"ନାଇଟ୍ରୋଗ୍ଲିସେରିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୬୦ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ନାଇଟ୍ରୋଗ୍ଲିସେରିନର ପାର୍ଶ୍ୱ ପ୍ରତିକ୍ରିୟାରେ [[ମୁଣ୍ଡବଥା]] ଓ ନିମ୍ନ ରକ୍ତଚାପ ([[:en:low blood pressure|low blood pressure]]) ଆଦି ଲକ୍ଷଣ ଦେଖାଯାଏ ।<!-- <ref name=AHFS2016/> --> ନିମ୍ନ ରକ୍ତଚାପ ସାଂଘାତିକ ହୋଇପାରେ ।<!-- <ref name=AHFS2016/> --> [[ଗର୍ଭାବସ୍ଥା]]ରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।<!-- <ref name=AHFS2016/> --> [[ସିଲଡେନାଫିଲ]] ([[:en:sildenafil|sildenafil]]) ଶ୍ରେଣୀର ଔଷଧ ସ‌ହିତ ଏହା ଦିଆଯାଏନାହିଁ ।<!-- <ref name=AHFS2016/> --> [[ନାଇଟ୍ରେଟ]] ([[:en:nitrate (pharmacology)|nitrate]]) ଶ୍ରେଣୀର ଏହି ନାଇଟ୍ରୋଗ୍ଲିସେରିନ ଏକ ସଭ୍ୟ ।<!-- <ref name=AHFS2016/> --> ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ହୋଇନଥିଲେ ମଧ୍ୟ [[ଭାସୋଡାଇଲେସନ|ରକ୍ତନଳୀ]]କୁ ସ୍ଫୀତ ([[:en:vasodilation|dilating blood vessels]]) କରି କାମ କରୁଥିବା ବିଶ୍ୱାସ କରାଯାଏ । <ref name=AHFS2016/>
 
<!-- ଇତିହାସ, ସମାଜ ଓ ସଂସ୍କୃତି -->
ନାଇଟ୍ରୋଗ୍ଲିସେରିନ ବିଷୟ ସନ ୧୮୪୬ ଭଳି ପ୍ରାକ୍‌କାଳରେ ଲିପିବଦ୍ଧ ହୋଇଥିଲା ଓ ଏହା ଡାକ୍ତରୀ ବ୍ୟବ‌ହାରରେ ସନ ୧୮୭୮ରୁ ଆରମ୍ଭ ହୋଇଥିଲା ।<ref name=Fis2006>{{cite book|last1=Fischer|first1=Janos|last2=Ganellin|first2=C. Robin|title=Analogue-based Drug Discovery|date=2006|publisher=John Wiley & Sons|isbn=9783527607495|page=454|url=https://books.google.ca/books?id=FjKfqkaKkAAC&pg=PA454|language=en}}</ref><ref name=Rav2011>{{cite book|last1=Ravina|first1=Enrique|title=The Evolution of Drug Discovery: From Traditional Medicines to Modern Drugs|date=2011|publisher=John Wiley & Sons|isbn=9783527326693|page=153|url=https://books.google.ca/books?id=iDNy0XxGqT8C&pg=PA153|language=en}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO19th>{{cite web|title=WHO Model List of Essential Medicines (19th List)|url=http://www.who.int/medicines/publications/essentialmedicines/EML_2015_FINAL_amended_NOV2015.pdf?ua=1|work=World Health Organization|accessdate=8 December 2016|date=April 2015}}</ref> [[ବିକାଶଶୀଳ ଦେଶ]]ମାନଙ୍କରେ ([[:en:developing world|developing world]]) ଜିଭ ତଳେ ରଖାଯଉଥିବା ଏହି ଔଷଧର ଏକ ଡୋଜର କ୍ରୟ ମୂଲ୍ୟ ୦.୦୬ରୁ ୦.୨୨ ଆମେରିକୀୟ ଡଲାର ।<ref name=ERC2014>{{cite web|title=Glyceryl Trinitrate|url=http://erc.msh.org/dmpguide/resultsdetail.cfm?language=english&code=GLY05T&s_year=2014&year=2014&str=0%2E5%20mg&desc=Glyceryl%20Trinitrate&pack=new&frm=TAB-CAP&rte=SL&class_code2=12%2E1%2E&supplement=&class_name=%2812%2E1%2E%29Antianginal%20medicines%3Cbr%3E|website=International Drug Price Indicator Guide|accessdate=8 December 2016}}</ref> ଏହା ରାସାୟନିକ ବିଷ୍ଫୋଟକ [[ନାଇଟ୍ରୋଗ୍ଲିସେରିନ]] ([[:en:nitroglycerin|nitroglycerin]]) ଆକାରରେ ମଧ୍ୟ ବ୍ୟବ‌ହାର କରାଯାଏ ।<ref name=Rav2011/>
 
== ଆଧାର ==