ଫ୍ରାଙ୍କଲିନ ଡି ରୁଜଭେଲଟ
ଫ୍ରାଙ୍କଲିନ ଡି॰ରୁଜଭେଲଟ ( ଜାନୁୟାରୀ ୩୦ , ୧୮୮୨-ଏପ୍ରିଲ ୧୨, ୧୯୪୫ ) , ଜଣେ ଆମେରିକୀୟ ନାଗରିକ ତଥା ରାଜନୈତିକ ନେତା , ଯିଏ ଆମେରିକା ଯୁକ୍ତରାଷ୍ଟ୍ରର ୩୨ ତମ ରାଷ୍ଟ୍ରପତି ଭାବରେ ୧୯୩୩ରୁ ୧୯୪୫ ପର୍ଯ୍ୟନ୍ତ ଥିଲେ । ଜେନ ଗଣତନ୍ତ୍ର ବାଦୀ ଭାବରେରେ ରେକର୍ଡ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଇଥିଲେ ଏବଂ ୧୯୩୨ ପରେ ସେ ତାଙ୍କ ଦଳର ଅପ୍ରତିଦ୍ୱନ୍ଦୀ ନେତା ଭାବରେ ରହିବା ସହ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ସାରା ପୃଥିବୀର ଜେନ କେନ୍ଦ୍ରୀୟ ବ୍ୟକ୍ତିତ୍ୱ ରହିଥିଲେ । ସେହି ସମୟ ମଧ୍ୟରେ ବିଶ୍ୱବ୍ୟାପି ଅର୍ଥନୈତିକ ମାନ୍ଦା ଅବସ୍ଥା ତଥା ସମ୍ପୂର୍ଣ ଯୁଦ୍ଧ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଦୃଢ ନେତୃତ୍ୱ ଦେଇ ପାରିଥିଲେ । ତାଙ୍କ ପ୍ରାୟୋଜିତ ଉପଶମ , ପୁନରୁଦ୍ଧାର ଏବଂ ସଂସ୍କାର କାର୍ଯ୍ୟକ୍ରମ ଯାହା " ନୂତନ ବ୍ୟବସ୍ଥା " ଭାବରେ ପରିଚିତ ଥିଲା , ସେଥିରେ ସାଯୁକ୍ତ ସରକାର ରାଷ୍ଟ୍ରର ଅର୍ଥନୀତି ସହିତ ବିସୃତ ଭାବରେ ଜଡିତ କରି ଥିଲେ । ଡେମୋକ୍ରାଟ ଦଳର ଜଣେ ପ୍ରଭାବଶାଳି ନେତା ହିସାବରେ ସେ ମିଳିତ ଶ୍ରମିକ ସଂଘ , ଗୋରା ମୂଳ ଅଧିବାସୀ , ଆଫ୍ରିକୀୟ ଆମେରିକାନ , ଉତ୍ତରାଞ୍ଚଳ ଆମେରିକାର ଗ୍ରାମୀଣ ଗୋରା ଅଧିବାସୀ ସମସ୍ତଙ୍କୁ ଏକଜୁଟ କରି ଏକ ' ନୂତନ ବ୍ୟବସ୍ଥାପିତ ସଂଘ ' ଗଠନ କରିଥିଲେ , ଯାହାକି ଡେମୋକ୍ରାଟ ଦଳର ପୂର୍ଣା ସମର୍ଥନ ହାସଲ କରିଥିଲା । ତାଙ୍କ ସମୟକାଳ ମଧ୍ୟରେ ଆମେରିକୀୟ ରାଜନୀତିରେ ପୁନଃ - ସମୀକରଣ ଘଟି ' ପଞ୍ଚମ ଦଳୀୟ ବ୍ୟବସ୍ଥା 'ର ଅୟମାରମ୍ଭ ହେଇ ବିଂଶ ଶତାବ୍ଦୀର ତୃତୀଯାଂଶରେ ଆମେରିକୀୟ ଉଦରବାଦୀତ୍ୱର ବିସ୍ତାର ହେଇଥିଲା ।

- Anna Eleanor Roosevelt (May 3, 1906 – December 1, 1975)
- James Roosevelt II (December 23, 1907 – August 13, 1991)
- Franklin Roosevelt (March 18, 1909 – November 7, 1909)
- Elliott Roosevelt (September 23, 1910 – October 27, 1990)
- Franklin Delano Roosevelt, Jr. (August 17, 1914 – August 17, 1988)
- John Aspinwall Roosevelt II (March 13, 1916 – April 27, 1981)
ପୂର୍ବ ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ
ରାଜ୍ୟ ସିନେଟର ଓ ତାମ୍ମ୍ନି ପ୍ରତିପକ୍ଷ୍ୟସମ୍ପାଦନ କରନ୍ତୁ
ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରଚାର ସମ୍ପାଦନ କରନ୍ତୁ
Polioସମ୍ପାଦନ କରନ୍ତୁ
ନ୍ୟୁୟର୍କର ଗଭର୍ଣର ( ୧୯୨୯-୩୨)ସମ୍ପାଦନ କରନ୍ତୁ
ପ୍ରଥମ କାର୍ଯ୍ୟକାଳ , ୧୯୩୩-୩୭ସମ୍ପାଦନ କରନ୍ତୁ
Second New Deal, 1935–36ସମ୍ପାଦନ କରନ୍ତୁ
Foreign policy, 1937–41ସମ୍ପାଦନ କରନ୍ତୁ
.[୨]
Post-war planningସମ୍ପାଦନ କରନ୍ତୁ
Election of 1944ସମ୍ପାଦନ କରନ୍ତୁ
Appendixସମ୍ପାଦନ କରନ୍ତୁ
Cabinetସମ୍ପାଦନ କରନ୍ତୁ
Mediaସମ୍ପାଦନ କରନ୍ତୁ
Endmatterସମ୍ପାଦନ କରନ୍ତୁ
Notesସମ୍ପାଦନ କରନ୍ତୁ
Referencesସମ୍ପାଦନ କରନ୍ତୁ
- ↑ "When Did Girls Start Wearing Pink?". Smithsonian. 2011-04-17.
- ↑ Dallek 1995, p. 273.
Bibliographyସମ୍ପାଦନ କରନ୍ତୁ
Biographicalସମ୍ପାଦନ କରନ୍ତୁ
Scholarly topical studiesସମ୍ପାଦନ କରନ୍ତୁ
Foreign policy and World War IIସମ୍ପାଦନ କରନ୍ତୁ
Criticismସମ୍ପାଦନ କରନ୍ତୁ
FDR's rhetoricସମ୍ପାଦନ କରନ୍ତୁ
Primary sourcesସମ୍ପାଦନ କରନ୍ତୁ
External linksସମ୍ପାଦନ କରନ୍ତୁ
- Finding Aid to Franklin Delano Roosevelt Collection, 1914-1945 at the New York State Library, accessed May 18, 2016.
- Franklin Delano Roosevelt: A Resource Guide from the Library of Congress
- "Life Portrait of Franklin D. Roosevelt", from C-SPAN's American Presidents: Life Portraits, October 11, 1999
- The Presidents: FDR – an American Experience documentary
- ଫ୍ରାଙ୍କଲିନ ଡି ରୁଜଭେଲଟ at Curlie
- Works by Franklin Delano Roosevelt at Project Gutenberg
Project Gutenberg
- Works by or about ଫ୍ରାଙ୍କଲିନ ଡି ରୁଜଭେଲଟ at Internet ArchiveInternet Archive