"ସିକ୍ଲୋସ୍ପୋରିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଔଷଧ using HotCat
ଅଧିକ ତ‌ଥ୍ୟ ଦିଆଗଲା
୬୦ କ ଧାଡ଼ି:
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବ‌ହାର -->
'''ସିକ୍ଲୋସ୍ପୋରିନ''' (ଇଂରାଜୀ ଭାଷାରେ '''Ciclosporin''', ଅନ୍ୟ ଉଚ୍ଚାରଣ '''ସାଇକ୍ଲୋସ୍ପୋରିନ'''/'''cyclosporine''' ବା '''cyclosporin''', ଏକ ରୋଗ [[ପ୍ରତିହତକାରୀ ଔଷଧ]] ([[:en:immunosuppressant medication|immunosuppressant medication]]) ଓ ଏକ ପ୍ରାକୃତିକ ପଦାର୍ଥ ([[:en:natural product|natural product]]) ।<ref name=WHO2008>{{cite book | title = WHO Model Formulary 2008 | date = 2009 | publisher = World Health Organization | isbn = 9789241547659 | page = 221 | url = http://apps.who.int/medicinedocs/documents/s16879e/s16879e.pdf | accessdate= 8 December 2016}}</ref> [[ରିଉମାଟଏଡ ଆର୍ଥ୍ରାଇଟିସ]], [[ସୋରିଆସିସ]], [[କ୍ରନ୍ ରୋଗ]], [[ନେଫ୍ରୋଟିକ ସିଣ୍ଡ୍ରୋମ]] ([[:en:nephrotic syndrome|nephrotic syndrome]]) ରୋଗମାନଙ୍କରେ ଓ ପରିତ୍ୟକ୍ତ ([[:en:transplant rejection|rejection]]) ନ ହେବା ନିମନ୍ତେ [[ଅଙ୍ଗ ପ୍ରତିରୋପଣ]] ([[:en:organ transplant|organ transplant]]) ଆଦି ଅବସ୍ଥାରେ ଏହା ପାଟିରେ ବା [[ଶିରାଭ୍ୟନ୍ତର ଇଞ୍ଜେକସନ]] ([[:en:intravenous|injection into a vein]]) ଆକାରରେ ଦିଆଯାଏ ।<ref name=AHFS2016>{{cite web|title=Cyclosporine|url=https://www.drugs.com/monograph/cyclosporine.html|publisher=The American Society of Health-System Pharmacists|accessdate= 8 December 2016}}</ref><ref name=WHO2008/> ଏହା [[କେରାଟୋକଞ୍ଜଙ୍କଟିଭାଇଟିସ ସିକା]] ([[:en:keratoconjunctivitis sicca|keratoconjunctivitis sicca]]) ବା ଶୁଷ୍କ ଆଖିରେ ଟୋପା ବା ଡ୍ରପ୍ ([[:en:eye drops|eye drops]]) ଆକାରରେ ପକାଯାଏ । <ref name=AHFS2016B>{{cite web | title =Cyclosporine eent | url = https://www.drugs.com/monograph/cyclosporine-eent.html | publisher = The American Society of Health-System Pharmacists | accessdate = 8 December 2016}}</ref>
 
<!-- ପାର୍ଶ୍ୱ ପ୍ରତିକ୍ରିୟା -->
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁଣ୍ଡବଥା, [[ବୃକ୍‌କ ସମସ୍ୟା]] ([[:en:kidney problems|kidney problems]]), ଅତ୍ୟଧିକ ଲୋମ ବୃଦ୍ଧି ଓ ବାନ୍ତି ହୋଇପାରେ । <!-- <ref name=AHFS2016/> --> ପ୍ରତିକ୍ରିୟା ସାଂଘାତିକ ହେଲେ ସଂକ୍ରମଣ ସଂକଟ, ଯକୃତ ସମସ୍ୟା ଓ ଅଧିକ [[ଲିମ୍ଫୋମା]] ସଙ୍କଟ ରହେ ।<!-- <ref name=AHFS2016/> --> ପ୍ରତିକ୍ରିୟା ସଙ୍କଟ କମେଇବା ନିମନ୍ତେ ରକ୍ତରେ ଔଷଧର ସ୍ତର ତଦାରଖ କରିବା ଆବଶ୍ୟକ । <ref name=AHFS2016/> [[ଗର୍ଭାବସ୍ଥା]]ରେ [[ଅପରିପକ୍ୱ ଜନ୍ମ]] ([[:en:preterm birth|preterm birth]]) ସଙ୍କଟ ରହେ କିନ୍ତୁ [[ଜନ୍ମ ତୃଟି]] ([[:en:birth defects|birth defects]]) ରହିବା ଜଣାଯାଏନାହିଁ ।<ref>{{cite web|title=Cyclosporine Use During Pregnancy|url=https://www.drugs.com/pregnancy/cyclosporine.html|website=www.drugs.com|accessdate=20 December 2016}}</ref>
 
== ଆଧାର ==