"କାର୍ଡ଼ିଆକ ଟାମ୍ପୋନେଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
 
୨୪ କ ଧାଡ଼ି:
<!-- ରୋଗ ନିର୍ଣ୍ଣୟ ଓ କାର୍ଯ୍ୟବିଧି -->
[[ନିମ୍ନ ରକ୍ତଚାପ]] ([[:en:hypotension|low blood pressure]]), ଓ [[ସ୍ଫିତ ଜୁଗୁଲାର ଶିରା]] ([[:en:jugular venous distension|jugular venous distension]]) ଥିଲେ, [[ପେରିକାର୍ଡ଼ିଆଲ ରବ]] ([[:en:pericardial rub|pericardial rub]]) ଶୁଣାଯାଉଥିଲେ ବା [[ହୃତ୍‌ପିଣ୍ଡ]] ଶବ୍ଦ ନ ଶୁଣାଯାଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ।<ref name=Ri2014/><ref name=Spod2003/> ରୋଗ ନିର୍ଣ୍ଣୟର ସମର୍ଥନ ନିମନ୍ତେ ଇସିଜି ([[:en:electrocardiogram|electrocardiogram]]), ଛାତି ଏକ୍ସ‌-ରେ ([[:en:chest X-ray|chest X-ray]]) ଓ ଇକୋକାର୍ଡ଼ିଓଗ୍ରାମ ([[:en:echocardiogram|ultrasound of the heart]] କରାଯାଇପାରେ ।<ref name=Ri2014/> ପେରିକାର୍ଡ଼ିଅମରେ ଧୀରେ ଧୀରେ ତରଳ ପଦାର୍ଥ ଭର୍ତ୍ତି ହେଲେ ୨ ଲିଟର ରହିପାରିବ କିନ୍ତୁ ଶୀଘ୍ର ଶୀଘ୍ର ୨୦୦ ମିଲି ଭର୍ତ୍ତି ହେଲେ ଟାମ୍ପୋନେଡ ହୋଇଯାଏ । <ref name=Ri2014/>
 
<!-- ଚିକିତ୍ସା ଓ ରୋଗାନୁଶୀଳନ -->
ଲକ୍ଷଣ ସ‌ହିତ ଟାମ୍ପୋନେଡ ହେଲେ ତରଳ ପଦାର୍ଥର ନିଷ୍କାସନ ଆବଶ୍ୟକ ହୁଏ ।<ref name=Sa2011/> ଏହା ପେରିକାର୍ଡ଼ିଓସେଣ୍ଟେସିସ ([[:en:pericardiocentesis|pericardiocentesis]]) କରି ବା ଅପରେଶନ‌ଦ୍ୱାରା ଏକ ଛୋଟ [[ପେରିକାର୍ଡ଼ିଆଲ ଉଇଣ୍ଡୋ]] ([[:en:pericardial window|pericardial window]]) କରି ବା [[ପେରିକାର୍ଡ଼ିଏକ୍ଟୋମି]] ([[:en:pericardiectomy|pericardiectomy]]) ଅପରେଶନ କରି ବାହାର କରାଯାଏ ।<ref name=Ri2014/> ସଂକ୍ରମଣ ବା କର୍କଟ ରୋଗର ସ୍ଥିତି ଦେଖିବା ନିମନ୍ତେ ମଧ୍ୟ ନିଷ୍କାସନ ଆବଶ୍ୟକ ହୁଏ ।<ref name=Sa2011>{{cite journal|last1=Sagristà-Sauleda|first1=J|last2=Mercé|first2=AS|last3=Soler-Soler|first3=J|title=Diagnosis and management of pericardial effusion.|journal=World journal of cardiology|date=26 May 2011|volume=3|issue=5|pages=135-43|pmid=21666814}}</ref> [[ଡୋବୁଟାମିନ]] [[:en:dobutamine|dobutamine]] ଔଷଧ ବା ସ୍ୱଳ୍ପ ପରିମାଣ ରକ୍ତ ([[:en:hypovolemia|low blood volume]]) ଥଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ।<ref name=Spod2003/> ଅଳ୍ପ ଲକ୍ଷଣ ଥିଲେ ବା ଚିନ୍ତାଜନ‌କ ଲକ୍ଷଣ ନଥିଲେ ଅନୁଧାବନ କରାଯାଇପାରେ ।<ref name=Ri2014/> ରୋଗର ପୁନରାବୃତ୍ତି ଜ୍ଞାନ ସ୍ପଷ୍ଟ ନୁହେଁ ।<ref name=Bod2011>{{cite journal|last1=Bodson|first1=L|last2=Bouferrache|first2=K|last3=Vieillard-Baron|first3=A|title=Cardiac tamponade.|journal=Current opinion in critical care|date=October 2011|volume=17|issue=5|pages=416-24|pmid=21716107}}</ref> ଗୋଟିଏ ହିସାବରୁ ଜଣାଯାଏ, ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଷିକ ୧୦,୦୦୦ ଲୋକରେ ୨ ଜଣକୁ ଏହି ରୋଗ ହୁଏ । <ref name=Kah2008>{{cite book|last1=Kahan|first1=Scott|title=In a Page: Medicine|date=2008|publisher=Lippincott Williams & Wilkins|isbn=9780781770354|page=20|url=https://books.google.ca/books?id=46wpAUhUHjMC&pg=PA20|language=en}}</ref>
 
== ଆଧାର ==