"ଟ୍ରିଚିନୋସିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
 
୨୫ କ ଧାଡ଼ି:
<!-- ପ୍ରତିଷେଧ ଓ ଚିକିତ୍ସା -->
ଏହି ରୋଗୁ ରକ୍ଷା ପାଇବା ନିମନ୍ତେ ମାଂସକୁ ଉତ୍ତମ ରୂପେ ସିଝେଇ ଖାଇବାକୁ ହୁଏ ।<!-- <ref name=CDC2013Pre/> --> [[ଖାଦ୍ୟ ଥର୍ମୋମିଟର]] ([[:en:food thermometer|food thermometer]]) ସାହାଯ୍ୟରେ ମାଂସ ଭିତରର ଉତ୍ତାପ ଯଥେଷ୍ଟ କି ନୁହେଁ ଜଣାଯାଇପାରେ । <ref name=CDC2013Pre>{{Cite web|title = CDC - Trichinellosis - Prevention & Control|url = http://www.cdc.gov/parasites/trichinellosis/prevent.html|website = www.cdc.gov|accessdate = 2015-07-25}}</ref> [[ଆଲବେଣ୍ଡାଜୋଲ]] ବା [[ମେବେଣ୍ଡାଜୋଲ]] ଭଳି ପରଜୀବୀ ବିରୋଧୀ ଔଷଧ ଦେଇ ଚିକିତ୍ସା କରାଯାଏ ।<!-- <ref name=CDC2013Tx/> --> ଶୀଘ୍ର ଚିକିତ୍ସା କଲେ ବୟଃପ୍ରାପ୍ତ ପରଜୀବୀ ମରିଯିବାଦ୍ୱାର ଲକ୍ଷଣ ଅଧିକ ଖରାପ ହେବାରୁ ରକ୍ଷା ମିଳେ ।<!-- <ref name=CDC2013Tx/> --> ଉଭୟ ଔଷଧ ନିରାପଦ ବିବେଚିତ ହେଉଥିଲେ ମଧ୍ୟ ଅସ୍ଥି ମଜ୍ଜା ଦମନ ([[:en:bone marrow suppression|bone marrow suppression]]) କରେ ।<!-- <ref name=CDC2013Tx/> --> ଗର୍ଭାବସ୍ଥା ଓ ୨ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଉପ‌ଯୁକ୍ତ ଅନୁଶୀଳନ କରାଯାଇ ନ ଥିଲେ ମଧ୍ୟ ନିରାପଦ ଜଣାଯାଆନ୍ତି ।<!-- <ref name=CDC2013Tx/> --> କେଶ୍ ସାଂଘାତିକ ହୋଇଥିଲେ ସ୍ଟିରଏଡ ଦିଆଯାଇପାରେ । <ref name=CDC2013Tx>{{Cite web|title = CDC - DPDx - Trichinellosis - Treatment Information|url = http://www.cdc.gov/dpdx/trichinellosis/tx.html|website = www.cdc.gov|accessdate = 2015-07-25}}</ref> ଚିକିତ୍ସା ନ ପାଇଲେ ମଧ୍ୟ ୩ ମାସ ମଧ୍ୟରେ ଏହି ରୋଗ ଲକ୍ଷଣମାନଙ୍କର ଉପଶମ ହେବା ଦେଖାଯାଏ ।<ref name=Mason2014/>
 
<!-- ରୋଗାନୁଶୀଳନ ଓ ଇତିହାସ -->
ଏହି ରୋଗର ପ୍ରାୟ ୧୦,୦୦୦ ସଂକ୍ରମଣ ବର୍ଷକୁ ହୁଏ ।<ref name=CDC2012Epi/> ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଆର୍ଜେଣ୍ଟିନା ଓ ରୁଷିଆ ସମେତ ଅତି କମ୍‌ରେ ୫୫ଟି ଦେଶରେ ଏହି ରୋଗ ଥିବା ଚିହ୍ନଟ ହୋଇଛି । <!-- <ref name=Mason2014/> --> ଏହି ରୋଗ ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ ସାଧାରଣ ହେଉଥିଲେ ମଧ୍ୟ ଏହି ଦେଶମାନଙ୍କରେ ଅଳ୍ପ ସଂଖ୍ୟକ ହୁଏ ।<ref name=Mason2014/> ଟ୍ରିଚିନୋସିସ ରୋଗ ହାର ସନ ୧୯୪୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୦୦ ଥିବା ବେଳେ ସନ ୨୦୦୦ରେ ମାତ୍ର ୨୦ ଥିବା ଚିହ୍ନଟ ହୋଇଥିଲା ।<ref name=CDC2012Epi>
{{cite web|url=http://www.cdc.gov/parasites/trichinellosis/epi.html|title=Trichinellosis Fact Sheet – Division of Parasitic Diseases |publisher=Centre for Disease Control, US Government |year=August 2012|accessdate=2016-06-05}}
</ref> ଏହି ରୋଗ ଯୋଗୁ ମୃତ୍ୟୁ ହାର ଅତି ନ‌ଗନ୍ୟ । <ref name=Mason2014>{{cite book|last1=Farrar|first1=Jeremy|title=Manson's tropical diseases.|date=2013|publisher=Saunders [Imprint]|location=Philadelphia|isbn=978-0-7020-5101-2|pages=791–794|edition=23}}</ref>
 
== ଆଧାର ==