"ସିକ୍ଲୋସ୍ପୋରିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୬୩ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା -->
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁଣ୍ଡବଥା, [[ବୃକ୍‌କ ସମସ୍ୟା]] ([[:en:kidney problems|kidney problems]]), ଅତ୍ୟଧିକ ଲୋମ ବୃଦ୍ଧି ଓ ବାନ୍ତି ହୋଇପାରେ । <!-- <ref name=AHFS2016/> --> ପ୍ରତିକ୍ରିୟା ସାଂଘାତିକ ହେଲେ ସଂକ୍ରମଣ ସଂକଟ, ଯକୃତ ସମସ୍ୟା ଓ ଅଧିକ [[ଲିମ୍ଫୋମା]] ସଙ୍କଟ ରହେ ।<!-- <ref name=AHFS2016/> --> ପ୍ରତିକ୍ରିୟା ସଙ୍କଟ କମେଇବା ନିମନ୍ତେ ରକ୍ତରେ ଔଷଧର ସ୍ତର ତଦାରଖ କରିବା ଆବଶ୍ୟକ । <ref name=AHFS2016/> [[ଗର୍ଭାବସ୍ଥା]]ରେ [[ଅପରିପକ୍ୱ ଜନ୍ମ]] ([[:en:preterm birth|preterm birth]]) ସଙ୍କଟ ରହେ କିନ୍ତୁ [[ଜନ୍ମ ତୃଟି]] ([[:en:birth defects|birth defects]]) ରହିବା ଜଣାଯାଏନାହିଁ ।<ref>{{cite web|title=Cyclosporine Use During Pregnancy|url=https://www.drugs.com/pregnancy/cyclosporine.html|website=www.drugs.com|accessdate=20 December 2016}}</ref>
 
<!-- କାର୍ଯ୍ୟବିଧି -->
[[ଲିମ୍ଫୋସାଇଟ]]ମାନଙ୍କ ([[:en:lymphocytes|lymphocytes]]) କାମ କମ୍ କରେଇ ସିକ୍ଲୋସ୍ପୋରିନ କାର୍ଯ୍ୟକ୍ଷମ ହୁଏ ।<ref name=AHFS2016/> ଏହା [[ସାଇକ୍ଲୋଫିଲିନ]] ([[:en:cyclophilin|cyclophilin]]) ସ‌ହିତ ଏକ ଯୌଗିକ ସୃଷ୍ଟି କରି [[କାଲସିନିଉରିନ]]ର ([[:en:calcineurin|calcineurin]]) [[ଫସଫାଟେଜ]] ([[:en:phosphatase|phosphatase]]) କ୍ରିୟା ଅବରୋଧ କରେ ଯାହାଦ୍ୱାରା[[ଟି-ସେଲ|ଟି-ଲିମ୍ଫୋସାଇଟ]]ମାନଙ୍କ ([[:en:T cell|T‐lymphocytes|]]) [[ପ୍ରଦାହକାରୀ ସାଇଟିକାଇନସ]] ([[:en:inflammatory cytokine|inflammatory cytokine]]) ପ୍ରସ୍ତୁତି କମିଯାଏ । <ref name="Matsuda_2000" />
 
== ଆଧାର ==