"ଜଟାଶଙ୍କର ଶୈବପୀଠ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଜଟାଶଙ୍କର''' ମଧ୍ୟପ୍ରଦେଶର ଏକ ପ୍ରମୁଖ ଶୈବ ପୀଠ ଓ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୧ କ ଧାଡ଼ି:
'''ଜଟାଶଙ୍କର''' [[ମଧ୍ୟପ୍ରଦେଶ]]ର ଏକ ପ୍ରମୁଖ ଶୈବ ପୀଠ ଓ ଦର୍ଶନୀୟ ସ୍ଥାନ । ଶୀତଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ । ପ୍ରାକୃତିକ ଗୁମ୍ଫା ସହ ଶିବ ମନ୍ଦିର ଓ ଗୁପ୍ତଗଙ୍ଗା ଝରଣା ଏଠାରେ ଅବସ୍ଥିତ ।<ref>http://www.jatashankar.in/</ref>
 
==ଅବସ୍ଥିତି==
୫ କ ଧାଡ଼ି:
 
==ଗମନାଗମନ==
ନିକଟସ୍ଥ ବିମାନବନ୍ଦର [[ଖଜୁରାହୋ ବିମାନବନ୍ଦର]] । ନିକଟସ୍ଥ ବସ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ହେଉଛି ଛତରପୁର ।
<ref>http://bhaaratdarshan.com/mp/travel/jatashankar-temple-bijawar/</ref>
==ନାମକରଣ==
କିମ୍ବଦନ୍ତୀ ଅନୁଯାୟୀ [[ଶିବ]]ଙ୍କ ଜଟାର କିଛି ଅଂଶ ସେଠାରେଏଠାରେ ଛିଡ଼ିଯାଇଥିବାରୁ ସ୍ଥାନର ଏ ଭଳି ନାମକାରଣ ହୋଇଛି ।
==କିମ୍ବଦନ୍ତୀ==
କିମ୍ବଦନ୍ତି ଅନୁଯାୟୀ [[ଭସ୍ମାସୁର]] ଥିଲା ପରମ ଶୈବ ଥିଲା । ସେ ଯାହା ମୁଣ୍ଡରେ ହାତ ରଖିବ, ସେ ଜଳି-ପୋଡ଼ି ଭସ୍ମରେ ପରିଣତ ହେବ ବୋଲି ଭୋଳାନାଥଶିବ ହିଁ ବର ଦେଇଥିଲେ । ବର ପାଉପାଉ ମୂଢ଼ ଅସୁରଭସ୍ମାସୁର, ବରଦାତାଙ୍କ ଉପରେ ପରୀକ୍ଷା କରିବାକୁ ବାହାରିଲା । ଶିବ ଉପାୟହୀନ ହୋଇ ତା’ତା' ସାମନାରୁ ପଳାୟନ କରି ଯେଉଁ [[ଗୁମ୍ଫା]] ଭିତରେ ପ୍ରବେଶ କରିଥିଲେ, ତାହା ହେଉଛି ଜଟାଶଙ୍କର । <ref>
http://sambad.in/news/special/famous-worship-spot-jatashanke/19957.html</ref>
==ପରିସର ଓ ପରିବେଶ==
ଗୁମ୍ଫା ମଧ୍ୟରେ ମୋଟ ୧୦୮ଟି ପ୍ରାକୃତିକ [[ଶିବଲିଙ୍ଗ]] ବିଦ୍ୟମାନ । ଗୁମ୍ଫା ଭିତରେ ଏକ ଚିରସ୍ରୋତା ଝରଣା ପ୍ରବାହିତ।ପ୍ରବାହିତ ଝରଣାର। [[ଝରଣା]]ର ଉତ୍ସ ଏ ଯାଏ ଅଜଣା ହୋଇରହିଛି।ହୋଇରହିଛି । ଝରଣାଟି '''ଗୁପ୍ତ ଗଙ୍ଗା''' ଭାବେ ନାମିତ । ଗୁମ୍ଫା ବାହାରେ ଦୁଇଟି ସ୍ନାନ-କୁଣ୍ଡସ୍ନାନକୁଣ୍ଡ ଅବସ୍ଥିତ । ଗୋଟିଏ ସର୍ବଦା ଶୀତଳ ଜଳରେ ଭରପୂର ଥାଏ ଏବଂ ଅନ୍ୟଟି ଏକ [[ଉଷ୍ମପ୍ରସ୍ରବଣ]] ।
 
==ଆଧାର==
 
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଭାରତର ପର୍ଯ୍ୟଟନ ସ୍ଥଳୀ]]
[[ଶ୍ରେଣୀ:ଭାରତର ଧର୍ମସ୍ଥଳ]]
[[ଶ୍ରେଣୀ:ଭାରତର ମଠ ମନ୍ଦିର]]
[[ଶ୍ରେଣୀ:ଶିବ ମନ୍ଦିର]]