାଟ ଦଳର ଜଣେ ପ୍ରଭାବଶାଳି ନେତା ହିସାବରେ ସେ ମିଳିତ ଶ୍ରମିକ ସଂଘ , ଗୋରା ମୂଳ ଅଧିବାସୀ , ଆଫ୍ରିକୀୟ ଆମେରିକାନ , ଉତ୍ତରାଞ୍ଚଳ ଆମେରିକାର ଗ୍ରାମୀଣ ଗୋରା ଅଧିବାସୀ ସମସ୍ତଙ୍କୁ ଏକଜୁଟ କରି ଏକ ' ନୂତନ ବ୍ୟବସ୍ଥାପିତ ସଂଘ ' ଗଠନ କରିଥିଲେ , ଯାହାକି ଡେମୋକ୍ରାଟ ଦଳର ପୂର୍ଣା ସମର୍ଥନ ହାସଲ କରିଥିଲା । ତାଙ୍କ ସମୟକାଳ ମଧ୍ୟରେ ଆମେରିକୀୟ ରାଜନୀତିରେ ପୁନଃ - ସମୀକରଣ ଘଟି ' ପଞ୍ଚମ ଦଳୀୟ ବ୍ୟବସ୍ଥା 'ର ଅୟମାରମ୍ଭ ହେଇ ବିଂଶ ଶତାବ୍ଦୀର ତୃତୀଯାଂଶରେ ଆମେରିକୀୟ ଉଦରବାଦୀତ୍ୱର ବିସ୍ତାର ହେଇଥିଲା । 

୧୮୮୪ରେ ୨ ବର୍ଷ ବୟସ୍କ ତରୁଣ ରୁଜଭେଟ.[a]
  • Anna Eleanor Roosevelt (May 3, 1906 – December 1, 1975)
  • James Roosevelt II (December 23, 1907 – August 13, 1991)
  • Franklin Roosevelt (March 18, 1909 – November 7, 1909)
  • Elliott Roosevelt (September 23, 1910 – October 27, 1990)
  • Franklin Delano Roosevelt, Jr. (August 17, 1914 – August 17, 1988)
  • John Aspinwall Roosevelt II (March 13, 1916 – April 27, 1981)
  • The birthplace of FDR at Springwood.
    The birthplace of FDR at Springwood.
  • Roosevelt sailing with half-niece Helen and father James, 1899.
    Roosevelt sailing with half-niece Helen and father James, 1899.
  • Franklin and Eleanor at Campobello Island, Canada, in 1904.
    Franklin and Eleanor at Campobello Island, Canada, in 1904.
  • Franklin and Eleanor Statues at FDR National Historic Site in Hyde Park, New York.
    Franklin and Eleanor Statues at FDR National Historic Site in Hyde Park, New York.
  • Franklin (left) with nephew Tadd (middle) and niece Helen (right) in January 1889.
    Franklin (left) with nephew Tadd (middle) and niece Helen (right) in January 1889.

ପୂର୍ବ ରାଜନୈତିକ ଜୀବନ  ସମ୍ପାଦନା

ରାଜ୍ୟ ସିନେଟର ଓ ତାମ୍ମ୍ନି ପ୍ରତିପକ୍ଷ୍ୟ ସମ୍ପାଦନା

ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରଚାର  ସମ୍ପାଦନା

 
୧୯୨୦ ମସିହାରେ କକ୍ସ ଓ ରୁଜଭେଲ୍ଟ ଅହିଓ ଠାରେ 

Polio ସମ୍ପାଦନା

 
Rare photograph of FDR in a wheelchair, with Fala and Ruthie Bie, the daughter of caretakers at his Hyde Park estate. Photo taken by his cousin Margaret Suckley (February 1941)

ନ୍ୟୁୟର୍କର ଗଭର୍ଣର ( ୧୯୨୯-୩୨) ସମ୍ପାଦନା

 
Then-Gov. Roosevelt with his predecessor Al Smith in 1930.

ପ୍ରଥମ କାର୍ଯ୍ୟକାଳ , ୧୯୩୩-୩୭ ସମ୍ପାଦନା

 
୧୯୩୩ରେ ଶପଥ ଗ୍ରହଣ ଦିବସରେ ବିଦାୟୀ ରାଷ୍ଟ୍ରପତି ହୋବର୍ଟ ହୂଭରଙ୍କ ସହ ରୁଜଭେଳଟ , .

Second New Deal, 1935–36 ସମ୍ପାଦନା

 
Roosevelt signs the Social Security Act, August 14, 1935.
 
1936 re-election handbill for Roosevelt promoting his economic policy.
 
Unemployment rate in the U.S. 1910–60, with the years of the Great Depression (1929–39) highlighted.
Franklin Delano Roosevelt announced the plan for a bill of social and economic rights in the State of the Union address broadcast on January 11, 1944. (excerpt)

Foreign policy, 1937–41 ସମ୍ପାଦନା

 
The Roosevelts with George VI and Queen Elizabeth, sailing from Washington, D.C., to Mount Vernon on the USS Potomac during the first U.S. visit of a reigning British Monarch (June 9, 1939)

.[୨]

 
Foreign trips of Roosevelt during his presidency.
 
Roosevelt and Winston Churchill aboard HMS Prince of Wales for 1941 Atlantic Charter meeting.

Post-war planning ସମ୍ପାଦନା

 
Churchill, FDR, and Stalin at Yalta, two months before Roosevelt's death

Election of 1944 ସମ୍ପାଦନା

 
Democratic campaign poster of 1944 with Roosevelt and Truman
 
Eleanor Roosevelt and Mary McLeod Bethune, a member of Roosevelt's Black Cabinet (a key advisory group on race relations).

Appendix ସମ୍ପାଦନା

Cabinet ସମ୍ପାଦନା

Media ସମ୍ପାଦନା

Endmatter ସମ୍ପାଦନା

Notes ସମ୍ପାଦନା

  1. It was common for boys to wear what was considered "gender-neutral" clothing, thus boys wore dresses up until they were 6 or 7.[୧]

References ସମ୍ପାଦନା

  1. "When Did Girls Start Wearing Pink?". Smithsonian. 2011-04-17.
  2. Dallek 1995, p. 273.

Bibliography ସମ୍ପାଦନା

Biographical ସମ୍ପାଦନା

Scholarly topical studies ସମ୍ପାଦନା

Foreign policy and World War II ସମ୍ପାଦନା

Criticism ସମ୍ପାଦନା

FDR's rhetoric ସମ୍ପାଦନା

Primary sources ସମ୍ପାଦନା

External links ସମ୍ପାଦନା

Project Gutenberg