"ଡାରୁନାଭିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୬୦ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଏହାର ସାଧାରଣ ପ୍ରତିକ୍ରିୟା ମଧ୍ୟରେ [[ତରଳ ଝାଡ଼ା]], [[ଅଇ]] ([[:en:nausea|nausea]]), [[ପେଟ ଯନ୍ତ୍ରଣା]] ([[:en:abdominal pain|abdominal pain]]), [[ମୁଣ୍ଡବଥା]] ଓ ରାସ ([[:en:rash|rash]]) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । <!-- <ref name=AHFS2016/> -->ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ [[ଆଲର୍ଜି]], [[ଯକୃତ]] ସମସ୍ୟା ([[:en:liver problems|liver problems]]) ଓ [[ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ]] ([[:en:toxic epidermal necrolysis|toxic epidermal necrolysis]]) ଆଦି ଲକ୍ଷଣ ଦେଖାଯାଏ&nbsp;।<ref name=AHFS2016/> ଉପ‌ଯୁକ୍ତ ଅନୁଧ୍ୟାନ କରାଯାଇନଥିଲେ ମଧ୍ୟ ଏହା [[ଗର୍ଭାବସ୍ଥା]]ରେ ଶିଶୁ ପ୍ରତି ନିରାପଦ ଜଣାଯାଏ ।<ref>{{cite web|title=Darunavir (Prezista) Use During Pregnancy|url=https://www.drugs.com/pregnancy/darunavir.html|website=www.drugs.com|accessdate=4 December 2016}}</ref>ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଏକ ଔଷଧ ଯାହା [[ଏଚଆଇଭି ପ୍ରୋଟିଏଜ]]କୁ ([[:en:HIV protease|HIV protease]]) ଅବରୋଧ କରି କାମ କରେ ।<ref name=AHFS2016/>
 
<!-- ଇତିହାସ ଓ ସଂସ୍କୃତି -->
ସନ ୨୦୦୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାରୁନାଭିର ସ୍ୱୀକୃତିପ୍ରାପ୍ତ ହେଲା ।<ref name=AHFS2016/> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref>{{cite web|url=http://www.who.int/medicines/publications/essentialmedicines/EML2015_8-May-15.pdf|title=19th WHO Model List of Essential Medicines (April 2015)|date=April 2015|publisher=WHO|accessdate=May 10, 2015}}</ref> ସନ ୨୦୧୫ସୁଦ୍ଧା ଏହା [[ଜେନେରିକ ଔଷଧ]] ନାମରେ ଉପଲବ୍‌ଧ ହୋଇନାହିଁ ।<ref name=Ric2015/> ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୬୬ ଆମେରିକୀୟ ଡଲାର ।<ref>{{cite web|title=Darunavir|url=http://erc.msh.org/dmpguide/resultsdetail.cfm?language=english&code=DARU300T&s_year=2014&year=2014&str=300%20mg&desc=Darunavir&pack=new&frm=TAB-CAP&rte=PO&class_code2=06%2E4%2E2%2E3&supplement=&class_name=%2806%2E4%2E2%2E3%29Protease%20inhibitors%3Cbr%3E|website=International Drug Price Indicator Guide|accessdate=28 November 2016}}</ref> ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ୨୦୦ଆମେରିକୀୟ ଡଲାର ।<ref name=Ric2015>{{cite book|last1=Hamilton|first1=Richart|title=Tarascon Pocket Pharmacopoeia 2015 Deluxe Lab-Coat Edition|date=2015|publisher=Jones & Bartlett Learning|isbn=9781284057560|page=69}}</ref>
 
== ଆଧାର ==