"ଟ୍ରୋପିକାମାଇଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ରୋପିକାମାଇଡ ଏକ ନୂଆ ବିଷୟ ଲେଖାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୪୧ କ ଧାଡ଼ି:
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବ‌ହାର -->
'''ଟ୍ରୋପିକାମାଇଡ''' (ଇଂରାଜୀ ଭାଷାରେ '''Tropicamide''', ଏକ ବିକ୍ରୟ ନାମ '''ମାଇଡ୍ରିଆସିଲ''', ଏକ ମାଇଡ୍ରିଆଟିକ ବା ଆଖି ପିତୁଳାକୁ [[ବିଷ୍ଫାରିତକାରକ|ବିଷ୍ଫାରିତ କରୁଥିବା]] ଔଷଧ ([[:en:mydriatic|dilate the pupil]]) ଓ ଏହାଦ୍ୱାରା ଆଖି ପରୀକ୍ଷା ([[:en:examination of the eye|examination of the eye]]) ସୁଗମ ହୁଏ ।<ref name=AHFS2016/> ବିଶେଷତଃ ଫଣ୍ଡସ୍ ([[:en:fundus (eye)|back of the eye]]) ବା ଆଖିର ପୃଷ୍ଠଭାଗର ପରୀକ୍ଷା ସ‌ହଜସାଧ୍ୟ ହୁଏ ।<ref name=WHO2008>{{cite book|title=WHO Model Formulary 2008|date=2009|publisher=World Health Organization|isbn=9789241547659|page=314|url=http://apps.who.int/medicinedocs/documents/s16879e/s16879e.pdf|accessdate= 8 December 2016}}</ref> ଏହା [[ଆଖି ଡ୍ରପ]] ([[:en:eye drops|eye drops]]) ଆକାରରେ ବ୍ୟବ‌ହାର କରାଯାଏ ।<!-- <ref name=AHFS2016/> --> ଏହାର ପ୍ରଭାବ ୪୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ରହେ । <ref name=AHFS2016/>
 
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଟ୍ରୋପିକାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ [[ଝାପସା ଦୃଷ୍ଟି]] ([[:en:blurry vision|blurry vision]]), [[ଅଧିକ ଚକ୍ଷୁ ଆଭ୍ୟନ୍ତରୀଣ ଚାପ]] ([[:en:increased intraocular pressure|increased intraocular pressure]]) ଓ ଆଲୋକ ସମ୍ବେଦନଶୀଳତା ଆଦି ଲକ୍ଷଣମାନ ଦେଖାଯାଆନ୍ତି ।<!-- <ref name=AHFS2016/> --> କ୍ୱଚିତ ଦେଖାଯାଉଥିବା ଅନ୍ୟ ଏକ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ [[ସାଇକୋସିସ]] ([[:en:psychosis|psychosis]]) ବିଶେଷତଃ ପିଲାମାନଙ୍କର ହୋଇପାରେ ।<ref name=AHFS2016/> [[ଗର୍ଭାବସ୍ଥା]]ରେ ଏହାର ପ୍ରୟୋଗଦ୍ୱାରା ଶିଶୁର ନିରାପତ୍ତା ବିଷୟରେ ସ୍ପଷ୍ଟ କିଛି ଜଣାଯାଇନାହିଁ । <ref>{{cite web|title=Tropicamide ophthalmic Use During Pregnancy {{!}} Drugs.com|url=https://www.drugs.com/pregnancy/tropicamide-ophthalmic.html|website=www.drugs.com|accessdate=28 December 2016}}</ref> ଏହା [[ଆଣ୍ଟିକୋଲିନର୍ଜିକ]] ([[:en:anticholinergic|anticholinergic]] ) ଶ୍ରେଣୀର [[ଆଣ୍ଟିମସ୍କାରାଇନିକ]] ([[:en:antimuscarinic|antimuscarinic]] ) ବିଭାଗର ଏକ ଔଷଧ ।<!-- <ref name=AHFS2016/> --> ଏହି ଔଷଧଦ୍ୱାରା ଚକ୍ଷୁର ମାଂସପେଶୀଗୁଡ଼ିକ ସମ୍ବେଦନରହିତ ହୋଇଯାଆନ୍ତି ।<ref name=AHFS2016/>
 
== ଆଧାର ==