"ଦଶିପୋକ ସଂକ୍ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୪ କ ଧାଡ଼ି:
<!-- ଚିକିତ୍ସା -->
ଏହି ରୋଗ ନିମନ୍ତେ ମିଳୁଥିବା [[ମେବେଣ୍ଡାଜୋଲ]], [[ପାଇରାଣ୍ଟେଲ ପାମୋଏଟ]] ([[:en:pyrantel pamoate|pyrantel pamoate]]) ବା [[ଆଲବେଣ୍ଡାଜୋଲ]] ମଧ୍ୟରୁ ଗୋଟିଏ ଔଷଧର ଦୁଇ ମାତ୍ରା/ଡୋଜ ଦୁଇ ସପ୍ତାହ ଅନ୍ତରରେ ଦିଆଯାଏ ।<ref name=CDC2016Tx>{{cite web|title=Treatment|url=https://www.cdc.gov/parasites/pinworm/treatment.html|website=CDC|accessdate=16 October 2016|date=23 September 2016}}</ref> ରୋଗୀ ସ‌ହିତ ବାସ କରୁଥିବା ବା ତାହାର ଯତ୍ନ ନେଉଥିବା ସମସ୍ତ ଲୋକଙ୍କୁ ଏହି ଔଷଧ ଦିଆଯାଏ ।<!-- <ref name=CDC2013Fact/> --> ପ୍ରତ୍ୟେକ ଡୋଜ ଖାଇସାରିବା ପରେ ବ୍ୟକ୍ତିଗତ ସମସ୍ତ ବ୍ୟବ‌ହୃତ ଜିନିଷ ଗରମ ପାଣିରେ ଧୋଇବାକୁ ଉପଦେଶ ଦିଆଯାଏ ।<!-- <ref name=CDC2013Fact/> --> ଉତ୍ତମ ହସ୍ତ ପ୍ରକ୍ଷାଳନ ([[:en:handwashing|handwashing]]), ସବୁଦିନ ସକାଳେ ସ୍ନାନ ଓ ପ୍ରତିଦିନ ଅନ୍ତବସ୍ତ୍ର ([[:en:underwear|underwear]]) ବଦଳେଇଲେ ପୁନଃ ସଂକ୍ରମଣ ପ୍ରତିରୋଧ କରିହୁଏ । <ref name=CDC2013Fact/>
 
<!-- ରୋଗାନୁଶୀଳନ ଓ ପୂର୍ବାନୁମାନ -->
ପୃଥିବୀର ପ୍ରତ୍ୟେକ ସ୍ଥାନରେ ସାଧାରଣତଃ ଦଶିପୋକ ସଂକ୍ରମଣ ହୁଏ ।<ref name=CDC2013Fact/><ref name=Rook2016/> ବିକଶିତ ଦେଶମାନଙ୍କରେ ([[:en:developed world|developed world]]) ଏହି ରୋଗ ଏକ ସର୍ବାଧିକ ସାଧାରଣ ରୋଗ ।<!-- <ref name=CDC2013Fact/> --> ସ୍କୁଲ ପିଲାଙ୍କୁ ଏ ରୋଗ ଅଧିକ ଆକ୍ରମଣ କରେ ।<ref name=CDC2013Fact/> ଯୁକ୍ତରାଷ୍ଟ୍ର ଆମେରିକାରେ ଯେ କୌଣସି ସମୟରେ ୨୦% ଲୋକ ଏ ରୋଗର ଶିକାର ହୋଇଥାଆନ୍ତି ।<ref name=St2009/> ଉଚ୍ଚ ସଙ୍କଟରେ ଥିବା ଲୋକଙ୍କ ମଧ୍ୟରୁ ୫୦% ଲୋକଙ୍କୁ ଏ ରୋଗ ହୁଏ । <ref name=CDC2015Epi/> ଏହାକୁ ଏକ ସାଂଘାତିକ ରୋଗ ରୁପେ ବିବେଚନା କରାଯାଏ ନାହିଁ ।<ref name=Rook2016>{{cite book|last1=Griffiths|first1=Christopher|last2=Barker|first2=Jonathan|last3=Bleiker|first3=Tanya|last4=Chalmers|first4=Robert|last5=Creamer|first5=Daniel|title=Rook's Textbook of Dermatology, 4 Volume Set|date=2016|publisher=John Wiley & Sons|isbn=9781118441176|page=33.13|edition=9|url=https://books.google.ca/books?id=EyypCwAAQBAJ&pg=SA33-PA13|language=en}}</ref> ସାରା ମାନବ ଇତିହାସରେ ଏହି ରୋଗ ହୋଇଥିବା ଜଣାଯାଏ ।<ref>{{cite book|last1=Bynum|first1=W. F.|last2=Porter|first2=Roy|title=Companion Encyclopedia of the History of Medicine|date=2013|publisher=Routledge|isbn=9781136110368|page=358|url=https://books.google.ca/books?id=gyidO-ZLdiYC&pg=PA358|language=en}}</ref>
 
== ଆଧାର ==