"ଶନି ଶିଙ୍ଗଣାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Aditya Mahar ପୃଷ୍ଠାଟିକୁ ଶନିଦେବ, ଶିଙ୍ଗଣାପୁରରୁ ଶନି ଶିଙ୍ଗଣାପୁରକୁ ଘୁଞ୍ଚାଇଲେ: ଠିକ ନାମ
No edit summary
୬୮ କ ଧାଡ଼ି:
<sup>'''‡'''</sup>[http://www.fallingrain.com/world/IN/16/Sonai.html Falling grain]
}}
'''ଶନି ଶିଙ୍ଗଣାପୁର''' ହେଉଛି<ref name = "TOI">{{cite news|url=http://timesofindia.indiatimes.com/articleshow/3096822.cms |title=TOI |publisher=Timesofindia.indiatimes.com |date=2008-06-03 |accessdate=2010-08-30 |first1=Vasundhara |last1=Sanger}}</ref> ମହାରାଷ୍ଟ୍ରର ଏକ ଗାଁ । ଏହି ଗ୍ରାମରେ ଶନିଦେବଙ୍କର ପ୍ରମୁଖ ପୀଠ ଅଛି । ଭାରତରେ ଶନିଦେବଙ୍କର ଅନେକ ପୀଠ ମଧ୍ୟରେ ଶିଙ୍ଗଣାପୁର ପ୍ରମୁଖ କ୍ଷେତ୍ର । ଏହା [[ମହାରାଷ୍ଟ୍ର]]ର [[ଅହମଦନଗର ଜିଲ୍ଲା]]ର ଉତ୍ତରରେ ୩୫ କି.ମି ଦୂର ନେବାସା ପଞ୍ଚାୟତର ଶିଙ୍ଗଣାପୁରଠାରେ ଅବସ୍ତିତ । <ref>http://www.shanishinganapur.com/</ref><ref>http://www.shanidev.com/about-us.html</ref> ଏଠାରେ ଶନିଦେବଶିଙ୍ଗଣାପୁର ଅଛନ୍ତିଏଥିପାଇଁ କିନ୍ତୁମଧ୍ୟ ମନ୍ଦିରପ୍ରସିଦ୍ଧ ନାହିଁଯେ ,ଗାଁର ଘରକୈଣସି ଅଛିଘରେ କିନ୍ତୁକବାଟ ଘରର କବାଟଥାଇ ନାହିଁକେବଳ ,ଦୁଆରବନ୍ଧ ଗଛଅଛି। ଅଛିଏହାସତ୍ତ୍ଵେ କିନ୍ତୁସୂଚନା ଗଛରଛାଇଅନୁସାରେ ନାହିଁ ୨୦୧୦ ମସିହା ପର୍ଯ୍ୟନ୍ତ କୈଣସି ଚୋରୀ ହୋଇନାହି।
== ମୁର୍ତ୍ତି ==
ଶନିଦେବଙ୍କର ସ୍ଵୟମ୍ଭୁ ମୂର୍ତ୍ତି କଳାରଙ୍ଗର । ୫ ଫୁଟ ୯ ଇଞ୍ଚ ଉଚ୍ଚତା ଏବଂ ୧ ଫୁଟ ୬ ଇଞ୍ଚ ପ୍ରସ୍ତ ବିଶିଷ୍ଟ ଶନିଦେବଙ୍କର ପ୍ରତିମା ଖୋଲା ସ୍ଥାନରେ ବିରାଜମାନ ।