ଶନି ଶିଙ୍ଗଣାପୁର

ଭାରତର ଏକ ଗାଆଁ
(ଶନିଦେବ, ଶିଙ୍ଗଣାପୁରରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଶନିଦେବ
ସୋନାଇ
ଗାଁ
ଦେଶ ଭାରତ
ରାଜ୍ୟମହାରାଷ୍ଟ୍ର
ଜିଲ୍ଲାଅହମଦନଗର
TalukasNevasa
Area
 • ସମୁଦାୟ82.36 km2 (31.80 sq mi)
Elevation
499 m (1,637 ft)
ଭାଷା
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
414105
ଦୁରଭାଷ କୋଡ02427
ଅହମଦନଗରଠାରୁ ଦୂରତା35 kilometres (22 mi)
ଔରଙ୍ଗାବାଦଠାରୁ ଦୂରତା84 kilometres (52 mi)
ଶିରିଡିଠାରୁ ଦୂରତା60 kilometres (37 mi)
Maharashtra Govt. gazetteer Website Falling grain

ଶନି ଶିଙ୍ଗଣାପୁର [୧] ମହାରାଷ୍ଟ୍ରର ଏକ ଗାଁ । ଏହି ଗ୍ରାମରେ ଶନିଦେବଙ୍କର ପ୍ରମୁଖ ପୀଠ ଅଛି । ଭାରତରେ ଶନିଦେବଙ୍କର ଅନେକ ପୀଠ ମଧ୍ୟରେ ଶିଙ୍ଗଣାପୁର ପ୍ରମୁଖ କ୍ଷେତ୍ର । ଏହା ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ଉତ୍ତରରେ ୩୫ କି.ମି ଦୂର ନେବାସା ପଞ୍ଚାୟତର ଶିଙ୍ଗଣାପୁରଠାରେ ଅବସ୍ତିତ । [୨][୩] ଶିଙ୍ଗଣାପୁର ଏଥିପାଇଁ ମଧ୍ୟ ପ୍ରସିଦ୍ଧ ଯେ ଗାଁର କୈଣସି ଘରେ କବାଟ ନ ଥାଇ କେବଳ ଦୁଆରବନ୍ଧ ଅଛି। ଏହାସତ୍ତ୍ୱେ ସୂଚନା ଅନୁସାରେ ୨୦୧୦ ମସିହା ପର୍ଯ୍ୟନ୍ତ କୈଣସି ଚୋରୀ ହୋଇନାହି।

ମୁର୍ତ୍ତି ସମ୍ପାଦନା

ଶନିଦେବଙ୍କର ସ୍ୱୟମ୍ଭୁ ମୂର୍ତ୍ତି କଳାରଙ୍ଗର । ୫ ଫୁଟ ୯ ଇଞ୍ଚ ଉଚ୍ଚତା ଏବଂ ୧ ଫୁଟ ୬ ଇଞ୍ଚ ପ୍ରସ୍ତ ବିଶିଷ୍ଟ ଶନିଦେବଙ୍କର ପ୍ରତିମା ଖୋଲା ସ୍ଥାନରେ ବିରାଜମାନ ।

ମହିମା ସମ୍ପାଦନା

ଶିଙ୍ଗଣାପୁର ଗାଁ ସମ୍ପାଦନା

ଶନିବାର ସମ୍ପାଦନା

ଆଧାର ସମ୍ପାଦନା

  1. Sanger, Vasundhara (2008-06-03). "TOI". Timesofindia.indiatimes.com. Retrieved 2010-08-30.
  2. http://www.shanishinganapur.com/
  3. "ଆର୍କାଇଭ୍ କପି". Archived from the original on 2013-08-30. Retrieved 2012-10-03. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ ସମ୍ପାଦନା