"ନାଇଟ୍ରୋଗ୍ଲିସେରିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଔଷଧ using HotCat
ଅଧିକ ତ‌ଥ୍ୟ ଦିଆଗଲା
୭ କ ଧାଡ଼ି:
| image = Nitroglycerin.svg
| image2 = Nitrogylcerin (3D ball-and-stick model).png
| drug_name = Nitroglycerinନାଇଟ୍ରୋଗ୍ଲିସେରିନ
 
<!--Clinical data-->
୫୭ କ ଧାଡ଼ି:
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବ‌ହାର -->
'''ନାଇଟ୍ରୋଗ୍ଲିସେରିନ''' (ଇଂରାଜୀ ଭାଷାରେ '''Nitroglycerin''', ଅନ୍ୟ ନାମ '''ଗ୍ଲିସେରିଲ ଟ୍ରାଇନାଇଟ୍ରେଟ'''/'''glyceryl trinitrate''' ବା '''GTN''') ଏକ ଔଷଧ ଯାହା [[ହୃଦ୍‌ପାତ]], [[ଉଚ୍ଚ ରକ୍ତଚାପ]] ([[:en:high blood pressure|high blood pressure]]) ମାନଙ୍କର ଚିକିତ୍ସା ନିମନ୍ତେ ଓ [[ଆଞ୍ଜାଇନା ପେକ୍ଟୋରିସ]] ([[:en:angina pectoris|chest pain from not enough blood flow to the heart]]) ରୋଗର ପ୍ରତିଷେଧ ତ‌ଥା ଚିକିତ୍ସା ନିମନ୍ତେ ବ୍ୟବ‌ହାର ହୁଏ । <!-- <ref name=AHFS2016/> --> କୋକେନ ([[:en:cocaine|cocaine]]) ଯୋଗୁ ହେଉଥିବା ଛାତି ଯନ୍ତ୍ରଣା ଓ [[ହୃଦ୍‌ଘାତ]] ରୋଗରେ ମଧ୍ୟ ଏହି ଔଷଧ ଦିଆଯାଏ । <!-- <ref name=AHFS2016/> --> ଏହା ଜିଭ ତଳେ ଦିଆଯାଏ, ଚର୍ମରେ ଲଗାଯାଏ ଓ ଶିରାଭ୍ୟନ୍ତରରେ ମଧ୍ୟ ଦିଆଯାଏ । <ref name=AHFS2016>{{cite web|title=Nitroglycerin|url=https://www.drugs.com/monograph/nitroglycerin.html|publisher=The American Society of Health-System Pharmacists|accessdate= 8 December 2016}}</ref>
 
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ନାଇଟ୍ରୋଗ୍ଲିସେରିନର ପାର୍ଶ୍ୱ ପ୍ରତିକ୍ରିୟାରେ [[ମୁଣ୍ଡବଥା]] ଓ ନିମ୍ନ ରକ୍ତଚାପ ([[:en:low blood pressure|low blood pressure]]) ଆଦି ଲକ୍ଷଣ ଦେଖାଯାଏ ।<!-- <ref name=AHFS2016/> --> ନିମ୍ନ ରକ୍ତଚାପ ସାଂଘାତିକ ହୋଇପାରେ ।<!-- <ref name=AHFS2016/> --> [[ଗର୍ଭାବସ୍ଥା]]ରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।<!-- <ref name=AHFS2016/> --> [[ସିଲଡେନାଫିଲ]] ([[:en:sildenafil|sildenafil]]) ଶ୍ରେଣୀର ଔଷଧ ସ‌ହିତ ଏହା ଦିଆଯାଏନାହିଁ ।<!-- <ref name=AHFS2016/> --> [[ନାଇଟ୍ରେଟ]] ([[:en:nitrate (pharmacology)|nitrate]]) ଶ୍ରେଣୀର ଏହି ନାଇଟ୍ରୋଗ୍ଲିସେରିନ ଏକ ସଭ୍ୟ ।<!-- <ref name=AHFS2016/> --> ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ହୋଇନଥିଲେ ମଧ୍ୟ [[ଭାସୋଡାଇଲେସନ|ରକ୍ତନଳୀ]]କୁ ସ୍ଫୀତ ([[:en:vasodilation|dilating blood vessels]]) କରି କାମ କରୁଥିବା ବିଶ୍ୱାସ କରାଯାଏ । <ref name=AHFS2016/>
 
== ଆଧାର ==